Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ
Browsing Category
ସାମାଜିକ
ବର୍ଷା ଆଣିଲା ଦକ୍ଷିଣ ଓଡ଼ିଶା ବଡ଼ ବନ୍ୟା, ଆସନ୍ତାକାଲି ପାଇଁ ଵାର୍ଣ୍ଣିଂ
ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ, ରେଳସେବା ବ୍ୟାହତ ଭାସିଗଲା ମାଲବାହି ଗାଡିିର ୩ଟି ବଗି, ୫ ଟ୍ରେନର ଗତିପଥ ପରିବର୍ତନ୩ଟି ବ୍ଲକରେ ୩୦୦ ମିମି ବର୍ଷା, ଆଉ ୭ରେ ୨୦୦ମିମିରୁ ଅଧିକମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି, ବଂଶଧାରା ଫୁଲୁଛି
ଭୁବନେଶ୍ୱର: ଦକ୍ଷିଣ ଓ ଆଭ୍ୟନ୍ତରୀଣ!-->!-->!-->!-->!-->…
Read More...
Read More...
ଏବେ ମୋ ସ୍କୁଲ ଭଳି ମୋ କଲେଜ କାର୍ଯ୍ୟକ୍ରମ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମ ଭଳି ଏବେ ମୋ କଲେଜ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଜି ବିଧାନସଭାରେ ଉଚ୍ଚଶିକ୍ଷା ସଂପର୍କିତ ମୁଲତବୀ ଆଲୋଚନାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏଭଳି ଘୋଷଣା କରିଛନ୍ତି।
ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ!-->!-->!-->!-->!-->…
Read More...
Read More...
ଡ୍ରେନ ଗିଳିଲା ପ୍ରାଣ, ଏ ର୍ବଷର ପ୍ରଥମ
ସାଲିଆ ସାହିରେ ଉତ୍ତେଜନା ଧସ୍ତାଧସ୍ତିଡ୍ରେନ-ରାସ୍ତା ମିଶିଯାଇଥିଲା, ଗଳିପଡିଲେ
ଭୁବନେଶ୍ବର: ମୁକୁଳା ଡ୍ରେନ ପାଣିରେ ଆଜି ଜଣେ ବୃଦ୍ଧା ଭାସିଯାଇଛନ୍ତି। ସ୍ଥାନୀୟ ସାଲିଆସାହିରେ ଏଭଳି ଅଘଟଣ ଘଟିଛି। ମୃତ ବୃଦ୍ଧାଜଣଙ୍କ ହଲେେ, ଆନ୍ଧ୍ରପ୍ରଦେଶ ମଣ୍ଡରେଶ୍ବରର ପି. ଅପଲାମା ଓ ତାଙ୍କ ବୟସ ୬୦!-->!-->!-->…
Read More...
Read More...
ଚିଟ୍ଫଣ୍ଡ୍ ପ୍ରସଙ୍ଗ: ଯେତିକି ଦେଇନାହାନ୍ତି, ସେତିକି ଖର୍ଚ୍ଚ
ଭୁବନେଶ୍ବର: ଚିଟ୍ଫଣ୍ଡ୍ ଠକେଇର ଶିକାର ହୋଇଥିବା ଜମାକାରୀ ଯେତିକି ଅର୍ଥ ପାଇନାହାନ୍ତି, ତଦନ୍ତ କମିସନଙ୍କ ବାବଦରେ ତା ଠାରୁ ଅଧିକ ର୍ଖଚ୍ଚ ହେଲାଣି। ଆଜି ବିଧାନସଭାରେ ସରକାର ତଥ୍ୟ ରଖିଛନ୍ତି ଯେ ଚିଟଫଣ୍ଡ ତଦନ୍ତ କମିସନ୍ ପାଇଁ ଇତିମଧ୍ୟରେ ୫ କୋଟି ୫୫ ଲକ୍ଷ ଟଙ୍କା ଖର୍ଚ୍ଚ!-->…
Read More...
Read More...
ନିର୍ଯାତନା ସୀମା ଟପିଲାଣି
କେଉଁ ସ୍ୱାର୍ଥରେ ସଂପର୍କ ଯୋଡିଲେ ରାଜ୍ୟ-କେନ୍ଦ୍ରମହାନଦୀ ତଥ୍ୟ ଦେଉନାହାନ୍ତି ଛତିଶଗଡ ସରକାରମୂଲ୍ୟାୟନକାରୀ ନିଯୁକ୍ତି କରିିବେ ଟ୍ରିବ୍ୟୁନାଲପରବର୍ତୀ ଶୁଣାଣି ଅଗଷ୍ଟ ୩କୁ ଘୁଞ୍ଚିଲାଅସନ୍ତୋଷ ଜଣାଇଲେ ମହାନଦୀ ବଞ୍ଚାଅ ଆନ୍ଦୋଳନ
ଭୁବନେଶ୍ୱର: ଇତିମଧ୍ୟରେ ବିଜେଡି-ବିଜେପି ସଂପର୍କରେ!-->!-->!-->…
Read More...
Read More...
ବାତ୍ୟାରେ ନିଜ କାର୍ଯ୍ୟର ପ୍ରମାଣ ଦେଲା ପୁଲିସ
ଭୁବନେଶ୍ୱର: ବାତ୍ୟା କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇଛି । ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ଭୟଙ୍କର ବାତ୍ୟା ଫନି-୨୦୧୯ ମୁକାବିଲାରେ ଓଡ଼ିଶା ପୁଲିସର ଭୂମିକା ସଂକ୍ରାନ୍ତ ରାଜ୍ୟ ପୁଲିସ ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ରକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ!-->…
Read More...
Read More...
ଗାନ୍ଧୀବାଦ ବିରୋଧରେ ମିଛ ପ୍ରଚାର ପ୍ରତିହତ କର
ଭୁବନେଶ୍ବର: ବିଗତ କିଛିବର୍ଷ ମଧ୍ୟରେ ଦେଶରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ବିଚାରଧାରାର ଲଢ଼େଇ ଏବେ ନିର୍ଣ୍ଣାୟକ ସ୍ଥିତିକୁ ଆସିଛି। ଗୋଟିଏ ପଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେର ପୂଜା କରିବାକୁ ରାଜନୈତିକ ପୁରୋଧାମାନେ ଖୋଲାଖୋଲି ସାମ୍ନାକୁ ବାହାରୁଥିବା!-->…
Read More...
Read More...
ଗମ୍ଭୀର ହେଲାଣି ବିହାର ସ୍ଥିତି
ଗ୍ରୀଷ୍ମପ୍ରବାହ ମୃତ୍ୟୁ ସଂଖ୍ୟା ୧୨୩ ଛୁଇଁଲାଏଇଏସ୍ ନେଲାଣି ୧୦୦ରୁ ଅଧିକ ପ୍ରାଣ
ନୂଆଦିଲ୍ଲୀ: ବିହାରରେ ଅସହ୍ୟ ଗ୍ରୀଷ୍ମପ୍ରବାହ କାରଣରୁ ଶନିବାର ଗୋଟିଏ ଦିନରେ ଗ୍ରୀଷ୍ମପ୍ରବାହ ଯୋଗୁଁ ୪୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସୋମବାର ସୁଦ୍ଧା ଏହି ସଂଖ୍ୟା ୧୨୩ରେ ପହଞ୍ଚିଛି। ଔରଙ୍ଗାବାଦ୍ରେ!-->!-->!-->…
Read More...
Read More...
ଚିହ୍ନିରଖ ଭ୍ରାତାଙ୍କ ବଦନ
ଆଚମ୍ୱିତ କରୁଛି ଲୋକପ୍ରତିନିଧି, ରାଜନେତାଙ୍କ ଆଚରଣନିର୍ବାଚନରେ କାକୁତିମିନତି ହେଉଥିଲେ, ଏବେ ବଦଳିଗଲେବିପଦବେଳେ ମଉଜ କରୁଛନ୍ତି ନେତା, ବୁଲୁଛନ୍ତି ରାଜ୍ୟବାହାରେବିଜେଡି, କଂଗ୍ରେସ ଓ ବିଜେପି ଦଳର ନେତା, କର୍ମୀଙ୍କ ଦେଖା ନାହିଁନବୀନ, ଧର୍ମେନ୍ଦ୍ର ଲଢୁଛନ୍ତି, ଭାଷଣବାଜିରେ ବ୍ୟସ୍ତ!-->…
Read More...
Read More...
ବିଦ୍ୟୁତ ଠିକାଦାରଙ୍କୁ ସରକାରଙ୍କ ନାଲିଆଖି
ନିର୍ଦେଶ ନ ମାନିଲେ, ଲାଇସେନସ ରଦ୍ଦ ଧମକ ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗୋଟିଏ ପଟେ ଦାୟିତ୍ୱରେ ଥିବା ୬ଜଣ ଆଇଏଏସ୍ ଅଫିସର ତୁହାକୁ ତୁହା ବୈଠକ ଜାରି ରଖିଥିବା ବେଲେ ଅନ୍ୟପଟେ ରାଜ୍ୟ ସରକାର ଆଜି!-->…
Read More...
Read More...