Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର
Browsing Category
ବୈଦେଶିକ ବ୍ୟାପାର
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ଚାଲିଗଲା ୩୦ ଜୀବନ
ପାକିସ୍ତାନ ପେଶାୱରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ମସଜିଦ୍ରେ ନମାଜ ପାଠ ସମୟରେ ଏହି ଭୟଙ୍କର ବିସ୍ପୋରଣ ହୋଇଛି । ଏଥିରେ ୩୦ ଜଣ ଆଖିବୁଜିଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀ ମାନେ ଏହି ବିସ୍ଫୋରଣ କରିଥିବା ଜଣାପଡିଛି।!-->…
Read More...
Read More...
ମୋଦୀ ରଖିଲେ ପ୍ରସ୍ତାବ, କହିଲେ କୂଟନୀତି ଓ ଆଲୋଚନା ମାଧ୍ୟମରେ ସମାଧାନ ହେଉ
ୟୁକ୍ରେନ ଉପରେ ଋଷ ଘମାଘୋଟ ଆକ୍ରମଣ ଜାରି ରଖିଛି । ଗୋଟିଏ ପରେ ଗୋଟିଏ ସହରକୁ ବିସ୍ଫୋରଣ କରି ଧ୍ୱଂସବିଧ୍ୱସ୍ତ କରିଦେଉଛି । ଏହାରି ମଧ୍ୟରେ କ୍ୱାର୍ଡ ବୈଠକରେ ଭାରତ ନିଜର ପକ୍ଷ ରହିଛି । ମୋଦୀ କହିଛନ୍ତି, ଆଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦରେ ସମାଧାନ ହେବା ଉଚିତ । ବିବାଦର ସମାଧାନ!-->…
Read More...
Read More...
କିଭରୁ ଆସୁଥିବା ଭାରତୀୟ ଛାତ୍ରଙ୍କ ଦେହରେ ବାଜିଲା ଗୁଳି..
ଋଷ-ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଆଜି ନବମ ଦିନ। ଏବଂ ଦୁଇ ଦେଶ ମଧ୍ୟରେ ଲଢେଇ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏବେ କି କିଛି ଭାରତୀୟ ଛାତ୍ର ୟୁକ୍ରେନ ରାଜଧାନୀ କିଭ ଓ ଖାରକିଭରେ ଫସି ରହିଛନ୍ତି। ଋଷ ସେନା ଗତ ୨୪ ଘଣ୍ଟା ରେ ଖାରକିଭ,ଚେର୍ନାହିବ,ମାରିୟୁପୋଲ, ବୋରଦୟାଙ୍କାରେ!-->…
Read More...
Read More...
ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ
ୟୁକ୍ରେନ ଉପରେ ଋଷର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଆଜିକୁ ନବମ ଦିନ ହେବ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଋଷ ଆକ୍ରମଣ କରିଛି । ଝେପୋରଜିଆ ଓ ଏନୋହର୍ଦ୍ଦର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ରେ ଋଷର ଆକ୍ରମଣ ପରେ ପ୍ଲାଣ୍ଟ ରେ ନିଆଁ!-->…
Read More...
Read More...
ଖାରକିଭ୍ରେ ଋଷର ବଡ଼ ଧରଣର ଆକ୍ରମଣ, ମାଟିରେ ମିଶିଲା ସ୍କୁଲ,ଚର୍ଚ୍ଚ
ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଅଷ୍ଟମ ଦିନ । ଋଷ ଘନ ଘନ ମିସାଇଲ ମାଡ଼ କରୁଛି । ୟୁକ୍ରେନର ଅକ୍ଟିର୍କା ଓ ଖାରକିଭରେ ଋଷର ଆକ୍ରମଣ ହେତୁ ବଡ଼ ଧରଣର କ୍ଷତି ହୋଇଛି । ୟୁକ୍ରେନ ଦାବି କରିଛି ଯେ, ଆକ୍ରମଣରେ ଖାରକିଭର ତିନୋଟି ସ୍କୁଲ ଓ ଚର୍ଚ୍ଚ ଧ୍ୱଂସ ହୋଇଯାଇଛି । ଅକ୍ଟିର୍କାରେ!-->…
Read More...
Read More...
ମୋଦୀ -ପୁଟିନ ଆଲୋଚନା
ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯୁଦ୍ଧ ସମୟରେ ଏହା ପୁଟିନ ଓ ମୋଦୀଙ୍କ ମଧ୍ୟରେ ଦ୍ୱିତୀୟ ଥର କଥାବାର୍ତ୍ତା। ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ!-->…
Read More...
Read More...
ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
ଋଷ –ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ପଞ୍ଜାବର। ପଞ୍ଜାବର ଚନ୍ଦନ ଜିନ୍ଦଲଙ୍କ ବ୍ରେନ ଷ୍ଟ୍ରୋକ ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚନ୍ଦନଙ୍କ ମୃତ!-->…
Read More...
Read More...
ଋଷର ଚେତାବନୀ, ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡିବ ପରମାଣୁ ବୋମା
ଋଷ-ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ଖେରସନକୁ ଋଷ ସେନା ଦଖଲ କରିଥିବା ବେଳେ କିଭ୍କୁ କବଜା କରିବା ପାଇଁ ଋଷ ସେନା ଅଗ୍ରସର ହେଉଛନ୍ତି । ଖାରକିଭରେ ମଧ୍ୟ ଘନଘନ ବିସ୍ଫୋରଣ କରୁଛିୁ ଋଷ ସେନା। ଖାରକିଭରେ ସେନା ହସ୍ପିଟାଲ ଓ ସେନା ଏକାଡେମୀ ଉପରେ ଆକ୍ରମଣ କରି!-->…
Read More...
Read More...
ଖାରକିଭ୍ରେ ପଶିଲେ ଋଷ ସେନା, ବୋମାମାଡ଼ରେ ଉଡାଇଲେ ସେନା ହସ୍ପିଟାଲ
ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ଦିନ ବଢିବା ସହ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନ ରାଜଧାନୀ କିଭ ନିକଟରେ ଋଷ ସେନା ପହଞ୍ଚି ସାରିଥିବା ବେଳେ ଖାରକିଭ ନିକଟରେ ମଧ୍ୟ ଋଷ ସେନା ଠୁଳ ହୋଇଛନ୍ତି । ଖେରସନ ସହରକୁ ମଧ୍ୟ ଋଷ ସେନା କବଜା କରିନେଇଛନ୍ତି ।!-->…
Read More...
Read More...
ଉଦ୍ଧାର ମିଶନରେ କେନ୍ଦ୍ର ମନ୍ତ୍ରୀ, ୨୬ ବିମାନରେ ଫେରିବେ ଭାରତୀୟ
ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଅନେକ ଭାରତୀୟ ଏବେ ବି ୟୁକ୍ରେନରେ ଫସିରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ଉଦ୍ଧାର ମିଶନରେ ୪ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ!-->…
Read More...
Read More...