ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

୬ଲେନ୍‍ ପାଇଁ ଭୂମିପୂଜନ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୫ନମ୍ୱର ଜାତୀୟ ରାଜପଥର ୬ଲେନ୍‍ ପାଇଁ ରାଜଧାନୀର ଖଣ୍ଡଗିରି ନିକଟରେ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ସଭାରେ ଶ୍ରୀ ପ୍ରଧାନ ରାଜ୍ୟ ସରକାଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । କାଳେ କେନ୍ଦ୍ର
Read More...

ପ୍ରଶ୍ନ ପତ୍ରରେ ରୋଲ ନମ୍ୱର ବାଧ୍ୟତାମୂଳକ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ ପତ୍ର ଭାଇରାଲ୍‍ ଅଭିଯୋଗ ଉଠିବା ପରେ ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା ପାଇଁ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି ଯେ ଏଥର ଯୁକ୍ତ ପ୍ରଶ୍ନ
Read More...

ପୂର୍ବତଟ ରେଳପଥ ସଙ୍କୁଚିତ, ରାୟଗଡା ନୂଆ ଡିଭିଜନ

ଭୁବନେଶ୍ବର: ପୂର୍ବତଟ େରଳପଥ ବିଭାଜନ େହବ। ଏହି େଜାନ ଅନ୍ତର୍ଗତ ଵାଲଟିୟର ଡିଭିଜନକୁ ଭାଙ୍ଗି େଦବାକୁ େକନ୍ଦ୍ର ସରକାର ନିଷ୍ପତ୍ତି େନଇଛନ୍ତି। ଏହା ଅନ୍ତର୍ଗତ କିଛି ଅଞ୍ଚଳକୁ େନଇ ବିଜୟଵାଡା ଡିଭିଜନ ଗଠନ କରାଯିବ। ଏହି ଅଞ୍ଚଳଟି ନୂଆକରି େହବାକୁ ଥିବା ଦକ୍ଷିଣ ତଟ େଜାନ ଅଧୀନରେ ରହିବ।
Read More...

ପୁଲଵାମା ଆକ୍ରମଣର କାରଣ ପ୍ରତିଶୋଧ

ନୂଆଦିଲ୍ଲୀ: ପୁଲଵାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ହାତ ଥିବା ନେଇ ଭାରତ ହାତରେ ବଡ଼ ପ୍ରମାଣ ଲାଗିଛି । ଆତଙ୍କବାଦୀମାନେ ବ୍ୟବହାର କରିଥିବା ଆରଡିଏµ ପାକିସ୍ତାନରୁ ହିଁ ଆସିଥିଲା । କେବଳ ସେତିକି ନୁହେଁ,ଏହି ଘଟଣାରେ ଆଦିଲ୍‍ ସହିତ ଆଉ ପାଞ୍ଚ ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ
Read More...

ରାତିଅଧିଆ ମନେଇ ଦେଲେ, ବିଜେଡି ଫେଲ୍‍

ଭୁବନେଶ୍ୱର: କଂଗ୍ରେସ ଛାଡି ଶଙ୍ଖ ଫୁଙ୍କିଥିଲେ ଦୁଇଥରିଆ ବିଧାୟକ ନବ କିଶୋର ଦାସ । ସୁନ୍ଦରଗଡ ବିଧାୟକ ପଦ ଛାଡି ବିଜେଡିରେ ଯୋଗ ଦେଇଥିଲେ ଯୋଗେଶ ସିଂ । ଆହୁରି ଅନେକ କଂଗ୍ରେସ ନେତାଙ୍କ ନାମ ଶୁଣାଯାଉଥିଲା, ଯେଉଁମାନେ ବିଜେଡିକୁ ଆଖେଇଥିଲେ । ଏହାକୁ ନେଇ ବେଶ ହଲାପଟା ହେଉଥିଲେ କଂଗ୍ରେସ
Read More...

ଘର କିଣିବା ପାଇଁ ସମୟ ଆସିଗଲା

ନୂଆଦିଲ୍ଲୀ: ଜିଏସଟି ଲାଗୁ ପରେ ମହଙ୍ଗା େହାଇଯାଇଥିଲା ଘର। ଲକ୍ଷ ଲକ୍ଷ ଟଙ୍କା ତଣ୍ଡ ଗଣୁଥିଲେ େଲାକେ। ନିର୍ବାଚନରେ ପୂର୍ବରୁ ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ଜିଏସଟି ପରିଷଦ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନିର୍ମାଣାଧୀନ ଘର ଉପରେ ଜିଏସ୍‌ଟି ହାରକୁ ୧୨ ପ୍ରତିଶତରୁ ୫
Read More...

ଟଙ୍କା ଦେବାକୁ ଲଢେଇ

୨ ହଜାର ଲେଖାଏଁ ୯.୪୨ଲକ୍ଷଙ୍କୁ ଦେଲେ େମାଦୀନବୀନ କହିଲେ ଦ୍ବିତୀୟ କିସ୍ତି ଟଙ୍କା ଏପ୍ରିଲ ପହିଲାରେ ଭୁବନେଶ୍ବର: ଚାଷୀଙ୍କ ଚିନ୍ତା ଘାରିଛି ଉଭୟ େକନ୍ଦ୍ର ଓ ରାଜ୍ୟ ସରକାରଙ୍କୁ। ଆଜି େଗାଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ
Read More...

ଟିକେଟ୍‍ ଚର୍ଚ୍ଚାରେ ତିନି ମହିଳା

ଭୁବନେଶ୍ୱର: ରାଣୀ ସୁଜ୍ଞାନ କୁମାରୀ ଦେଓ ପାଞ୍ଚଦଶନ୍ଧିରୁ ଅଧିକ ଦିନ ପାଇଁ ଲୋକ ପ୍ରତିନିଧି ରହିଆସିଥିଲେ । ରାଣୀ ଏଥର ପ୍ରାର୍ଥୀ ହେବା ସମ୍ଭାବନୀ କ୍ଷୀଣ । ଚିକିଟିକୁ ପ୍ରତିନିଧିତ୍ୱ କରି ଆସୁଛନ୍ତି ରାଣୀ ଉଷା ଦେବୀ । ତାଙ୍କୁ ବିଜେଡି ଟିକେଟ୍‍ ଦେବା ସମ୍ଭାବନା ଅଧିକ । ସାନଖେମୁଣ୍ଡି
Read More...

ଆଶା ଦେଖାଇଲେ ଆଶା କୁମାରୀ

ଭୁବନେଶ୍ୱର: ବ୍ରହ୍ମପୁରରେ ବିଜେଡି ବିଧାୟକ ଟିକେଟ ବଦଳାଇବ । ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସ୍ଥାନରେ ବିକ୍ରମ ପଣ୍ଡା କିମ୍ୱା ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ । ହେଲେ ବିଜେପି କିନ୍ତୁ ଏଠାରେ ମହିଳା କାର୍ଡ ଖେଳି ସମବେଦନା ଗୋଟାଇବାକୁ ଚାଲ୍‍ ଚଳାଇଛି ।
Read More...

ଡରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରବିବାର ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪ ଦିନ ଧରି ଘଡଘଡି ସହିତ ବର୍ଷା ଲାଗିରହିବ । ଆଜି ସ୍ୱତନ୍ତ୍ର ରିଲିଫ୍‍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । ଦିନର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢିଯାଇପାରେ । ସବୁଠାରୁ ବଡ କଥା
Read More...