Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Browsing Category
ରାଜ୍ୟ ଖବର
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ଭୁବନେଶ୍ବର: ଏବେ ଭିସା ସେବା ପାଇଁ ଓଡ଼ିଶାବାସୀଙ୍କୁ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଯିବାକୁ ପଡିବ ନାହିଁ। ଭୁବନେଶ୍ୱରରେ ଏହି ସୁବିଧା ଆରମ୍ଭ ହେବାରୁ ବିଦେଶ ଯିବାକୁ ଇଚ୍ଛୁକ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।
ବରମୁଣ୍ଡା ଅଞ୍ଚଳର ବିଏସଏବିଟି!-->!-->!-->…
Read More...
Read More...
ଗ୍ୟାସ ଅଭାବ ସତ୍ତ୍ୱେ ବନ୍ଦ ହେବନି ‘ଆହାର କେନ୍ଦ୍ର’
ଭୁବନେଶ୍ବର: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଦେଶରେ ରନ୍ଧନ ଗ୍ୟାସ ଅଭାବ ଗଭୀର ହେଉଥିବା ସହ ଦର ବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ରୋଷେଇ କରିବା ଦୁର୍ଲଭ ହୋଇପଡ଼ିଛି। ଏଭଳି ସମୟରେ ଗରିବ ଓ ନିରାଶ୍ରୟ ଲୋକଙ୍କ ପାଇଁ ଭରସା ହୋଇଥିବା ଆହାର ଯୋଜନା କେନ୍ଦ୍ରଗୁଡ଼ିକ ବନ୍ଦ ହେବା ନେଇ!-->…
Read More...
Read More...
ନୟାଗଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
୫ ମୃତ, ଆହତଙ୍କ ପାଇଁ ସହାୟତା ଘୋଷଣା
ନୟାଗଡ଼: ଦଶପଲ୍ଲା ତହସିଲ ଅନ୍ତର୍ଗତ କୁଟିବାରି ଘାଟି ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଶନିବାର ସକାଳେ ଟାକେରା ନିକଟ ହନୁମାନଘାଟି ବୁଲାଣି ରାସ୍ତାରେ ଏକ!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମାଝୀ
ଇନ୍ଧନ ଶୁଳ୍କରେ ୧୦ଟଙ୍କା କମିବାକୁ ସ୍ୱାଗତ ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଆବକାରୀ ଶୁଳ୍କ ୧୦ଟଙ୍କା ପ୍ରତି ଲିଟର କମିବାକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହା!-->…
Read More...
Read More...
ଅନୁଗୁଳରେ ଜିନ୍ଦଲ ଷ୍ଟିଲର ବାର୍ଷିକ ଉତ୍ପାଦନ କ୍ଷମତା ୧୨ ଏମଟିପିଏକୁ ବୃଦ୍ଧି
ସମ୍ପ୍ରସାରଣ ସହିତ ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲର ସମନ୍ୱିତ ଇସ୍ପାତ କାରଖାନା ଓଡ଼ିଶାର ସର୍ବବୃହତ ଏକକ ସ୍ଥାନ ଇସ୍ପାତ କାରଖାନାରେ ପରିଣତ ହୋଇଛି।
ନୂଆଦିଲ୍ଲୀ/ ଅନୁଗୁଳ, ୨୪/୦୩: ଜିନ୍ଦଲ ଷ୍ଟିଲ୍ ଓଡ଼ିଶାର ଅନୁଗୁଳ ସ୍ଥିତ ଇଣ୍ଟିଗ୍ରେଟେଡ୍ ଇସ୍ପାତ କମ୍ପ୍ଲେକ୍ସରେ ତୃତୀୟ ବେସିକ୍!-->!-->!-->…
Read More...
Read More...
ଆଉ ଖୋଲିବନି ନୂଆ ମଦ ଦୋକାନ : ଅବକାରୀ ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ନୂଆ ଅବକାରୀ ନୀତି ଘୋଷଣା, ଆଉ ଖୋଲିବ ନାହିଁ ନୂଆ ମଦ ଦୋକାନ। ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୯ ପାଇଁ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରାଯାଇଛି। ଏହି ନୂଆ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର!-->…
Read More...
Read More...
ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର
ଭୁବନେଶ୍ବର: ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର । ୨୦୨୬-୨୭ ଆଥିର୍କ ବର୍ଷରେ ବଢ଼ିବ ନାହିଁ ଦର । ପୂର୍ବବର୍ଷ ଭଳି ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ।!-->…
Read More...
Read More...
ଡିଜିଟାଲରେ ଅଭିଯୋଗ ଶୁଣିବେ ବିଧାୟକ
ଭୁବନେଶ୍ବର: ଡିଜିଟାଲରେ ଅଭିଯୋଗ ଶୁଣିବେ ବିଧାୟକ। ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଏହି ବ୍ୟବସ୍ଥା କରାଯିବ। ବିଭିନ୍ନ ଅଞ୍ଚଳରେ କରାଯିବ ଡିଜିଟାଲ୍ ବ୍ୟବସ୍ଥା। ସରକାର ଏ ସବୁକୁ ବିଚାର କରୁଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ।
!-->!-->!-->…
Read More...
Read More...
ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ: ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢୁଥିବାବେଳେ ମାର୍ଚ୍ଚ ମାସରୁ ଖରାର ପ୍ରକୋପ ଅସହ୍ୟ ହୋଇପଡିଛି। ବହୁ ସ୍ଥାନରେ ପାରଦ ୪୦ ଡିଗ୍ରୀ ନିକଟକୁ ପହଞ୍ଚୁଥିବାରୁ ଲୋକମାନେ ଅସୁବିଧା ଭୋଗୁଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସକାଳୁଆ ସ୍କୁଲ ଆରମ୍ଭ କରାଯାଇପାରେ ବୋଲି!-->…
Read More...
Read More...
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି
ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର। ରାଜ୍ୟର ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ କ୍ରମେ ହୀରା ଓ ମାଣିକ ଖଣିର ସନ୍ଧାନ ମିଳିଛି। ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଥିଲେ। ନୂଆପଡାର କାଲମିଦାଦର ଅଞ୍ଚଳରେ ହୀରା ପଥର ଥିବା ଚିହ୍ନଟ ହୋଇଥିବାବେଳେ!-->…
Read More...
Read More...