ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

କାହା ଆକାଉଣ୍ଟରୁ ଫେରିବ କାଳିଆ ଟଙ୍କା

ଭୁବନେଶ୍ୱର: ୫ଏକରରୁ ଅଧିକ ଚାଷ ଜମି ଥିଲେ କିମ୍ୱା ସରକାରୀ ଚାକିରିଆ । ଆୟକର ଦାତା ଅଥବା ହିତାଧିକାରୀଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଲେ, ସେମାନଙ୍କ ଆକାଉଣ୍ଟକୁ ଭୁଲ କ୍ରମେ ଯାଇଥିବା କାଳିଆ ଟଙ୍କା ଫେରାଇ ଅଣାଯିବ । ଆଜି କୃଷି ସଚିବ ସୌରଭ ଗର୍ଗ ସଚିବାଳୟରେ ଏହି ସୂଚନା ଦେଇଛନ୍ତି ।
Read More...

କୁଆଡେ ଗଲା କଂଗ୍ରେସର ଦମ୍ଭୋକ୍ତି

ମହାନଦୀ ଟ୍ରିବ୍ୟୁନାଲରେ ଭୀଷଣ ପ୍ରତିବାଦ ଜଣାଇଛନ୍ତି ଛତିଶଗଡ ସରକାର ଓଡ଼ିଶାକୁ ଦୋଷୀ ବୋଲି ସାବ୍ୟସ୍ତ କରିବା ସହ କ୍ଷତିପୂରଣ ମାଗିଛନ୍ତି ଭୁବନେଶ୍ୱର: ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିଲା, ଏବେ ମହାନଦୀ ମାମଲାରେ ଓଡ଼ିଶାକୁ ସହଯୋଗ ମିଳିବ । ଏମିତି ଭାଷଣବାଜି କରିଥିଲେ, ରାଜ୍ୟ କଂଗ୍ରେସ
Read More...

ମୟୂରଭଂଜକୁ ନବୀନ ପ୍ୟାକେଜ

ମିସନ ଶକ୍ତି ସମାବେଶରେ ମଞ୍ଚ ଉପରେ ମହିଳା ୧୫୦କୋଟି ଭେଟିଦେଲେ, ରିଂ ରୋଡ୍‍ ପ୍ରତିଶ୍ରୁତି ଛଉ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନ ପାଇଁ ଘୋଷଣା ଭୁବନେଶ୍ୱର: ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବାପାଇଁ ସହର ଚାରିପଟେ ରିଂ ରୋଡ ନିର୍ମାଣ କରାଯିବ । ବାରିପଦାରେ ଏକ ଛଉ ନୃତ୍ୟ ଗବେଷଣା
Read More...

ଆଗକୁ ଭାରତକୁ ବିପଦ

ଵାଶିଂଟନ: ଆସନ୍ତା ନିର୍ବାଚନ ସମୟରେ ଭାରତରେ ବଡ଼ ସାଂପ୍ରଦାୟିକ ହିଂସା ଓ ଆତଙ୍କବାଦୀ ଆକ୍ରମଣ ଘଟିପାରେ । ଆଫଗାନିସ୍ତାନ ମଧ୍ୟ ଏଥିରୁ ମୁକୁଳିପାରିବ ନାହିଁ । ଆମେରିକାର ଗୁଇନ୍ଦା ନିର୍ଦେଶକ ଡାନ୍‍ କୋଟ୍‍ସ ଓ ସିଆଇଏ ନିର୍ଦେଶକ ଜିନା ହାସ୍‍ପେଲ୍‍ ଏଭଳି ଚେତାବନୀ ଦେଇଛନ୍ତି । ଏକ
Read More...

ସୂଚନା କମିସନରେ କେବଳ ବାବୁ କାହିଁକି

ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠଙ୍କ ପ୍ରଶ୍ନ ନୂଆଦିଲ୍ଲୀ: ସୂଚନା କମିସନ ପଦରେ ମୁଖ୍ୟତଃ ଅମଲାମାନଙ୍କୁ ନିଯୁକ୍ତି ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି । ପ୍ରାୟ ସବୁ ରାଜ୍ୟ ସରକାର ଏହି ଦିଗରେ ଗତି କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ । ଓଡ଼ିଶାରେ ମଧ୍ୟ ଏ ନେଇ ବହୁ ପୂର୍ବରୁ
Read More...

ବରଖାସ୍ତ ହେଲେ ଚନ୍ଦା

ନୂଆଦିଲ୍ଲୀ: ଭିଡିଓକନ୍‍ ଋଣ ପ୍ରଦାନ ଘଟଣାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଚନ୍ଦା କୋଚର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି ଏନ୍‍ ଶ୍ରୀକୃଷ୍ଣଙ୍କ ରିପୋର୍ଟକୁ ଭିତ୍ତିକରିି ବ୍ୟାଙ୍କ
Read More...

ରାଜକୁମାରୀଙ୍କୁ ନେଇ ଚର୍ଚ୍ଚାରେ ରାଜବାଟୀ

ଭୁବନେଶ୍ୱର: ଏକଦା ବିବାଦ ଭିତରେ ଫସିଯାଇଥିବା ପାରଳା ରାଜବାଟୀ ପୁଣି ଚର୍ଚ୍ଚାକୁ ଆସିଛି । ଏଥର କିନ୍ତୁ ଅନ୍ୟ ଏକ ପ୍ରସଙ୍ଗ ନେଇ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣୀ ତଥା ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଲାଣି ।
Read More...

ଜଗି ପଣ୍ଡାଙ୍କ ପଛରେ ବିଜେପି କାହିଁକି

ସ୍ୱାଧିକାର କମିଟିରୁ ଇସ୍ତଫା ଦେଲେ କନକକମିଟି ଅଧ୍ୟକ୍ଷଙ୍କ ବିରୋଧରେ ବିଷ ଓଗାଳିଲେଧର୍ମେନ୍ଦ୍ର ବି ଏହି ଘଟଣାକୁ ନାପସନ୍ଦ କରିଥିଲେଭୁବନେଶ୍ୱର: ନୋଟିସ ହେଲା । ଓଟିଭି ଏମ୍‍ଡି ଜଗି ମଙ୍ଗତ ପଣ୍ଡା ହାଜର ବି ହେଲୋ । ଗଣମାଧ୍ୟମରେ ତାଙ୍କର ବୟାନ ରଖି ମହିଳା ଉଦ୍ୟୋଗୀଙ୍କୁ କିଭଳି ହରକତ
Read More...

କନ୍ୟା ପିତାଙ୍କ ଚିନ୍ତା ବଢିଲା

୬ବର୍ଷର ରେକର୍ଡ ଭାଙ୍ଗିଲା ସୁନାମାର୍ଚ୍ଚ ବେଳକୁ ୩୪ ହଜାର ଛୁଇଁପାରେନୂଆଦିଲ୍ଲୀ: ବାହାଘର ଋତୁ ପୂର୍ବରୁ ହଠାତ୍‍ ସୁନା ଗହଣା ବଜାରରେ ନିଆଁ ଲାଗିଛି । ସୁନା ଦର ଗତ ୬ବର୍ଷର ରେକର୍ଡ ଭାଙ୍ଗିଛି । ୧୦ ଗ୍ରାମ ସୁନା ମୂଲ୍ୟ ୩୩ ହଜାର ୬୫୦ ଟଙ୍କା ଛୁଇଁଲାଣି । ବ୍ୟବସାୟୀମାନେ ସଙ୍କେତ ଦେଇଛନ୍ତି
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ନିଦ ଭାଙ୍ଗିଲା

୩ ଥରରୁ ଅଧିକ ବିଶୃଙ୍ଖଳା କଲେ ମର୍ଯ୍ୟଦା ହରାଇବେ ସେବକ ଭୁବନେଶ୍ୱର: ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସଂସ୍କାର କରିବା ପୂର୍ବରୁ ରାଜ୍ୟ ସରକାର ବିଳମ୍ୱରେ ହେଲେ ବି ଆଜି ସଂସ୍କାରର ଛାଟ ମାରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା
Read More...