ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଟ୍ରୋଲ ପରେ ସାମିଙ୍କ ସପକ୍ଷରେ ଭାରତ

ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବିଶ୍ୱକପ ଇତହାସରେ ପ୍ରଥମ ଥର ପାଇଁ ଭାରତ ପଡୋଶୀ ଦେଶଠୁ ହାରିବା ପରେ ପେସ ବୋଲର ମହମ୍ମଦ ସାମିଙ୍କୁ ଟ୍ରୋଲ ହେବାକୁ ପଡିଛି । ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ…
Read More...

ଉପନିର୍ବାଚନ ପରେ ବିହାରରେ ବଦଳିବ କି ସରକାର!

ବିହାରରେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପାଟନାକୁ ଫେରିବା ପରେ ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ପ୍ରସ୍ତୁତି ହେଉଛନ୍ତି । ଦୀର୍ଘ ଦିନ ପରେ ଲାଲୁ ଯାଦବ ପ୍ରଚାର ମୈଦାନକୁ ଓହ୍ଲାଇବେ । ତେବେ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଏହି ଆସନରେ ବାଜିମାତ କରିବା ପରେ ସେ…
Read More...

ବଲିଉଡକୁ ବିପଦ ସମୀର ୱାଙ୍ଖଡେ!

ବଲିଉଡ଼ ଇଣ୍ଡଷ୍ଟ୍ରିରେ ବତ୍ତର୍ମାନ ସମୟରେ ଯଦି କେଉଁ ନାଁ ଶୁଣିଲେ ଷ୍ଟାର ମାନଙ୍କ ଭିତରେ ଭୟ ଘାରୁଛଶ ସେ ହେଲେ ସମୀର ୱାଙ୍ଖଡେ । ସମୀର ୱାଙ୍ଖଡେ ତାଙ୍କ କଠିନ ମନୋଭାବ ପାଇଁ ବେଶ ଚର୍ଚ୍ଚାରେ । କିନ୍ତୁ କିଛି ଦିନ ହେଲା ସେ ବଲିଉଡ ଷ୍ଟାରଙ୍କ ପାଇଁ ବିପଦ ସାଜିଛନ୍ତି । ସେ ଭିନ୍ନ ଭିନ୍ନ…
Read More...

ମଞ୍ଚ ଉପରେ କହୁ କହୁ ଟଳିପଡିଲେ ନେତା

ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ, କେତେବେଳେ,କେମିତି ଓ କେଉଁ ସମୟରେ ଆସିବ ତାହା କହିହେବନି । ରାଜସ୍ଥାନରେ ଜଣେ ଯୁବ କଂଗ୍ରେସ ନେତାଙ୍କ ଆକସ୍ମିକ ମୃତ୍ୟୁକୁ କେହି ବି ବିଶ୍ୱାସ କରିପାରୁନାହାଁନ୍ତି । ସଭା ଚାଲିଥିଲା । ଲୋକଙ୍କୁ ମାଇକ ଦ୍ୱାରା ।ଷଣ ଦେଉଥିଲେ । ହେଲେ ହଠାତ ମ ଉପରେ ଭାଷଣ…
Read More...

୨୪ ବର୍ଷରେ ୨୧ ପିଲାର ମାଆ..

ବୟସ ମାତ୍ର ୨୪ । ହେଲେ ୨୪ ବର୍ଷରେ ହୋଇପାରିଛନ୍ତି ୨୧ ପିଲାର ମାଆ । ଆପଣଙ୍କୁ କଥାଟା ଣୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ଏଭଳି ଘଟଣା ଆସିଛି ଋଷ ଜର୍ଜିଆରୁ । ଜର୍ଜିଆରେ ୨୪ ବର୍ଷର ଜଣେ ଯୁବତୀ ୨୧ଟି ପିଲାର ମାଆ । ଆଉ ୨୧ ପିଲାର ଯତ୍ନ ନେବାକୁ ସେ ୧୬ ଜଣ ମହିଳାଙ୍କୁ ଘରେ ରଖିଛନ୍ତି ।…
Read More...

୧୦ ଗ୍ରାମକୁ ୮୦ ହଜାର ଟପିପାରେ ସୁନା!

ଯଦି ଆପଣ ଧନତରାସ ଅବସରରେ ସୁନା କିଣିବାକୁ ଚିନ୍ତା କରୁଛନ୍ତି,ତେବେ ପୁଞ୍ଜି ବିନିଯୋଗ ଦୃଷ୍ଟିରୁ ଏହା ଆପଣଙ୍କ ପାଇଁ ବଡ଼ କ୍ରୟ ବୋଲି ପ୍ରମାଣିତ ହୋଇପାରେ । ଯଦି ଆପଣଙ୍କ ପାଖେ ସୁନା ଅଛି ତେବେ ଖୁସି ହୋଇଯାଆନ୍ତୁ,କାରଣ ସୁନା ମୂଲ୍ୟରେ ବଡ଼ ବୃଦ୍ଧି ହେବାର ପୂର୍ବାନୁମାନ କରାଯାଉଛି । ଅଶୋଧିତ…
Read More...

ରିୟଲିଟି ସୋରେ ‘ରସଗୋଲା କାହାର’?

ରସଗୋଲ କାହାର ? ଓଡିଶା ନା ବଙ୍ଗଳାର ଏହାକୁ ନେଇ ବିବାଦ ଲାଗି ରହିଛି । ତେବେ ରିୟଲିଟି ସୋରେ ରସଗୋଲ କାହାର ନେଇ ବି ପ୍ରଶ୍ନ ପଚରାଯାଇଛି ? ଯାହାର ଜବାବ ରଖି ଏବେ ଚର୍ଚ୍ଚାରେ କଟକ ଝିଅ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସାରେଗାମାପା ଅଡିସନ…
Read More...

ସିଆରପିଏଫ କ୍ୟାମ୍ପରେ ରାତି କାଟିଲେ ଶାହା

ସିଆରପିଏଫ କ୍ୟାମ୍ପରେ ରାତି କାଟିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଶାହା ତିନିଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିବା ବେଳେ ପୁଲୱାମା ଲେଥପୁରା ରିଜର୍ଭ ପୁଲିସ କ୍ୟାମ୍ପରେ ସୋମବାର ରାତି ବିତାଇଛନ୍ତି । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ୨୦୧୯ରେ ପାକିସ୍ତାନ ପ୍ରାୟୋଜିତ…
Read More...

ଜେଲରୁ ମୁକୁଳିବେ କି ଆର୍ୟନ ?

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ଥିବା ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିବ କି ଜାମିନ? ଆଜି ବମ୍ବେ ହାଇକୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଅଛି । ଆର୍ୟନଙ୍କ ଦୁଇ ସାଙ୍ଗ ମୁନମୁନ ଧାମେଚା ଓ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଆଜି…
Read More...

ଆସିଗଲା ନୂଆ ଭ୍ୟାରିଆଣ୍ଟ,ସତର୍କ ରୁହ..

ଭାରତରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ଘାରିଛି ଭୟ । ଭାରତରେ ଚିହ୍ନଟ ହୋଇଛି ବ୍ରିଟେନର ଆତଙ୍କ ସୃଷ୍ଟି କରିଥିବା ଭୂତାଣୁ । ବ୍ରିଟେନ ଓ ୟୁରୋପର ଅନେକ ଦେଶରେ ହଇଚଇ ସୃଷ୍ଟି କରୁଥିବା ନୂଆ ପ୍ରକାର ଡେଲଟା ପ୍ଲସ ଏୱାଇ ୪ ପଏଣ୍ଟ ୨ ଏବେ ଭାରତରେ ମିଳିଛି । ସିଏସଆଇଆର…
Read More...