Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ସାମାଜିକ
ସଜବାଜ:ବରିଷ୍ଠ ଅଫିସରଙ୍କୁ ଜିଲ୍ଲା ଦାୟିତ୍ୱ
୪ ତାରିଖ ଯାଏ ନନ୍ଦନକାନନ ବନ୍ଦ ରହିବରେଳସେବାରେ ବଡ଼ ପରିବର୍ତନ ଅଣାଯିବ୨ରୁ ଶିକ୍ଷାନୁଷ୍ଠାନ ଛୁଟି, ଡାକ୍ତରଙ୍କ ଛୁଟି ବାତିଲ
ଭୁବନେଶ୍ୱର: ବାତ୍ୟା ଫନିର ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ୧୨ ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି ।ଅତିରିକ୍ତ!-->!-->!-->…
Read More...
Read More...
୬ଲେନ୍ ପାଇଁ ଭୂମିପୂଜନ
ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୫ନମ୍ୱର ଜାତୀୟ ରାଜପଥର ୬ଲେନ୍ ପାଇଁ ରାଜଧାନୀର ଖଣ୍ଡଗିରି ନିକଟରେ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ସଭାରେ ଶ୍ରୀ ପ୍ରଧାନ ରାଜ୍ୟ ସରକାଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । କାଳେ କେନ୍ଦ୍ର!-->…
Read More...
Read More...
ପ୍ରଶ୍ନ ପତ୍ରରେ ରୋଲ ନମ୍ୱର ବାଧ୍ୟତାମୂଳକ
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ ପତ୍ର ଭାଇରାଲ୍ ଅଭିଯୋଗ ଉଠିବା ପରେ ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା ପାଇଁ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି ଯେ ଏଥର ଯୁକ୍ତ ପ୍ରଶ୍ନ!-->…
Read More...
Read More...
ଡରାଇଲା ପାଣିପାଗ ବିଭାଗ
ଭୁବନେଶ୍ୱର: ରବିବାର ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪ ଦିନ ଧରି ଘଡଘଡି ସହିତ ବର୍ଷା ଲାଗିରହିବ । ଆଜି ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । ଦିନର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢିଯାଇପାରେ । ସବୁଠାରୁ ବଡ କଥା!-->…
Read More...
Read More...
ନବୀନଙ୍କ ରାସ୍ତାରେ ସୂର୍ଯ୍ୟ କଣ୍ଟା
କାଳିଆ ସଫଳତାକୁ ଅଟକାଉଛି ଧାନ କିଣା ଅବ୍ୟବସ୍ଥାସୂର୍ଯ୍ୟଙ୍କ ବାମ ହାତ କଳଙ୍କ ଡାହାଣ ହାତ ସଫଳତାକୁ ପୋଛୁଛିଗାଁ ଗାଁରେ ତେଜିଲାଣି ଅସନ୍ତୋଷ, ମନ୍ତ୍ରୀ, ପ୍ରଶାସନ ବେଫିକର ଭୁବନେଶ୍ୱର: ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ହାତରେ ରହିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ସମବାୟ!-->…
Read More...
Read More...
ପ୍ରତି ଜିଲ୍ଲାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି
ଭୁବନେଶ୍ବର: ପ୍ରତି ଜିଲ୍ଲାରେ ସ୍ଥାପନ ହେବ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ପ୍ରତି ବ୍ଲକ୍ରେ କସ୍ତୁରବା ଆଦର୍ଶ ପଞ୍ଚାୟତ ଚିହ୍ନଟ, ଗାନ୍ଧୀ ବିଚାର ଅଧ୍ୟୟନ କେନ୍ଦ୍ର ସ୍ଥାପନ ନିମନ୍ତେ ବିଶ୍ୱବିଦ୍ୟାଳୟ ଚିହ୍ନଟ, ମହାତ୍ମା ଗାନ୍ଧୀ ଓ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ସଂପର୍କିତ!-->…
Read More...
Read More...
ଚାଷୀ ପିଲାଙ୍କ ପାଠପଢା ଦାୟିତ୍ୱ ନେଲେ ସରକାର
କାଳିଅା ବୃତ୍ତି ଯୋଜନା ଘୋଷଣା କଲେ ନବୀନ ଭୁବନେଶ୍ୱର: କାଳିଆ ଯୋଜନା ଢାଞ୍ଚାରେ କେନ୍ଦ୍ର ସରକାର ତାଙ୍କ ବଜେଟରେ ଚାଷୀକୁ ୬ ହଜାର ଟଙ୍କା ଲେଖାଏଁ ଦେବା ନେଇ ଘୋଷଣା କରିଛନ୍ତି । ଏହାର ୪୮ ଘଣ୍ଟା ବିତିନି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ପାଦେ ଆଗକୁ ଯାଇ ଚାଷୀଙ୍କ ପିଲାଙ୍କ!-->…
Read More...
Read More...
ମନାଇବା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି
ଭୁବନେଶ୍ୱର: ଚାଷୀମାଙ୍କ ସହିତ ଆଲୋଚନା କରିବା ଲାଗି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥିଲା । ନିର୍ବାଚନକୁ ଦେଖି ମୁଣ୍ଡଟେକୁଥିବା ଅସନ୍ତୁଷ୍ଟ ସଂଗଠନଙ୍କୁ ବୁଝାଇବା ସହିତ ସେମାନଙ୍କ ସମସ୍ୟାର ସମାଧାନ ଲାଗି ଆଜି ରାଜ୍ୟ ସରକାର ଆଉ ଏକ!-->…
Read More...
Read More...
କାହା ଆକାଉଣ୍ଟରୁ ଫେରିବ କାଳିଆ ଟଙ୍କା
ଭୁବନେଶ୍ୱର: ୫ଏକରରୁ ଅଧିକ ଚାଷ ଜମି ଥିଲେ କିମ୍ୱା ସରକାରୀ ଚାକିରିଆ । ଆୟକର ଦାତା ଅଥବା ହିତାଧିକାରୀଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଲେ, ସେମାନଙ୍କ ଆକାଉଣ୍ଟକୁ ଭୁଲ କ୍ରମେ ଯାଇଥିବା କାଳିଆ ଟଙ୍କା ଫେରାଇ ଅଣାଯିବ । ଆଜି କୃଷି ସଚିବ ସୌରଭ ଗର୍ଗ ସଚିବାଳୟରେ ଏହି ସୂଚନା ଦେଇଛନ୍ତି ।!-->…
Read More...
Read More...
ପରୀକ୍ଷା ବଡ଼ ନୁହେଁ, ଜୀବନ ବଡ଼
ପିଲାଙ୍କୁ ଅନ୍ୟର ରେକର୍ଡ ସହ ତୁଳନା ନ କରିବାକୁ ପରାମର୍ଶ ମହତ୍ୱାକାଂକ୍ଷା ଠାରୁ ଦୂରେଇ ରହିବାକୁ ଅଭିଭାବକମାନଙ୍କୁ ଆହ୍ୱାନଲକ୍ଷ୍ୟପ୍ରାପ୍ତିର ମାର୍ଗ ମଧ୍ୟ ସରଳ ଓ ଚାପମୁକ୍ତ ହେବା ଜରୁରୀପରୀକ୍ଷା ଏକ ଉତ୍ସବ, ଅବସାଦ ନୁହେଁ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର!-->…
Read More...
Read More...