Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍, କିନ୍ତୁ ଇଞ୍ଜିନ୍କୁ କ୍ଷତିର ପ୍ରମାଣ ନାହିଁ
Browsing Category
ବଡ ଖବର
ଦିନଟିଏ ବି ରଖିପାରିଲେନି ପିପିଲି ନିର୍ବାଚନ କୋଳାହଳ!
ନେତା , ପ୍ରବକ୍ତାଙ୍କ ଯୁକ୍ତି ଦେଖି ଓଡ଼ିଶା ତାଜୁବ୍; ଧୀରେ ଧୀରେ ମରିଯାଉଛି ରାଜନୀତିର ସ୍ବରବିଫଳ ହେଲେ ବିରୋଧୀ, ଅଜବ କଥା ଗଣମାଧ୍ୟମରେ ଗପିଲେ, ପ୍ରସଙ୍ଗ ଶୂନ୍ୟ ଥିଲା କି ନିର୍ବାଚନ?ଶାସକ ଦଳ ବି ମନଇଚ୍ଛା ଗପିଲେ, ପିପିଲି ଗୁରୁତ୍ବକୁ ହାଲକା କରି ନିଜ ଦଳର ଶ୍ରେୟ ନାହିଁ ଜଣାଇଦେଲେ
!-->!-->!-->…
Read More...
Read More...
ମୁର୍ଖ ସିଦ୍ଧେଶ୍ୱର ପରିଡାରୁ ଶାରଳା ଦାସ ଓ ମାଆ ଶାରଳା
ମାଆଙ୍କ ଷୋଳ ପୂଜାର ଆଜି ହେଉଛି ଷଷ୍ଠ ଦିବସ, ଧୀରେ ଧୀରେ ବଦଳୁଛି ଗାଁ, ସହରରପରିବେଶ
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ବାସିନୀ ମାଆ ଶାରଳାଙ୍କୁ ସରସ୍ୱତୀ ଭାବେ ଆଖ୍ୟାୟିତ କରାଯାଇଛି। ସତୀଙ୍କର ଜିହ୍ୱା ଏହି କ୍ଷେତ୍ରରେ ପଡିଥିବାରୁ ଶାରଳାଙ୍କୁ ସରସ୍ୱତୀ ବୋଲି କୁହାଯାଇଥାଏ।!-->!-->!-->…
Read More...
Read More...
କାହିଁକି ହାରିଲେ ବିଜେପିର ଆଶ୍ରିତ ପଟ୍ଟନାୟକ?
ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଜଣେ ଭଲ ନେତା, ସଂଗଠକ। ତାଙ୍କର ନିର୍ବାଚନମଣ୍ଡଳୀରେ ପତିଆରା ଅଛି, ପ୍ରତିଷ୍ଠା ବି। ତାଙ୍କର ପିପିଲିରେ ଗ୍ରହଣୀୟତା କିଛି କମ୍ ନାହିଁ। ଦଳମତ ନିର୍ବିଶେଷରେ ପୁରୀ ଜିଲ୍ଲାରେ ଯେଉଁ ‘ଭଲ’!-->…
Read More...
Read More...
ବାପାଙ୍କ ପରେ ପୁଅକୁ ଭରସା
ରୁଦ୍ର ମହାରଥୀ ପିପିଲି ବିଧାୟକ ଭାବେ ନିର୍ବାଚିତପୁଣି ପ୍ରମାଣିତ ହୋଇଗଲା ନବୀନ ଆଗରେଟକ୍କର ଦେଇପାରିଲାନି ବିଜେପି, ଆଶ୍ରିତ ହାରିଲେବିଜେଡି ଯେତିକି ଆଶା କରିଥିଲା, ସେତିକି ମିଳିଲାନିପୁରୀ ଜିଲ୍ଲା ଭୋଟ ବ୍ଯାଙ୍କକୁ ବିଗାଡିଛନ୍ତି ଅଫିସରବେଳହୁଁ ସାବଧାନ ନହେଲେ ଆଗକୁ ବିପଦ ହିଁ ବିପଦ
!-->!-->!-->…
Read More...
Read More...
କୋଣାର୍କ ନିର୍ମାଣ ପାଇଁ କିଏ ମାର୍ଗଦର୍ଶନ କରିଥିଲେ?
ଷୋଳ ପୂଜାର ଆଜି ପଞ୍ଚମ ଦିବସ; ସବୁ ଦେବୀ ପୀଠରେ ଉତ୍ସାହ, ଉଦ୍ଦୀପନା
ଭୁବନେଶ୍ୱର:ଦେବୀ ପୀଠ ମଧ୍ୟରେ ମାଆ ରାମଚଣ୍ଡୀଙ୍କ ପୀଠର ମହିମା କିଛି କମ୍ ନୁହେଁ । ଏଠାରେ ମଧ୍ୟ ଦୁର୍ଗାପୂଜା ବିଧି ମୁତାବକ ହୋଇଥାଏ । ଆସନ୍ତୁ ଜାଣିବା କିଏ ମାଆ ରାମଚଣ୍ଡୀ । ମାଆଙ୍କ ଆବିର୍ଭାବ କେବେ ହୋଇଥିଲା ଓ!-->!-->!-->…
Read More...
Read More...
ପିପିଲି ଫଳ କାହା ପାଇଁ ବି ମିଠା ନୁହେଁ, କାହିଁକି?
ଭୁବନେଶ୍ବର: ରାତି ପାହିଲେ ପିପିଲି ରାୟର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ବିଜୁ ଜନତା ଦଳ ମୂଳରୁ ଯେଉଁ ଦାବି କରିଆସୁଥିଲା, ସେଥିରେ ବଳବତ୍ତର ରହିଛି। ସେମାନେ ୩୦ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଜିତାଇ ଆଣିବେ ବୋଲି ଏବେ ବି!-->…
Read More...
Read More...
ମାଆ ବିରଜାଙ୍କୁ ନେଇ ରହିଛି ଏମିତି କିଛି କଥା…
ଷୋଳପୂଜାର ଆଜି ହେଉଛି ଚତୁର୍ଥ ଦିବସ, ସବୁ ଦେବୀ ପୀଠ ଚଳଚଞ୍ଚଳ
ଭୁବନେଶ୍ୱର: ଷୋଡଶ ଦିନାତ୍ମକ ଦୁର୍ଗାପୂଜାର ଆଜି ହେଉଛି ଚତୁର୍ଥ ଦିବସ। ପ୍ରମୁଖ ଦେବୀ ପୀଠ ଏବେ ଚଳଚଞ୍ଚଳ। ମନ୍ଦିର ପ୍ରଶାସନ ବ୍ରାହ୍ମଣଙ୍କୁ ବରଣ କରିବା ପରେ ସେମାନଙ୍କ ଦ୍ବାରା ପୂଜା ଜାରି ରରହିଛି। ପ୍ରତି ପୀଠରେ!-->!-->!-->…
Read More...
Read More...
ପୁରୀରେ ମାଆ ବିମଳାଙ୍କ ସଂପର୍କରେ କିଛି ଗୋପନ ତଥ୍ୟ
ଷୋଳ ପୂଜାର ତୃତୀୟ ଦିବସରେ ସବୁ ଦେବୀ ପୀଠ ଚଳଚଞ୍ଚଳ
ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଦେବୀ ପୀଠରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସପ୍ତମୀ ଯୁକ୍ତ ଅଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ସମେତ, ମାଆ ବିରଜା, ମଙ୍ଗଳା, ହିଙ୍ଗୁଳା, ମଣିନାଗ ଦୁର୍ଗା ଆଦି ପୀଠମାନଙ୍କରରେ ସହସ୍ର!-->!-->!-->…
Read More...
Read More...
ଜାଣନ୍ତୁ; କଟକ ଚଣ୍ଡୀଙ୍କୁ ନେଇ ଏମିତି କିଛି କଥା
ଷୋଳ ପୂଜାର ଆଜି ଦ୍ବିତୀୟ ଦିବସ, କମ୍ପୁଛି ଓଡ଼ିଶାର ସବୁ ଦେବୀ ପୀଠ
ଭୁବନେଶ୍ୱର: ଦେବୀ ପୂଜା ଓ କଟକ ସହର କାହିଁ କେଉଁ କାଳରୁ ସ୍ୱତନ୍ତ୍ର ପରିଚିତି ଲାଭ କରିଛି। ସେଠାରେ ମାଆ କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀ ବିରାଜିତା। ବର୍ଷତମାମ ଦେବୀଙ୍କ ନିକଟରେ ଶ୍ରଦ୍ଧାଳୁ ଭିଡ ଲଗାଇଥାନ୍ତି।!-->!-->!-->…
Read More...
Read More...
ରଣପୁରର ମଣିନାଗ ଦୁର୍ଗା ବୀର ରାମଚନ୍ଦ୍ରପୁରରେ କେମିତି?
ଷୋଳପୂଜା ଆରମ୍ଭ, ସବୁ ଦେବୀ ପୀଠରେ ସ୍ବତନ୍ତ୍ର ପରିବେଶ
ଭୁବନେଶ୍ୱର: ଓଡ଼ିଶାର ଶାକ୍ତ ପରମ୍ପରାରେ ଅତ୍ୟନ୍ତ ପରିଚିତ ସ୍ଥାନ ତଥା ଅନ୍ୟତମ ଗଜଡାତ ଅଞ୍ଚଳ ଭାବେ ଜଣାଶୁଣା ରଣପୁରର ଅଧିଷ୍ଠାତ୍ରୀ ଦେବୀ ମୈନାକ ପର୍ବତ ବାସିନୀ ମାଆ ମଣିନାଗ ଦୁର୍ଗା ପୁରୀ ଜିଲ୍ଲାର ବ୍ରାହ୍ମଣ ଶାସନ ବୀର!-->!-->!-->…
Read More...
Read More...