Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍ ଡ୍ରଗ୍ ଟେଷ୍ଟରେ ପଜିଟିଭ୍
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ
Browsing Category
ମନୋରଞ୍ଜନ
ବିବାହ କଲେ ମଲାଲା…
ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏନେଇ ମଲାଲା ୟୁସୁଫଜାଇ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ମିଂହୋମ ସ୍ଥିତ ଘରେ ବିବାହ ଅବସରରେ ଏକ ଛୋଟ ସମାରୋହର ଆୟୋଜନ କରାଯାଇଥିଲା । ମଲାଲା ଟୁଇଟ କରି ଲେଖିଛନ୍ତି ଯେ,!-->…
Read More...
Read More...
‘ଟିପ୍ ଟିପ୍ ବର୍ଷା ପାନି’ରେ କ୍ୟାଟ୍ରିନାଙ୍କୁ ଦେଖି କ’ଣ କହିଲେ ରବିନା?
ମୁମ୍ବାଇ: ଫିଲ୍ମ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସରେ ଏବେ ଧମାଲ କରୁଛି।ରିଲିଜ ପରେ ଭଲ ବ୍ୟବସାୟ ମଧ୍ୟ କରୁଛି ଫିଲ୍ମ। ଏହା ସହିତ ଫିଲ୍ମରେ ‘ଟିପ୍ ଟିପ୍ ବର୍ଷା ପାନି’ ଗୀତରେ କ୍ୟାଟ୍ରିନା କୈଫ ଓ ଅକ୍ଷୟ କୁମାରଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି।
ଏହି ଗୀତ ଫିଲ୍ମ ‘ମୋହରା’ର!-->!-->!-->…
Read More...
Read More...
ରଣବୀର -ଆଲିଆଙ୍କ ବିବାହକୁ ନେଇ ଆସୁଛି ନୂଆ ଖବର
ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଯୋଡି ସବୁଠୁ ସାନଦାର ଯୋଡ଼ି ଭାବେ ସାମନାକୁ ଆସିଛି। ଦର୍ଶକମଧ୍ୟ ଏହି ଯୋଡିକୁ ବେଶ ପସନ୍ଦ କରୁଥିବା ବେଳେ ଉଭୟଙ୍କ ପରିବାର ମଧ୍ୟରେ ସଂପର୍କ ମଧ୍ୟ ବହୁତ ଭଲ ରହିଛି। ତେବେ ଏବେ ରଣବୀର ଓ ଆଲିଆଙ୍କ ବାହାଘରକୁ ନେଇ ଆରମ୍ଭ!-->…
Read More...
Read More...
ଫ୍ୟାନ୍ସ୍ଙ୍କୁ କନ୍ଦାଇଦେଲା ସେହନାଜଙ୍କ ଗୀତ..
ପଞ୍ଜାବ ଗାୟିକା ସେହନାଜ ଗିଲ୍ଙ୍କ ଗୀତ ‘ତୁ ୟହି ହେ’କୁ ଦର୍ଶକ ଜବରଦସ୍ତ ପସନ୍ଦ କରିଛନ୍ତି।ଏହି ଗୀତ ୨୪ ଘଣ୍ଟାରେ ୟୁଟ୍ୟୁବରେ ନମ୍ବର ୱାନ ଟ୍ରେଣ୍ଡରେଅଛି । ଏହି ଗୀତ ଜରିଆରେ ସେହନାଜ ସିର୍ଦ୍ଧାର୍ଥ ଶୁକ୍ଲାକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସିଦ୍ଧାର୍ଥଙ୍କ ଯିବା ପରେ ସେହନାଜ କେମିତି!-->…
Read More...
Read More...
ଯେବେ ସନ୍ନିଙ୍କ ପରାମର୍ଶ ନେଉଥିଲେ ସଲମାନ
ମୁମ୍ବାଇ: ବଲିଉଡ଼ ଅଭିନେତା ସଲମାନ ଖାନ୍ ଆଜି ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ସୁପରଷ୍ଟାର। ତାଙ୍କ ଫିଲ୍ମ ଗୁଡିକ ବକ୍ସ ଅଫିସରେ ସୁନ୍ଦର ବ୍ୟବସାୟ କରେ। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଲୋକ ସଲମାନଙ୍କ ଫିଲ୍ମ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଏଭଳି ସମୟ ଥିଲା ଯେତେବେଳେ ସଲମାନଙ୍କ ଫିଲ୍ମ!-->…
Read More...
Read More...
ମନ୍ଦିରା କହିଲେ ବଞ୍ଚିବାର କାରଣ…
ନୂଆଦିଲ୍ଲୀ: ସ୍ୱାମୀଙ୍କୁ ହରାଇବା ପରେ ଭାଙ୍ଗିପଡିଥିବା ଅଭିନେତ୍ରୀ ମନ୍ଦିରା ବେଦୀ ଏବେ ନିଜକୁ ପୁଣି ଦୃଢ କରୁଛନ୍ତି। ମନ୍ଦିରା ଏବେ ଲଭ ଲାଇଫ ଲାଇଭ ସୋ ସିଜିନ ଥ୍ରୀରେ ନଜର ଆସୁଛନ୍ତି। ଏକ ସାକ୍ଷାତକାରରେ ମନ୍ଦିରା ବେଦୀ କହିଛନ୍ତି ଯେ ସେ କିପରି ନିଜ ଜୀବନରେ ଆଗକୁ ବଢୁଛନ୍ତି। ସେ!-->…
Read More...
Read More...
ଧମାଲ ମଚାଇଲା ରାନୁଙ୍କ ନୂଆ ଭିଡିଓ
ମୁମ୍ବାଇ: ଗୋଟିଏ ଗୀତ ଗାଇ ରାତାରାତି ସେନସେସନ ପାଲଟିଥିବା ରାନୁ ମଣ୍ଡଳଙ୍କ ଏବେ ‘ବଚପନ କା ପ୍ୟାର’ ଗୀତ ଗାଉଥିବାର ଭିଡିଓ ଭାଇରାଲ ହୋଇଛି। ଏହା ପୂର୍ବରୁ ରାନୁଙ୍କ ହିଟ୍ ଟ୍ରାକ ‘ମାଣିକ ମଗେ ହିତେ’ଗୀତର ଭିଡିଓ ସାମନାକୁ ଆସିଥିଲା। ୟୁଟ୍ୟୁବର ରୋନ୍ଧନ ପୋରିଚୋଏ ରାନୁ ମଣ୍ଡଳଙ୍କ ବଚପନ କା!-->…
Read More...
Read More...
ସମୁଦ୍ରକୂଳେ କ୍ୟାଟ୍ରିନାଙ୍କ ଜବରଦସ୍ତ ପୋଜ୍…
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନ କୈଫ ଏବେ ତାଙ୍କର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ସେ ସେୟାର କରୁଥିବା ପ୍ରତିଟି ପୋଷ୍ଟରେ ସୂର୍ଯ୍ୟବଂଶୀ ଉପରେ ଲେଖିବାକୁ ଭୁଲୁନାହାନ୍ତି। ଏବେ ପୁଣି ଥରେ କ୍ୟାଟ୍ରିନା ସାନନ୍ଦାର ଓ ନିଆରା ଅନ୍ଦାଜରେ ସୋସିଆଲ!-->…
Read More...
Read More...
କାହିଁକି ପରସ୍ପରଠୁ ଦୂରରେ ରହୁଛନ୍ତି ଅନୁଷ୍କା-କୋହଲି?
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଆସିଛି ଦୂରତା। ଅନୁଷ୍କା ନିଜେ ଏକ ପୋଷ୍ଟ ସେୟାର କରି ଏନେଇ ଜଣାଇଛନ୍ତି।ଦୂରତାର କାରଣ ହେଉଛି କ୍ବାରେଣ୍ଟିନ୍ ଦୁବାଇରେ କ୍ବାରେଣ୍ଟିନରେ ଅନୁଷ୍କା ଥିବା ବେଳେ ବିରାଟଙ୍କ କିଛି ଫଟୋ ପୋଷ୍ଟ କରି ନିଜ ଅବସ୍ଥା ବିଷୟରେ!-->…
Read More...
Read More...
ଶେଷରେ ତାରିଖ ଘୋଷଣା କଲେ ସଲମାନ..
ମୁମ୍ବାଇ: ବଲିଉନ ସୁପରଷ୍ଟାର ସଲମାନ ଖାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ଫିଲ୍ମ ‘ରାଧେ’ର ରିଲିଜ ପରେ ଏବେ ସଲମାନଙ୍କ ଫିଲ୍ମ ‘ଅନ୍ତିମ’ର ରିଲିଜ ତାରିଖ ଘୋଷଣା ହୋଇଛି। ନିଜେ ସଲମାନ ଖାନ ସୋସିଆଲ ମିଡିଆରେ ଏନେଇ ଜଣାଇଛନ୍ତି।
ସଲମାନ ଖାନ ଇନଷ୍ଟାଗ୍ରାମରେ ଫିଲ୍ମର ମୋସନ ପୋଷ୍ଟର ସେୟାର!-->!-->!-->…
Read More...
Read More...