ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ନରେନ୍ଦ୍ର ଗିରି ମୃତ୍ୟୁ: ସିବିଆଇ ଚାର୍ଜସିଟରେ ସତ!

ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଆଚାର୍ଯ୍ୟ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜିସିଟରେ ଏକ ବଡ଼ ଖୁଲାସା ହୋଇଛି । ନରେନ୍ଦ୍ର ଗିରିଙ୍କୁ ହତ୍ୟା କରାଯାଇନି, ବଂର ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ବୋଲି ସିବିଆଇ ଚାର୍ଜସିଟରେ ଉଲ୍ଲେଖ ରହିଛ । …
Read More...

ପରେଡ ବେଳେ ମାଡିଗଲା କାର

ଖ୍ରୀଷ୍ଟମାସ ପରେଡ ଭିତରେ ମାଡିଗଲା କାର । ଆମେରିକା ୱିସକୋସିନରେ ଏଭଳି ଅଘଟଣ ଘଟିଛି । କାର ମାଡି ଯିବାରୁ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକ ଛୋଟଛୁଆ ମଧ୍ୟ ଅଛନ୍ତି । ତେବେ ଆଶ୍ୱସ୍ତିକର କଥା ହେଉଛି, କାହାର ମୃତାହତ ର ଖବର ଆସିନାହିଁ । ସମସ୍ତ ଆହତଙ୍କୁ…
Read More...

ବିଷ ବଳୟରୁ କେବେ ମୁକୁଳିବ ଦିଲ୍ଲୀ? ଆଜି ବୈଠକ

ନୂଆଦିଲ୍ଲୀ: ଗୋଟେ ପଟେ ଦିଲ୍ଲୀରେ ପାରଦ ଖସିବାରେ ଲାଗିଛି। ଅନ୍ୟ ପଟେ ପ୍ରଦୂଷଣ ପାଇଁ ବାୟୂର ଗୁଣବତ୍ତା ବହୁତ ଖରାପ ସ୍ତରରେ ରହିଛି। ଏଭଳି ସ୍ଥିତିରେ ପ୍ରଦୂଷଣର ମୁକାବିଲା କରିବାକୁ ଦିଲ୍ଲୀ ସରକାର ବହୁତ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏଯାଏ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଦିଲ୍ଲୀରେ…
Read More...

ନୂଆବର୍ଷରେ ୪ ଫିଲ୍ମ ମଧ୍ୟରେ ହେବ ଟକ୍କର

ମୁମ୍ବାଇ: ନୂଆବର୍ଷରେ ୪ ବଡ ବଲିଉଡ ଫିଲ୍ମର ହେବ କଡା ଟକ୍କର। ବଲିଉଡର ମୋଷ୍ଟ ପରଫେକସିନିଷ୍ଟ ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଢା’ର ରିଲିଜକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ହେଲେ ଦର୍ଶକଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି। କାରଣ ଫିଲ୍ମର ରିଲିଜ ତାରିଖ ଏବେ…
Read More...

ପଠାନ୍‌କୋଟରେ ଗ୍ରେନେଡ୍ ବିସ୍ଫୋରଣ

ନୂଆଦିଲ୍ଲୀ: ପଞ୍ଜାବର ପଠାନ୍‌କୋଟ୍ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ୍ ବିସ୍ଫୋରଣ। ଆର୍ମି କ୍ୟାମ୍ପ ଗେଟ ଉପରେ ଗ୍ରେନେଡ୍‌ରେ ଆକ୍ରମଣ କରାଯାଇଛି। କ୍ୟାମ୍ପର ତ୍ରିବେଣୀ ଗେଟ ଉପରେ ଗ୍ରେନେଡ୍ ଫିଙ୍ଗିକି ବିସ୍ଫୋରଣ କରାଯାଇଛି। ତେବେ ବାଇକରେ ଆସି ଗ୍ରେନେଡ୍ ମାଡ଼ କରିଥିବା ସୂଚନା ରହିଛି।…
Read More...

ମନ୍ତ୍ରିମଣ୍ଡଳ ପୁର୍ନଗଠନ ହେଲା, ତଥାପି ସରିନି କନ୍ଦଳ!

ଜୟପୁର: ରାଜସ୍ଥାନରେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ପରେ ଆଶା କରାଯାଉଥିଲା କନ୍ଦଳ ବି ପରିସମାପ୍ତି ଘଟିଲା। ଦଳର ଯୁବ ଚେହେରା ସଚିନ୍ ପାଇଲଟ୍ ବି ଅନୁରୂପ ମନ୍ତବ୍ୟ ଦେଇଥିଲେ। ହେଲେ ଏବେ ଜଣାପଡ଼ିଲାଣି ଯେ କଂଗ୍ରେସ ଦଳ ମଧ୍ୟରେ କନ୍ଦଳ ସମାପ୍ତ ହୋଇଥିବା ନଜର ଆସୁନାହିଁ। ଶପଥ ଗ୍ରହଣ ଉତ୍ସବର କିଛି…
Read More...

କଂଗ୍ରେସକୁ ହାଲୁକା ଭାବେ ନେଲେ ବିପଦ

୧୯୯୮ରେ ଏହାଠାରୁ ଆହୁରି ସଙ୍ଗିନ୍ ସ୍ଥିତିରେ ଥିଲା ଦଳ୨୦୦୪ରେ ଦେଶରେ କ୍ଷମତାକୁ ଆସିଲା, ଦଶବର୍ଷ ଶାସନ କଲାଓଡ଼ିଶାରେ ବିଜେପି ଅପେକ୍ଷା ଆଜି ବି ଅଧିକ ସକ୍ରିୟ ହାତର ନେତାବିଜେପି ହଲ୍ଲାବୋଲ୍ କରୁଛି, କଂଗ୍ରେସ କରୁଛି ଶାଣିତ ଆକ୍ରମଣମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗକୁ ପୁଣି ତାଜା କରିଦେଲା…
Read More...

ନୂଆ ଭାରତ ତିଆରି କରିବା ବାଟରେ; ନା ଆଉ କିଛି

ଲକ୍ଷ୍ନୌ: ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନ ଏବେ ବିଜେପି ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କଲାଣି। ଏଥିଲାଗି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଆଜି ଉଭୟଙ୍କର…
Read More...

‘ରାହୁଲ-ରୋହିତ୍’ ସଫଳ; ୩-୦ରେ ସିରିଜ୍ ଜିତିଲା ଭାରତ

କୋଲକାତା: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ଶେଷ ହୋଇଛି। ଏଥିରେ ନ୍ୟୁଜିଲ୍ୟାଣ୍ଡକୁ ୭୩ ରନରେ ପରାସ୍ତ କରି ଭାରତ କୋଲକାତାର ଇଡେନ ଗାର୍ଡେନ୍ସରେ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ ଜିତିଛି। ବ୍ୟାଟିଂ କରିବାକୁ ଚୟନ କରିବା ପରେ କ୍ୟାପଟେନ୍ ରୋହିତ…
Read More...

ନୂଆ ଦାବି ରଖି ଚିନ୍ତା ବଢ଼ାଇଲେ ଚାଷୀ

ନୂଆଦିଲ୍ଲୀ: “ତୁମେ ଆମକୁ ଘରକୁ ଫେରିବା ପାଇଁ ଆମକୁ ନିବେଦନ କରିଛ। ଆମେ ବି ବିଚାରାଧୀନ ସମସ୍ୟାର ସମାଧାନ ପରେ ନିଜ ପରିବାରରେ ଯୋଗଦେବାକୁ ଚାହୁଁଛୁ। ଯଦି ଆପଣ ମଧ୍ୟ ସମାନ ଚାହାଁନ୍ତି, ତେବେ ସରକାର ତୁରନ୍ତ ୬ଟି ପ୍ରସଙ୍ଗରେ ସଂଯୁକ୍ତ କିଷାନ ମୋର୍ଚ୍ଚା ସହିତ ଆଲୋଚନା ଆରମ୍ଭ କରିବା…
Read More...