Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍ଏମ୍ଡିଆର୍ ବିଲ୍କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜାକେଟ୍
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା
Browsing Category
ରାଜ୍ୟ ଖବର
ମହାନଦୀ ଜଳ ବିବାଦ: ମେ ୨ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହୋଇଛି। ଓଡିଶା ପକ୍ଷରୁ ରାଜ୍ୟର ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମଜବୁତ ଭାବେ ମତ ପ୍ରକାଶ କରିଥିଲେ। ସେ ମହାନଦୀରେ ବାସ୍ତବରେ କେତେ ପରିମାଣର ଜଳ ସଂଗ୍ରହ ହେଉଛି, ସେସମ୍ପର୍କିତ ସଠିକ୍!-->…
Read More...
Read More...
୧୨ ଜିଲାରେ ସ୍କୁଲ ବନ୍ଦ
ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବହୁ ଜିଲାରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି। ତାତି ଆହୁରି ବଢ଼ିବା ଆଶଙ୍କା ଥିବାରୁ ଆଜିଠାରୁ ୧୨ଟି ଜିଲାରେ ସ୍କୁଲ ଛୁଟି କରାଯାଇଛି। ଅଧିକାଂଶ ଜିଲାରେ ୨୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା!-->…
Read More...
Read More...
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଭୁବନେଶ୍ବର: ସାରା ଓଡ଼ିଶାରେ ଏବେ ଅଗ୍ନିବର୍ଷୀ ତାତିର ଦାହ ଅନୁଭୂତ ହେଉଛି। ପ୍ରଭାତ ୯ଟା ପରେ ବାହାରୁ ଯିବା ଦୁର୍ହର ହୋଇପଡ଼ିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମଝିମଝିରେ ଝାଞ୍ଜିପବନ ଜନଜୀବନକୁ ଅଧିକ କଷ୍ଟକର କରୁଛି। ଏହି ତୀବ୍ର ଖରା!-->…
Read More...
Read More...
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି
ମହିଳା ସଂରକ୍ଷଣ ବିଲ୍ ସହିତ ଡିଲିମିଟେସନ ବିଲକୁ ଆଣିବା ଏକ ପ୍ରହସନ ଥିଲା
ମହିଳାଙ୍କୁ ସମ୍ବିଧାନିକ ପଦବୀରେ ସଂରକ୍ଷଣ ପ୍ରଦାନରେ କ୍ଷେତ୍ରରେ ବିଜେଡି ସର୍ବାଗ୍ରେ
ଡିଲିମିଟେସନରେ ଓଡ଼ିଶାର କ୍ଷତି ହେଉଥିବା ବେଳେ ରାଜ୍ୟ ସରକାର ଓ ବିଜେପି ଏମ୍ପିଙ୍କ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି!-->!-->!-->!-->!-->…
Read More...
Read More...
ଗ୍ରୀଷ୍ମ ପ୍ରବାହ ପାଇଁ ଆସିଲା ନୂଆ ଏସ୍ଓପି
ଭୁବନେଶ୍ଵର: ରାଜ୍ୟରେ ବଢ଼ୁଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ପାଇଁ ରାଜସ୍ୱ ବିଭାଗ ନୂଆ ଏସ୍ଓପି (SOP) ପ୍ରସ୍ତୁତ କରିଛି। ଅଧିକ ତାପମାତ୍ରା ଥିବା ଅଞ୍ଚଳଗୁଡ଼ିକରେ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ସହ ଲୋକମାନଙ୍କୁ ତାପ ରୁକ୍ଷା କରିବାକୁ ବିଶେଷ ପଦକ୍ଷେପ!-->…
Read More...
Read More...
ଜିଲ୍ଲାପାଳଙ୍କ ରିପୋର୍ଟ ପରେ ଘୋଷଣା ହେବ ଖରାଛୁଟି
ଭୁବନେଶ୍ୱର: ରାଜ୍ୟରେ ଦିନକୁଦିନ ଗରମ ବଢ଼ିବାରେ ଲାଗିଛି ଏବଂ ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିଅସ୍ ଛୁଇଁଯାଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ!-->…
Read More...
Read More...
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ମଧ୍ୟରେ ହର୍ମୁଜରେ ୩୬ ଦିନ ଧରି ଫସିଥିବା ଓଡ଼ିଆ ମେରାଇନ୍ ଅଫିସର ଅଶୋକ କୁମାର ଦୀକ୍ଷିତ ସୁରକ୍ଷିତ ଭାବେ ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ପହଞ୍ଚିବା ପରେ ପରିବାର ଓ ପ୍ରିୟଜନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଯୁଦ୍ଧ ଅବସ୍ଥାରେ ଏଲପିଜି!-->…
Read More...
Read More...
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ନ୍ୟୁଜ୍ ବ୍ୟୁରୋ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ଓଡିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ରାଉରକେଲାରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିବେ। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଦୌରା ହେବାରୁ ଏହାକୁ ନେଇ ସହରରେ ଉତ୍ସାହ!-->…
Read More...
Read More...
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ଭୁବନେଶ୍ଵର: ସସ୍ମିତ ପାତ୍ର ସିଜିମାଳି ଘଟଣାକୁ ଗୁରୁତ୍ୱ ଦେଇ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ସେ ଏନେଇ ଏକ ଚିଠି ଲେଖି ଆଦିବାସୀ ଭାଇଭଉଣୀଙ୍କ ଉପରେ ହୋଇଥିବା ଅତ୍ୟାଚାର ପ୍ରତି ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।
!-->!-->…
Read More...
Read More...
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
ନ୍ୟୁଜ୍ ବ୍ୟୁରୋ: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧିକୁ କେନ୍ଦ୍ର ସରକାର ଆହୁରି ବଢ଼ାଇଛନ୍ତି। ନୂତନ ନିଷ୍ପତ୍ତି ଅନୁସାରେ, ଟ୍ରିବ୍ୟୁନାଲର ମେୟାଦ ୨୦୨୭ ଜାନୁଆରୀ ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସମ୍ପର୍କରେ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ!-->…
Read More...
Read More...