ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର
Browsing Tag

odisha politics

ଦିନଟିଏ ବି ରଖିପାରିଲେନି ପିପିଲି ନିର୍ବାଚନ କୋଳାହଳ!

ନେତା , ପ୍ରବକ୍ତାଙ୍କ ଯୁକ୍ତି ଦେଖି ଓଡ଼ିଶା ତାଜୁବ୍; ଧୀରେ ଧୀରେ ମରିଯାଉଛି ରାଜନୀତିର ସ୍ବରବିଫଳ ହେଲେ ବିରୋଧୀ, ଅଜବ କଥା ଗଣମାଧ୍ୟମରେ ଗପିଲେ, ପ୍ରସଙ୍ଗ ଶୂନ୍ୟ ଥିଲା କି ନିର୍ବାଚନ?ଶାସକ ଦଳ ବି ମନଇଚ୍ଛା ଗପିଲେ, ପିପିଲି ଗୁରୁତ୍ବକୁ ହାଲକା କରି ନିଜ ଦଳର ଶ୍ରେୟ ନାହିଁ ଜଣାଇଦେଲେ
Read More...

ପିପିଲି ଫଳ କାହା ପାଇଁ ବି ମିଠା ନୁହେଁ, କାହିଁକି?

ଭୁବନେଶ୍ବର: ରାତି ପାହିଲେ ପିପିଲି ରାୟର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ବିଜୁ ଜନତା ଦଳ ମୂଳରୁ ଯେଉଁ ଦାବି କରିଆସୁଥିଲା, ସେଥିରେ ବଳବତ୍ତର ରହିଛି। ସେମାନେ ୩୦ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଜିତାଇ ଆଣିବେ ବୋଲି ଏବେ ବି
Read More...

ପଡୁଛି ଭୋଟ; ନେତା ବାଛୁଛନ୍ତି ପିପିଲିବାସୀ

ଭୁବନେଶ୍ବର: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡ଼ରେ କିଏ ମାରିବ ବାଜି? କିଏ ପିନ୍ଧିବ ବିଜୟ ମୁକୁଟ ? କାହାର ହେବ ପିପିଲି? ବିଜେଡିର ରୁଦ୍ର ମହାରଥୀ, ବିଜେପିର ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶସନ ହରିଚନ୍ଦନ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର। ଆଜି ସକାଳ ୭ଟାରୁ ପିପିଲି
Read More...

ପିପିଲି କହୁଛି ଭିନ୍ନ କଥା…

ବିଜେପି ଶିବିରରେ ହୋଇପାରେ ବଡ ପରିବର୍ତ୍ତନ, ହଲଚଲ ହେଲେଣି ବିଜୟଦକ୍ଷ ପ୍ରାର୍ଥୀ ପାଇ ବି ୨୦୧୮ ବିଜେପୁର ଭଳି ବଡ ଲଢେଇ ଲଢିଲେନି ପଦ୍ମ ଦଳିଆଭୁବନେଶ୍ବର ଉପକଣ୍ଠରେ ବି ତାକତ ଦେଖାଇବାକୁ ସକ୍ଷମ ହୋଇପାରିନି କଂଗ୍ରେସଶେଷ ସ୍ପର୍ଶ ଦେଲେନି ବିଜେଡି ମୁଖିଆ ନବୀନ ପଟ୍ଟନାୟକ, ନେତା ଧରିଲେ
Read More...

ନବୀନ-ମୋଦୀ ବୌଦ୍ଧିକ ଲଢେଇ ପୁଣି ଜମିଲାଣି

‘ଆୟୁଷ୍ମାନ’ ଓଡ଼ିଶାରେ ଆରମ୍ଭ ହୋଇପାରିଲା ନାହିଁ; ଏବେ ଡିଜିଟାଲ ହେଲ୍‌ଥ ମିସନର ଭାଗ୍ୟ କଣ ହେବ?ଭୁବନେଶ୍ୱର: କଥା କଥାରେ ନାଲିଆଖି ଦେଖାଉଥିଲେ କେନ୍ଦ୍ର ସରକାର। ଛୋଟ ଛୋଟ କଥାରେ ରାଜ୍ୟ ବିଜେପି ନେତା ବହେ ବର୍ଷିଯାଉଥିଲେ ରାଜ୍ୟ ସରକାରଙ୍କ ଉପରେ, ବିଜେଡି ଉପରେ ବି। ପରିସ୍ଥିତିରେ ପଡି
Read More...

ମୁଖ୍ୟମନ୍ତ୍ରୀଙ୍କ କଥା ବି ଶୁଣୁନାହାନ୍ତି ମନ୍ତ୍ରୀ!

ଭୁବନେଶ୍ବର: କରୋନା ପ୍ରଭାବ ଆଉ ସେମିତି ନାହିଁ, ଡରେଇବା ଭଳି। ଏବେ ସବୁକିଛି ସ୍ବାଭାବିକ ଆଡକୁ ଯାଉଛି। କଟକଣା ଧୀରେ ଧୀରେ କୋହଳ ହୋଇଗଲାଣି। ଦୋକାନ, ବଜାର ଖୋଲୁଛି, ସଭା ସମିତି ବି କଟକଣା ଭିତରେ ହେଲାଣି। କିନ୍ତୁ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ପାଇଁ ଏସବୁର କିଛି ପ୍ରଭାବ
Read More...

ପୁଣି ଖେଳ ଆରମ୍ଭ କରିଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ତିନିଟି ଜିଲ୍ଲା ଗସ୍ତ କରିଛନ୍ତି। ପ୍ରଥମେ ମାଲକାନଗିରି, ଏହା ପରେ ସୁନ୍ଦରଗଡ ଏବଂ ବୁଧବାର ବଲାଙ୍ଗୀର। ଏହି ଗସ୍ତ କାଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନସ୍ଥ ସ୍ମାର୍ଟ ହେଲ୍‌ଥ କାର୍ଡ ନିଜେ ମୁଖ୍ୟମନ୍ତ୍ରୀ
Read More...

ଧର୍ମେନ୍ଦ୍ରଙ୍କୁ ନେଇ ଗୋଟିଏ ନିଷ୍ପତ୍ତିରୁ ବାହାରୁଛି ଅନେକ ସମୀକରଣ, କଣ ଜାଣନ୍ତୁ?

ଭୁବନେଶ୍ବର: ଆସନ୍ତାବର୍ଷ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ନିର୍ବାଚନରେ ଓଡ଼ିଶା ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଘଟଣା ଗଣମାଧ୍ୟମରେ ଆସିବା ପରେ ଓଡ଼ିଶା ରାଜନୀତିରେ ଘମାଘୋଟ ଚର୍ଚ୍ଚା ଆରମ୍ଭ ହୋଇଛି।
Read More...

ସଚିନ ବାର୍ତ୍ତାଦେଲେ; ଓଡ଼ିଶାରେ ପହଞ୍ଚିଲା କି ନାହିଁ?

ଭୁବନେଶ୍ବର: ସେପ୍ଟେମ୍ବର ୭ ତାରିଖ ଥିଲା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସମେତ ରାଜ୍ୟ ଏବଂ କେନ୍ଦ୍ରୀୟ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଏକ ସ୍ବାଭାବିକ ଘଟଣା। କିନ୍ତୁ ଯେଉଁ ଚିତ୍ରଟି ଯେ କୌଣସି
Read More...

ଧର୍ମେନ୍ଦ୍ର ନିରବ! ରାଜ୍ୟ ବିଜେପିରେ କିଛି ଗୋଟାଏ ହେବାକୁ ଯାଉଛି!!

ଭୁବନେଶ୍ବର: କିଏ ରାଜ୍ୟ ବିଜେପି ମଙ୍ଗ ସମ୍ଭାଳିବ? କାହା ମାର୍ଗ ଦର୍ଶନରେ ପଞ୍ଚାୟତ ନିର୍ବାଚନ ସାମ୍ନା କରିବ ଦଳ? କିଏ ନେତାଙ୍କୁ ଆବଶ୍ୟକ ଅର୍ଥ ଓ ସହଯୋଗ ପ୍ରଦାନ କରିବ? ଏମିତି ଅନେକ ପ୍ରଶ୍ନକୁ ନେଇ ରାଜ୍ୟ ବିଜେପି ନେତାମାନଙ୍କ ମନରେ ଅଶାନ୍ତି ବଢିବାରେ ଲାଗିଲାଣି। ନିକଟରେ
Read More...