ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ
Browsing Category

Today’s Highlight

୨୦ ଦିନରେ ୨୫ କୋଟି ସଂକ୍ରମିତ

ନ୍ୟୁଜ୍ ବ୍ୟୁରୋ; ସାରା ବିଶ୍ୱକୁ ଘାରିଲାଣି କରୋନା ମହାମାରୀର ଚତୁର୍ଥ ଲହର ଚିନ୍ତା । ୯୧ ଦେଶକୁ କବଜ୍ଜାକୁ ନେଇଛି କରୋନାର ବିଏଫ-୭ ଭାରିଆଣ୍ଟ । ଚୀନ, ଜାପାନ, ଦକ୍ଷିଣ କୋରିଆରେ ଉପରମୁହାଁ ହୋଇଛ କରୋନା । ଜାପାନରେ ୧ ଲକ୍ଷ ୭୩ ହଜାର ଚିହ୍ନଟ ହୋଇଛି ଦୈନିକ ସଂକ୍ରମିତ ସଂଖ୍ୟା ।
Read More...

ଅଭୁଲା ସ୍ମୃତିରେ ‘ଭାରତ ରତ୍ନ’

ନୂଆଦିଲ୍ଲୀ; ଭାରତ ରତ୍ନଙ୍କ ଅଭୁଲା ସ୍ମୃତିକୁ ଝୁରୁଛି ସାରା ଦେଶ । ଆଜି ହେଉଛି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଘରେ ଘରେ ସୁପରିଚିତ ଅଟଳ ବିହାରୀ ବାଜପେୟୀ । ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର
Read More...

ବିସ୍ଫୋରଣରେ ୧୦ ମୃତ, ୪୦ରୁ ଅଧିକ ଆହତ

ଜୋହାନ୍ସବର୍ଗ; ଜୋହାନ୍ସବର୍ଗରେ ଗ୍ୟାସ୍ ଟ୍ୟାଙ୍କରରେ ଘଟିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୦ ଜଣ ଜୀବନ ହରାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ନିକଟସ୍ଥ ଏକ ହସ୍ପିଟାଲର କିଛି ଅଂଶ, ଦୁଇଟି କୋଠା ଓ
Read More...

ଆଜିଠୁ ଓଡ଼ିଶା ପରିକ୍ରମାରେ ହକି ବିଶ୍ୱକପ୍ ଟ୍ରଫି

ଭୁବନେଶ୍ବର; ପାଖେଇ ଆସୁଛି ହକି ମହାକୁମ୍ଭ । ଆଉ କିଛି ଦିନ ପରେ କମ୍ପିବ ଭୁବନେଶ୍ବର ଓ ରାଉରକେଲା । ହକି ବିଶ୍ବକପ ନେଇ ସମସ୍ତଙ୍କ ମନରେ ବଢ଼ୁଛି ଉତ୍କଣ୍ଠା । ଏହାରି ମଧ୍ୟରେ ସାରା ଦେଶରେ ପରିକ୍ରମା କରି ଫେରିଛି FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ତେବେ ଆଜିଠାରୁ ଓଡ଼ିଶାର
Read More...

ଆମେରିକାରେ ‘ବମ୍ ସାଇକ୍ଲୋନ୍’ର ତାଣ୍ଡବ

ଆମେରିକା; ପ୍ରବଳ ଥଣ୍ଡାରେ ଥରୁଛି ଆମେରିକାର ଅନେକ ଅଞ୍ଚଳ । ଆମେରିକାରେ ବୋମା ସାଇକ୍ଲୋନ ବା ଶୀତକାଳୀନ ତୋଫାନ୍ ଯୋଗଁ ଚାରିଆଡେ ବରଫ ଆସ୍ତରଣ ଜମି ରହିଛି । ଏଥିରେ ଆମେରିକାର ଅଧିକାଂଶ ଅଞ୍ଚଳ ବ୍ଲକ ଆଉଟ ହୋଇଥିବା ବେଳେ ପ୍ରାୟ ୧୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଶୀତଦିନେ ବୋମା
Read More...

କରୋନା ସଂକ୍ରମଣକୁ ନେଇ କଡାକଡି ହେଲା କଟକଣା

ନୂଅଦେିଲ୍ଲୀ; ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ନୂଆବର୍ଷ, କ୍ରୀସମାସ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବତନ୍ତ୍ର ଗାଇଡଲାଇନ । ଆତଙ୍କିତ ନହୋଇ ସତର୍କ ରହିବାକୁ ସବୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଚୀନ , ଜାପାନ, ହଂକଂ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡରୁ ଆସିଲେ
Read More...

ଦିନକରେ ୩ କୋଟି ୭୦ ଲକ୍ଷ ସଂକ୍ରମିତ ଚିହ୍ନଟ

ଚୀନ; ଚୀନରେ ପୁଣିଥରେ ଘାତକ ହେଲାଣି କରୋନା ମହାମାରୀ । ଚଳିତଥର ପୂର୍ବର ସବୁ ରେକର୍ଡ ଭାଙ୍ଗିପାରେ କୋଭିଡ୍ । ଗ୍ଲୋବାଲ ହେଲ୍ଥ ଇଂଟେଲିଜେନ୍ସ ସଂସ୍ଥା ଏୟାରଫିନିଟିର ଆକଳନ ଅନୁଯାୟୀ ଏହି ଲହର ସପ୍ତାହକରେ ଶୀର୍ଷ ଛୁଇଁବ । ଚଳିତ ସପ୍ତାହରେ ଦିନକରେ ପ୍ରାୟ ୩ କୋଟି ୭୦ ଲକ୍ଷ ଲୋକ କୋଭିଡରେ
Read More...

ସଚିବ ୫-ଟି ଙ୍କ ପୁରୀ, କୋଣାର୍କ ଓ କାକଟପୁର ପରିଦର୍ଶନ

ମା ମଙ୍ଗଳା ପୀଠ ର ହେବ ଉନ୍ନତିକରଣପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ.ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ କାମ ଜୁନ୍ ୨୩ ସୁଦ୍ଧା ଶେଷ ହେବ .କୋଣାର୍କ ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ ଏପ୍ରିଲ ୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ . ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ
Read More...

ବଡଦିନରେ ସୋଆ କ୍ୟାମ୍ପସ୍ ଯିବ ବିଶ୍ୱକପ୍ ହକି ଟ୍ରଫି

ଭୁବନେଶ୍ୱର, ୨୩/୧୨: ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବେଳେ ଏହାର ଟ୍ରଫି ବଡ଼ଦିନ ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରକୁ ଆସିବ । ଭାରତ ସମେତ ୧୬ଟି ଦେଶ ଏହି ବିଶ୍ୱକପ୍‌ରେ ଭାଗ ନେଉଥିôବା ବେଳେ ଡିସେମ୍ବର
Read More...

କୋଭିଡ ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ବର; ଗତ କିଛି ଦିନ ଧରି ବିଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଏହାର ଭୟବହତା ନଜରରେ ରଖି ନୂଆ ଆଡଭାଇଜରି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସଚିବ ସାଲିନି ପଣ୍ଡିତ କହିଥିଲେ, ଆମ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି ।
Read More...