ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ଅପରାଧ

୨୩ ଘଣ୍ଟା ଘାଣ୍ଟିଲା ଭିଜିଲାନ୍ସ

ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜେଲରୁ ସିନା ମୁକ୍ତି ପାଇଲେ କିନ୍ତୁ ଭିଜିଲାନ୍ସ ପଞ୍ଝା ଭିତରୁ ମୁକୁଳି ପାରୁନାହାଁନ୍ତି ବିଧାୟକ। ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପଶି ଖାନତଲାସି କରିଛି ଭିଜିଲାନ୍ସ। ରାତି ସାରା ଚାଲିଛି ରେଡ୍।ପାଖାପାଖି ୨୩
Read More...

କେବେ ଫେରିବି ‘ମନ୍ନତ’?

ମୁମ୍ବାଇ: ବଲିଉଡ଼ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି। ‘ମନ୍ନତ’ର ଅଏସ ଆରାମରେ ବଡ଼ ହୋଇଥିବା ଆର୍ୟନଙ୍କୁ ଏବେ ଜେଲରେ ଦିନ କାଟିବାକୁ ପଡୁଛି। ଆର୍ୟନ ଦିନ ଗଣୁଛନ୍ତି, ତାଙ୍କୁ କେବେ ଜାମିନ ମିଳିବ ଓ ସେ ମନ୍ନତ ଯିବେ। ଗୁରୁବାର ମୁମ୍ବାଇ ସେସନ୍ସ
Read More...

ମର୍ଣ୍ଣିଂ ୱାକ୍ ସମୟରେ ମାଡିଆସିଲା ମୃତ୍ୟୁ

ଭୁବନେଶ୍ବର: କଥାରେ ଅଛି ନିଶ୍ବାସକୁ ବିଶ୍ବାସ ନାହିଁ। କେତେବେଳେ ଏହା ଦୂରେଇ ଯିବ, କିଏ ଜାଣେ। ସମସ୍ତେ ଜାଣିଛନ୍ତି, ଏହା ଦିନେ ସେମାନଙ୍କୁ ସ୍ପର୍ଶ କରିବ। ହେଲେ କାହାକୁ ଓ କେଉଁ ସମୟରେ ଛୁଇଁବ ତାହା କହିହେବନାହିଁ। ଏଇ ଦେଖୁନାହାନ୍ତି, ଆଜି ଭଳି ପବିତ୍ର ମହାନବମୀ ଦିନରେ ଯେତେବେଳେ
Read More...

ଆଜି ଆର୍ୟନଙ୍କୁ ବେଲ?

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁହ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବଦେନ ଉପରେ ଆଜି ଆସିବ ରାୟ। ବୁଧବାର ମୁମ୍ବାଇ ସେସନ୍ସ କୋର୍ଟ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ତେବେ ଆଜି ଆର୍ୟନଙ୍କୁ କୋର୍ଟ ଜାମିନ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।
Read More...

ଆର୍ୟନଙ୍କୁ ମିଳିବ କି ବେଲ? ଆଜି ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଜେଲରେ ଅଛନ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ମୁମ୍ବାଇ ସେସନ୍ସ କୋର୍ଟ ମାମଲାର ଶୁଣାଣି କରିବେ। ଦିନ ୨ଟା ୪୫ରେ ମାମଲା ଶୁଣାଣି କରାଯିବ। ଅପରାହ୍ନରେ ହିଁ ଜଣାପଡିବ ଯେ
Read More...

ଫେରାର ପୁଲିସ କର୍ମୀଙ୍କୁ ଧରିବାକୁ ପୁରସ୍କାର ଘୋଷଣା

କାନପୁର: ଫେରାର ପୁଲିସ କର୍ମୀଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା। କାନପୁରର ବ୍ୟବସାୟୀ ମନୀଷ ଗୁପ୍ତାଙ୍କୁ ହତ୍ୟା ମାମଲାରେ ଫେରାର ଅଛନ୍ତି ପୁଲିସ କର୍ମୀ। ଫେରାର ଥିବା ୬ ପୁଲିସ କର୍ମୀଙ୍କୁ ଧରିବା ପାଇଁ ୨୫ ହଜାର ଲେଖାଁଏ ପୁରସ୍କାର ଘୋଷଣା ହୋଇଛି । ଏମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଜଗତ
Read More...

ଜୋତାରୁ ଚରସ ବାହାର କରିଥିଲେ ଆର୍ୟନଙ୍କ ବନ୍ଧୁ

ମୁମ୍ବାଇ: ଏନସିବି(ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଅନୁସାରେ ଆର୍ୟନ ଖାନ ଏନସିବି ଅଫିସରଙ୍କ ସାମନାରେ ସ୍ୱୀକାର କରିଛନ୍ତି ଯେ ସେ ଚରସ ଖାଆନ୍ତି। ଏବଂ ତାଙ୍କ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ ନିଜ ଜୋତାରେ ୬ ଗ୍ରାମ ଚରସ ଲୁଚାଇକି କ୍ରୁଜକୁ ନେଇଥିଲେ। ଏହା ସେ ସ୍ୱୀକାର କରିଥିବା ଏନସିବିର
Read More...

ଫିଲ୍ମ ପ୍ରଡ୍ୟୁସରଙ୍କ ଘରେ ବି ଏନସିବିର ଛାପା

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ଏନସିବି (ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଖୋଳତାଡ଼ ଜାରି ରଖିଛି। ଏଥିରେ ଆଉ କେଉଁମାନଙ୍କର ଲିଙ୍କ ରହିଛି ସେ ନେଇ ଛାନଭିନ କରୁଛି। ଡ୍ରଗ୍ସ ମାମଲାରେ ବଲିଉଡ ଲିଙ୍କର ମଧ୍ୟ ଖୋଳତାଡ଼ କରୁଛି ଏନସିବି । ମୁମ୍ବାଇ ବାନ୍ଦ୍ରା ଅଂଚଳରେ ଫିଲ୍ମ ପ୍ରଯୋଜକ
Read More...

ଏବେ ବି ଖୋଲା ମାୟାବିନୀର ମାୟାଜାଲ

ଭୁବନେଶ୍ବର: ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ ମାମଲାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଗୁପ୍ତ ତଥ୍ୟ ଲିକ ମାମଲାରେ ଆରମ୍ଭରୁ ମାୟାବିନୀର ପରିଚୟ ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟର ସମସ୍ତ ତଦନ୍ତକାରୀ ସଂସ୍ଥା ଲାଗିପଡିଥଲା ବେଳେ ଏବେ ଏହି ଘଟଣାର ପାକିସ୍ତାନ ଲିଙ୍କ ମିଳିଛି। ରହସ୍ୟମୟୀ
Read More...

କେମିତି ହୋଇଥିଲା କୃଷକଙ୍କ ମୃତ୍ୟୁ?

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ରବିବାର ହୋଇଥିବା ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଥିବା ବେଳେ କିଭଳି ନିର୍ମମ ଭାବେ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରଯାଇଛି ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । କୃଷକ ମାନେ ଆନ୍ଦୋଳନ କରି
Read More...