ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ବଦଳିଲା ମନ୍ତ୍ରିମଣ୍ଡଳ ଚେହେରା, ପାଇଲଟ୍ ଖୁସ୍

ଜୟପୁର: ୧୫ଜଣ ମନ୍ତ୍ରୀଙ୍କୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ସରକାରଙ୍କ ନୂଆ କ୍ୟାବିନେଟ୍ ଆଜି ଆତ୍ମପ୍ରକାଶ କରିଛି। ରାଜ୍ୟପାଳ କାଲରାଜ ମିଶ୍ର ସନ୍ଧ୍ୟାରେ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିରେ ସଚିନ୍ ପାଇଲଟଙ୍କର ପାଞ୍ଚ ଜଣ ଘନିଷ୍ଠ ସ୍ଥାନ ପାଇଥିବା…
Read More...

ରାସ୍ତା ଉପରେ ଉଡିଲା ପୁଳାପୁଳା ଟଙ୍କା

ବିଚ୍ ରାସ୍ତାରେ ଉଡିଲା ପୁଳା ପୁଳା ଟଙ୍କା। ଏତେ ପରିମାଣର ଟଙ୍କା ରାସ୍ତା ଉପରେ ଉଡୁଥିବାର ଦେଖି ଲୋକମାନେ ଗାଡି ଅଟକାଇ ଟଙ୍କା ଗୋଟାଇବାକୁ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କଥାଟି ଅଜବ ଲାଗୁଥିଲେ ବି ସତ। ଆମେରିକାର ଦକ୍ଷିଣ…
Read More...

ପୋଷ୍ଟମର୍ଟମ ଘରୁ ଫେରିଲା ଜୀବନ

ଡାକ୍ତର ମୃତ ଘୋଷଣା କରିବାର ୭ ଘଣ୍ଟା ବିତିଯାଇଥିଲା । ଘରେ କାନ୍ଦବୋବାଳି ପଡିଥିଲା । ମୃତ ଘୋଷଣା ପରେ ମୃତଦେହକୁ ନେଇ ହସ୍ପିଟାଲର ଶବ ଗୃହରେ ରଖାଯାଇଥିଲା । କିନ୍ତୁ ଶବ ବ୍ୟବଚ୍ଛେଦ ହେବା ଆଗରୁ ହଠାତ ଫେରିଲା ଜୀବନ । ଏ ଘଟଣା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିଭଳି ଜଣେ ମୃତ ଘୋଷଣା…
Read More...

କେନ୍ଦ୍ର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ଆନ୍ଦୋଳନ ଚେତାବନୀ ଦେଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏବଂ ଛାତ୍ର ବିଜେଡି ସଭାପତି ଦେବୀରଂଜନ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି କହିଛି,…
Read More...

ମନ୍ତ୍ରିମଣ୍ଡଳ ପୂର୍ବରୁ ପାଇଲଟଙ୍କ ବଡ ବୟାନ

ଜୟପୁର: ରାଜସ୍ଥାନ ମନ୍ତ୍ରିମଣ୍ଡଳ ପୁର୍ନଗଠନ ପୂର୍ବରୁ କଂଗ୍ରେସ ନେତା ସଚିବ ପାଇଲଟଙ୍କର ଏବ ବଡ ମନ୍ତବ୍ୟ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବାର ବର୍ଷକ ପରେ ଆଜି ସକାଳେ ସେ କହିଛନ୍ତି ଯେ ଆମେ କୌଣସି ନୀତି ଉପରେ ମନ୍ତବ୍ୟ ଦେଉଛୁ।…
Read More...

ପୁଣି ଖେଳ ଆରମ୍ଭ କଲେ ମମତା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ସହିତ ଜାତୀୟ ରାଜନୀତି ଧୀରେ ଧୀରେ ଉଷ୍ଣ ହେବା ଆରମ୍ଭ କଲାଣି। ଏହି ଆଲୋଚନାକୁ ଅଧିକ ଖୋରାକ ଯୋଗାଇଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନୂଆଦିଲ୍ଲୀ ଗସ୍ତ। ମମତା ନଭେମ୍ବର ୨୨ ଅର୍ଥାତ୍ ଆସନ୍ତାକାଲି ଠାରୁ ୨୫ ତାରିଖ…
Read More...

କୁମ୍ଭରାଶିକୁ ବୃହସ୍ପତି ଚଳନ; କାହା ପାଇଁ କେତେ ଲାଭ, କେତେ କ୍ଷତି

ଭୁବନେଶ୍ବର: ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ତା୨୦-୧୧-୨୦୨୧ ଶନିବାର ରାତ୍ରି ଘ୧୧:୩୦:୨୮ରେ ମକରରାଶିରୁ ଧନିଷ୍ଠା ନକ୍ଷତ୍ର କୁମ୍ଭରାଶିକୁ ଗମନ କରିଛନ୍ତି। ବୃହସ୍ପତି ଗୋଟିଏ ରାଶିରେ ହାରାହାରି ୧୩ ମାସ ଅବସ୍ଥାନ କରିଥାନ୍ତି। ସ୍ବାଭାବିକ, ବକ୍ର ଓ ଅତିଚାର ଆଦି…
Read More...

ଆନ୍ଧ୍ରରେ ଭୀଷଣ ବନ୍ୟା; ୨୫ ମୃତ, ବହୁ ନିଖୋଜ

ହାଇଦ୍ରାବାଦ: ଆନ୍ଧ୍ରରେ ବନ୍ୟା ସ୍ଥିତି ଉଦବେଗଜନକ। ବର୍ଷା ଓ ବନ୍ୟାରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଏବେ ବି ନିଖୋଜ ଅଛନ୍ତି। ୧୭ଟି ଏନଡିଆରଏଫ ଓ ଏସଡିଆରଏଫ ରୟାଲସିମା ଅଂଚଳର ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ତଥା ଦକ୍ଷିଣ ଉପକୂଳ ଆନ୍ଧ୍ରର ଏସପିଏସ ନେଲୋରରେ ଉଦ୍ଧାର ଓ…
Read More...

ଆଜି ସନ୍ଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳ!

ଜୟପୁର: ରାଜସ୍ଥାନ ରାଜନୀତିରେ ହଲଚଲ। ଆଜି ସନ୍ଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳ ତାଲିକା ଘୋଷଣା ହେବ। ତୁରନ୍ତ ଶପଥ ନେଇପାରନ୍ତି ନୂଆ ମନ୍ତ୍ରୀ।ସୂଚନା ଅନୁସାରେ, ନୂଆ ମନ୍ତ୍ରିମଣ୍ଡଳରେ ୧୧ କ୍ୟାବିନେଟ ଓ ୪ ରାଜ୍ୟ ଶପଥ ନେଇପାରନ୍ତି। ଆଜି ଅପରାହ୍ନରେ କଂଗ୍ରେସ କାର୍ଯ୍ୟାଳୟରେ ଦଳର…
Read More...

ନୌସେନାର ତାକତ ବଢିଲା

ନୂଆଦିଲ୍ଲୀ: ସମୁଦ୍ର ମଧ୍ୟରୁ ଶତ୍ରୁକୁ ଦିଆଯିବ କଡା ଜବାବ। ସମୂଦ୍ରକୁ ଓହ୍ଲାଇବ ନୂଆ ରକ୍ଷକ। ବ୍ରହ୍ମାସ୍ତ୍ର ଓ ବାରାକ ପରି ମାରାତ୍ମକ କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇଥିବା ‘ଆଇଏନଏସ ବିଶାଖାପଟନମ୍‌’ ନୌସେନା ଦିବସ ପୂର୍ବରୁ ଆଜି ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି। ପ୍ରତିରକ୍ଷା…
Read More...