ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଆଉ କେତ ଦିନ କୋର୍ଟ ଆସିବେ ସେଲିବ୍ରିଟି ଯୋଡି ?

ଫ୍ୟାମିଲି କୋର୍ଟରେ ଅନୁଭବ,ବର୍ଷାହାଜର ହେଉଛନ୍ତି,ସମାଧାନ ହେଉନି ଭୁବନେଶ୍ବର: ଗତ ଶୁକ୍ରବାର ହାଜର ହୋଇଥିଲେ । ୭ ଦିନ ବିତିନି, ଆଜି ଫ୍ୟାମିଲି କୋର୍ଟରେ ପୁଣି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ
Read More...

ଧଳାଜହର କବଜାରେ ରାଜଧାନୀ

ଧଳାଜହର କବଜାରେ ଭୁବନେଶ୍ୱର । କମିସନରେଟ ପୁଲିସର ନାକତଳେ ରାଜଧାନୀରେ ବେଧଡ଼କ ଚାଲିଛି ବ୍ରାଉନସୁଗାର ବେପାର । ଆଜି କମିସନରେଟ ପୁଲିସ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଜଣେ ମହିଳା ମଧ୍ୟ ବ୍ରାଉନସୁଗାର ବେପାରରେ ସାମିଲ ଥିବା ପୁଲିସ
Read More...

ଗୃହବନ୍ଦୀ ସାପ, ମେଡିକାଲରେ ଝିଅ

ଭୁବନେଶ୍ବର: ଘରେ ବନ୍ଦୀ ଅଛି ସାପ । ଆଉ ଚିକିତ୍ସା ପାଇ ହସ୍ପିଟାଲକୁ ଅଣାଗଲା କୁନି ଝିଅ। ସାପ କାମୁଡାରେ ମାସେ କାଳ ଯନ୍ତ୍ରଣାରେ କୁନି ଝିଅଟି ଛଟପଟ ହେବା ପରେ ଜିଲ୍ଲା ପ୍ରଶାସନର ହସ୍ପକ୍ଷେପ ଯୋଗୁଁ ଚିକିତ୍ସା ପାଇଁ କଟକ ଏସସିବିକୁ ଝିଅଟିକୁ ଅଣାଯାଇଛି । ବିଷଧର ସାପ କାମୁଡିବା ପରେ
Read More...

ରାଜରାସ୍ତାରେ ବିଜେପି, କଂଗ୍ରେସ

ବିଜେପିର ‘ବିଜୁଳି’ କଂଗ୍ରେସର ‘ତେଲ’ ଭୁବନେଶ୍ବର: କରୋନା ମହାମାରୀ ସମୟରେ ଦରଦାମ ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିପକାଇଲାଣି । ଆଉ ସହିହେବନି । ତୁରନ୍ତ ଦରଦାମ କମାଅ । ଆଜି ରାଜ୍ୟ ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ଗର୍ଜନ
Read More...

ଆଡ଼ପମଣ୍ଡପରେ ରାତି ଅନିଦ୍ରା ମହାପ୍ରଭୁ

ଭୁବନେଶ୍ବର: ଜନ୍ମବେଦୀରେ ଶ୍ରୀଜୀଉ ବିଜେ କରିବା ପରେ ଚଳଚଞ୍ଚଳ ହୋଇପଡିଛି ଗୁଣ୍ଡିଚା ମନ୍ଦିର। ଚଳିତ ବର୍ଷ ରଥଟଣାଠାରୁ ଆରମ୍ଭ କରି ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବା ପର୍ଯ୍ୟନ୍ତ ସମସ୍ତ କାମ ଶାନ୍ତିଶୃଙ୍ଖଳାର ସହ ସରିଛି। ନୀତିକାନ୍ତି ବି ସବୁ ସଅଳ ହୋଇଥିଲା। ହେଲେ ଆଡ଼ପ ମଣ୍ଡପରେ ରାତି
Read More...

ପୁରୀରେ କର୍ଫ୍ୟୁ ପାଳନରେ ସମର୍ଥ କଣ ଅସମର୍ଥ ହେଲେ?

ମୁଖ୍ୟମନ୍ତ୍ରୀ ଘରେ ରଥଯାତ୍ରା ଦେଖିଲେ, ପୁରୀ ବାସୀ ବିକାହା ସାହସରେ କିଛି ଲୋକ କର୍ଫ୍ୟୁ ନିୟମ ଭାଙ୍ଗିଦେଲେପ୍ରଶାସନ ଏଯାଏ ଗିରଫ ନ କରି ଚୁପ୍ ବସିଛି କାହିଁକିବାହୁଡାରେ ବିଶୃଙ୍ଖଳା ଜଳ ଜଳ, ଅକଳରେ ସରକାରପୁରୀରେ ସରକାର ବିରୋଧରେ ଅସନ୍ତୋଷ ବଢ଼ିଲା ଭୁବନେଶ୍ବର: ପୁରୀରେ ରଥଯାତ୍ରା
Read More...

ଲକଡାଉନ ହଟିବ ନା ରହିବ?

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି ଭୁବନେଶ୍ବର: ଆଉ ଦିନକରେ ପରେ ସରିବ ଆଶିଂକ ଲକଡାଉନ> ପୂର୍ବଅପେକ୍ଷା ସଂକ୍ରମଣ କମୁଥିଲେ ମଧ୍ୟ ଖୋର୍ଦ୍ଧା ଓ କଟକରେ କିନ୍ତୁ ସଂକ୍ରମଣ ଏଯାଏ କମିନି । ତେଣୁ ସରକାର ଲକଡାଉନ ହଟାଇବେ ନା କଟକଣା ବଳବତର ରଖିବେ ତା ଉପରେ ଏବେ ନଜର । ସେହିପରି
Read More...

କେଉଁ ଜଙ୍ଗଲରେ ବନବାସ ବିତାଇଥିଲେ ରାମଚନ୍ଦ୍ର?

ରାମାୟଣ ସଂପର୍କରେ ସାମ୍ନାକୁ ଆସୁଛି ଅନେକ ବିତର୍କ ଠୋସ୍ ନିର୍ଯ୍ୟାସ କିଛି କ୍ଷେତ୍ରରେ ଏଯାଏ ଆସିପାରିନାହିଁ ଭୁବନେଶ୍ବର: ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଓ ରାମାୟଣର ଅନେକ କଥାବସ୍ତୁ ରୋଚକ ତଥ୍ୟ ଦେଇଥାଏ। ଏହି କ୍ରମରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନକୁ ଛୁଇଁପାରେ। ତାହା ହେଉଛି, ରାମ,
Read More...

ବୋଲବମରେ କରୋନା ବ୍ରେକ୍

ଭୁବନେଶ୍ବର: ଏଥର ବି ଆଉ ଶୁଭିବନି ବୋଲବମ..ବୋଲବମ ଡାକ । ରାସ୍ତା ଆଉ ଦେଖିବାକୁ ମିଳିବେନି ମାଳ ମାଳ କାଉଡିଆ । ଢୁ ଢୁ ବର୍ଷାରେ ଜଟିଆ ବାବା ପାର କରେଗା..ଭୋଲା ବାବା ପାର କରେଗା..ଡାକି ଡାକି ଆଉ କଳସ ଧରି ଯିବେନି କାଉଡିଆ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖ ଚଳିତ ବର୍ଷ ବି ବୋଲବମ ଉପରେ
Read More...

ଡାକ୍ତର ସମ୍ବିତ ପାତ୍ର! ଏତେ ବଡ଼ ଭୁଲ୍ ତୁମେ କେମିତି କଲ?

ଭୁଲ୍ ଶ୍ରୀଜଗନ୍ନାଥାଷ୍ଟକମ୍ ଗାଇ ପୁରୀ ସାଂସଦ ପ୍ରାର୍ଥୀ ବିବାଦ ଘେରରେସାରା ଭାରତବର୍ଷରେ ବାଣ୍ଟିଦେଲେ ଭୁଲ୍ ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକମ୍ ମୋବାଇଲରେ ଧରି ବୁଲୁଛନ୍ତି ବିଜେପି ନେତା, ଅକଳରେ ପଡିଗଲେଣି ଭୁବନେଶ୍ବର: ୨୦୧୯ ନିର୍ବାଚନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀରେ
Read More...