ରାଜ୍ୟରେ ୧୧ ହଜାର ଟପିଲା
ରାଜ୍ୟର ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଲଗାତର ତିନି ଦିନ ଧରି ୧୦ ହଜାର ଉପରେ ସଂକ୍ରମଣ ରହିବା ପରେ ଗତ ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ନୂଆ ମାମଲା ଆସିଛି । ଜିଲ୍ଲାରୁ ଜିଲ୍ଲା ବ୍ୟାପିଚାଲିଛି ସଂକ୍ରମଣ । ୫ରୁ ୬ ଜିଲ୍ଲା ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ।କଟକଣା ସତ୍ୱେ!-->…
Read More...
Read More...