Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍ ୱାର୍ଡେନ୍ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ
Browsing Category
ବୈଦେଶିକ ବ୍ୟାପାର
ଉଦ୍ଧାର ମିଶନରେ କେନ୍ଦ୍ର ମନ୍ତ୍ରୀ, ୨୬ ବିମାନରେ ଫେରିବେ ଭାରତୀୟ
ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଅନେକ ଭାରତୀୟ ଏବେ ବି ୟୁକ୍ରେନରେ ଫସିରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ଉଦ୍ଧାର ମିଶନରେ ୪ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ!-->…
Read More...
Read More...
ଆମେରିକା ଟାର୍ଗେଟରେ ପୁଟିନ୍
ୟୁକ୍ରେନ ଉପରେ ଋଷର ଘନଘନ ଆକ୍ରମଣ ନେଇ କଠୋର ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ ଆଜି ଷ୍ଟେଟ ଅଫ ୟୁନିୟନକୁ ସମ୍ବୋଧିତ କରି ଋଷ ବିରୋଧରେ ଗର୍ଜନ କରିଛନ୍ତି । ସେ କହିଛନ୍ତି, ପୁଟିନ ୬ ଦିନ ପୂର୍ବେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଭୁଲ । ଋଷର ଏଭଳି ମନଇଛା କାମକୁ ଆଉ!-->…
Read More...
Read More...
ସୈନ୍ୟ ଶିବିର ଉପରେ ଋଷର ବଡ଼ ଆକ୍ରମଣ, ୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କ ମୃତ୍ୟୁ
ୟୁକ୍ରେନ-ଋଷ ମଧ୍ୟରେ ଆଜି ଯୁଦ୍ଧର ଷଷ୍ଠ ଦିନ । ଦୁଇ ଦେଶ ମଧ୍ୟ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ଋଷ ସେନାଙ୍କ ଆକ୍ରମଣରେ ୟୁକ୍ରେନର ୭୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି । ଓଖର୍ଟିକାରେ ଅବସ୍ଥିତ ମିଲିଟ୍ରି ବେସକୁ ଟାର୍ଗେଟ କରାଯାଇଥିଲା । ଓଖର୍ଟିକା ସହର ଖାର୍କିଭ ଓ କିବ୍ ମଧ୍ୟରେ!-->…
Read More...
Read More...
ୟୁକ୍ରେନରୁ ଫେରିଲେ ଓଡିଆ, ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ ଆଶ୍ୱସ୍ତ’
ୟୁକ୍ରେନରୁ ଫେରିଲେ ଓଡିଆ । ୟୁକ୍ରେନରୁ ଫେରି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଓଡିଆ ଛାତ୍ରଙ୍କ ସହ ଆଲୋଚନା କରି କହିଛନ୍ତି, ଓଡିଆ ଛାତ୍ରମାନେ ସୁରକ୍ଷିତ ଫେରିଆସିଥିବାରୁ ମୁଁ ଆଶ୍ୱସ୍ତ ।!-->…
Read More...
Read More...
ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍, ଭିଡିଓ ଭାଇରାଲ
ୟୁକ୍ରେନରେ ଫସିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କ ସହିତ ମାରପିଟ୍ ଓ ହିଂସାର ଚିନ୍ତାଜନକ ଖବର ସାମନାକୁ ଆସିଛି । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟଙ୍କ ପରିବାର ଲୋକ ଏବେ ଚିନ୍ତାରେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଭିଡିଓ ଜାରି କରିଛନ୍ତି । ଏବଂ ତୁରନ୍ତ ସେଠାରୁ!-->…
Read More...
Read More...
ଋଷ ଆକ୍ରମଣରେ ୩୫୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ..ଅଛନ୍ତି ୧୪ ଛୋଟ ପିଲା
ଋଷ ଓ ୟୁକ୍ରେନ ମଧ୍ୟ ଯୁଦ୍ଧ ଲାଗି ରହିଛି । ପାଞ୍ଚ ଦିନ ଧରି ଲଗାତର ଋଷ, ୟୁକ୍ରେନ ଉପରେ ମିସାଇଲ ଛାଡୁଛି । ଋଷ ଆକ୍ରମଣରେ ୟୁକ୍ରେନ ରାଜଧାନୀ କିବ୍ ସମେତ ଅନେକ ଅ ଳ ଧ୍ୱଂସବିଧ୍ୱଂସ୍ତ ହୋଇଯାଇଛି । ବହୁ ଧନ ଜୀବନ କ୍ଷତି ହୋଇଛି । ୟୁକ୍ରେନର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା!-->…
Read More...
Read More...
‘ମୁଁ ଦେଶ ଛାଡି ଯିବିନାହିଁ, ମୋତେ ଅସ୍ତ୍ର ଓ ଗୋଳାବାରୁଦ ଦିଅ’
ଋଷ ଗତ ତିନି ଦିନ ଧରି ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରୁଛି । କିନ୍ତୁ ଋଷର ଘନ ଘନ ଆକ୍ରମଣର ବି ଜବାବ ଦେଉଛି ୟୁକ୍ରେନ । ତେବେ ଏହାକୁ ନେଇ ଭୟଭୀତ ହୋଇନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ!-->…
Read More...
Read More...
ୟୁକ୍ରେନ ଉପରେ ଆକ୍ରମଣ ନେଇ ନିନ୍ଦା ପ୍ରସ୍ତାବ ଖାରଜ,ଭୋଟରୁ ଦୂରେଇ ରହିଲା ଭାରତ- ଚୀନ
ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଋଷ ଆକ୍ରମଣକୁ ରୋକିବା ନେଇ ଓ ସେନାଙ୍କୁ ଫେରାଇ ଆଣିବାପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ପ୍ରସ୍ତାବ ଉପରେ ଋଷ କରିଥିଲା । ସୁରକ୍ଷା ପରିଷଦର ପା ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଭାରତ, ଚୀନ,ୟୁଏଇ!-->…
Read More...
Read More...
ଆଜି କିବ୍କୁ କବ୍ଜା କରିପାରେ ଋଷ ସେନା!
ଋଷର ଆକ୍ରମଣ ପରେ ୟୁକ୍ରେନରେ ଜଳୁଛି ନିଆଁ । ୟୁକ୍ରେନର ରାଜଧାନୀ କିବ୍ରେ ପ୍ରବେଶ କରିଛି ଋଷ ସେନା । ଆଜି ବି କିବ୍ରେ ଭୟ୍ଙ୍କର ବିସ୍ଫୋରଣର ଶଦ୍ଦ ଶୁଣିବାକୁ ମିଳିଛି । ୟୁକ୍ରେନର ଦକ୍ଷିଣ ପୂର୍ବ ଅଞ୍ଚଳରେ ୬ଟି ମିସାଇଲ ମାଡ଼ କରିଛନ୍ତି ଋଷ ସେନା । ୟୁକ୍ରେନର ବିଭିନ୍ନ ବିମାନବନ୍ଦରରେ!-->…
Read More...
Read More...