ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ
Browsing Category

ମନୋରଞ୍ଜନ

ଜର୍ମାନୀରେ ଚିକିତ୍ସିତ ହେଉଛନ୍ତି ଅନୀଲ କପୁର…

ବଲିଉଡ଼ର ଭେଟେରାନ ଅଭିନେତା ଅନୀଲ କପୁର ଜର୍ମାନୀ ଗସ୍ତର ଶେଷ ଦିନର ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ଅନୀଲ ଏହା ଖୁଲାସା କରିଛନ୍ତି ଯେ, ଆଜି ତାଙ୍କର ଚିକିତ୍ସାର ଶେଷ ଦିନ । ଏବଂ ଏଥିପାଇଁ ସେ ଜର୍ମାନୀର ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି । ଭିଡିଓରେ ଅନୀଲ କପୁର ଏକ କଳା
Read More...

ଭାଇରାଲ ହେଲା ଓକିଲଙ୍କ ବିବାହ କାର୍ଡ

ଆଜିକାଲି ବାହାଘର ନିମନ୍ତ୍ରଣ କାର୍ଡକୁ ନେଇ ଲୋକେ ଅଧିକ ସମ୍ବେଦନଶୀଳ ହୋଇଯାଇଛନ୍ତି। କାର୍ଡର ଡିଜାଇନ,କଲର ଓ ଏହାର ଲେଖା କିଭଳି ଅଧିକ ସୁନ୍ଦର ଓ ଆକର୍ଷଣ କରିହେବ ସେ ନେଇ ସମସ୍ତେ ଚିନ୍ତା କରୁଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଏକ ବାହାଘର କାର୍ଡ ଭାଇରାଲ ହୋଇଛି । ଆସାମ ଗୌହାଟିର ଜଣେ
Read More...

ଛାଡପତ୍ର ନେବେ କି ପ୍ରିୟଙ୍କା?

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ବଲିଉଡ଼ରୁ ନେଇକି ହଲିଉଡ଼ ଯାଏଁ ସମସ୍ତଙ୍କ ପ୍ରିୟ ଯୋଡି । କିନ୍ତୁ ଏବେ ଦୁଇ ଜଣଙ୍କୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । ସୋମବାର ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମର ବାୟୋରେ ପରିବ ର୍ନ କରିଛନ୍ତି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।
Read More...

ନୂଆବର୍ଷରେ ୪ ଫିଲ୍ମ ମଧ୍ୟରେ ହେବ ଟକ୍କର

ମୁମ୍ବାଇ: ନୂଆବର୍ଷରେ ୪ ବଡ ବଲିଉଡ ଫିଲ୍ମର ହେବ କଡା ଟକ୍କର। ବଲିଉଡର ମୋଷ୍ଟ ପରଫେକସିନିଷ୍ଟ ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଢା’ର ରିଲିଜକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ହେଲେ ଦର୍ଶକଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି। କାରଣ ଫିଲ୍ମର ରିଲିଜ ତାରିଖ ଏବେ
Read More...

ମା’ ହେବାକୁ ଯାଉଛନ୍ତି କି ନେହା!

ମୁମ୍ବାଇ: ଶୁଣିବାକୁ ମିଳୁଛି ଯେ , ବଲିଉଡ୍ ସିଙ୍ଗର ନେହା କକ୍କର ମାଆ ହେବାକୁ ଯାଉଛନ୍ତି। ସବୁ ଆଡେ ନେହାଙ୍କ ପ୍ରେଗନେନ୍ସିକୁ ନେଇକି ଚର୍ଚ୍ଚା । କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ କିଛି ଜଣ ସତ କ’ଣ ଜାଣିବାକୁ ଚାହୁଁଛନ୍ତି। ତେବେ ସତ କଥାଟି ହେଲା, ନେହା କକ୍କଡ଼ ଗର୍ଭବତୀ ଥିବା
Read More...

ଗିରଫ ହେବେ କି ଏହି ଡ୍ୟାନ୍ସର ?

ମୁମ୍ବାଇ: ହରିୟାଣା ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ଅଡ଼ୁଆ ବଢିଲା। ସପନାଙ୍କ ବିରୋଧରେ ଗିରଫ ୱାରେଂଟ ଜାରି କରିଛନ୍ତି ଲକ୍ଷ୍ନୌ କୋର୍ଟ। ଏକ ଇଭେଣ୍ଟକୁ ବାତିଲ କରି ଟିକେଟ କିଣିଥିବା ଲୋକଙ୍କ ଟଙ୍କା ଫେରସ୍ତ ନକରିବା ନେଇ ସପନାଙ୍କ ବିରୋଧରେ ଅଭିଯୋଗ ରହିଛି। ଏବେ ଏହି ମାମଲାର ପରବର୍ତ୍ତୀ
Read More...

ପତ୍ରଲେଖା କିଏ ? ଯିଏ ରାଜକୁମାର ରାଓଙ୍କୁ କଲେ ବିବାହ..

ବଲିଉଡର ଭର୍ସାଟାଇଲ ଆକ୍ଟର ରାଜକୁମାର ରାଓ ନିଜର ବାନ୍ଧବୀ ପତ୍ରଲେଖାଙ୍କୁ ବିବାହ କରିଛନ୍ତି । ନିକଟରେ ଦୁଇ ଜଣ ସୋସିଆଲ ମିଡିଆରେ ବିବାହର ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର ପରେ ଏବେ ସବୁଆଡେ ରାଜକୁମାର ଓ ପତ୍ରଲେଖାଙ୍କ ବିବାହକୁ ନେଇ ଚର୍ଚ୍ଚା । ରାଜକୁମାରଙ୍କୁ ତ ସମସ୍ତେ
Read More...

କ୍ୟାଟ୍ରିନାଙ୍କ ବିବାହକୁ ଆସିବେନି ସଲମାନ!

ମୁମ୍ବାଇ: ବଲିଉଡ଼ର ଲଭ ବାର୍ଡ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଡିସେମ୍ବର ୭ରୁ ୯ ତାରିଖ ଭିତରେ ଉଭୟ ବିବାହ କରିବା ନେଇ ଖବର ଆସୁଛି। ରାଜସ୍ଥାନର ଜୟପୁର ସ୍ଥିତ ସିକ୍ସ ସେନସନ୍ସ ଆଭିଜାତ୍ୟ ସମ୍ପନ୍ନ ହୋଟେଲରେ ଏହି ଚର୍ଚ୍ଚିତ ବିବାହ ଅନୁଷ୍ଠିତ ହେବ
Read More...

ଖୁବ ଶୀଘ୍ର ବାହା ହେବେ ଅଙ୍କିତା

ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି କାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଛାଇ ରହୁଛନ୍ତି । ଚର୍ଚ୍ଚା ହେଉଛି ଯେ,ଅଙ୍କିତା ଖୁବ ଶୀଘ୍ର ପୁରୁଷ ବନ୍ଧୁ ବିକି ଜୈନଙ୍କୁ ବିବାହ କରିବେ । ଏହାରି ଭିତରେ ଅଙ୍କିତା କଷ୍ଟମାଇଜ ହୋଇଥିବା ଚପଲର ଏକ ଫଟୋ ସେୟାର କରିଛନ୍ତି । ଯାହା ତାଙ୍କ
Read More...

ମୁଖ୍ୟମନ୍ତ୍ରୀ ଖାଇଲେ ମିଠା ଦହି..

ମିଠା ଦହି ଖାଇଲେ ମୁଖ୍ୟମନ୍ତ୍ରୀ । କଟକ ଅରିଲୋଠାରେ ଅତ୍ୟାଧୁନିକ ଓମଫେଡ ଡାଏରୀ ପ୍ଲାଣ୍ଟ ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ପରେ ନବୀନ ବ୍ୟାଟେରୀ ଗାଡିରେ ପୁରା ପ୍ଲାଣ୍ଟ ବୁଲିକି ଦେଖିଥିଲେ । ଏହା ପରେ ନବୀନ ବ୍ୟାଟେରୀ ଗାଡିରେ ବସିଥିବା ସମୟରେ ପ୍ଲାଣ୍ଟ
Read More...