Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍ ରୁଲ୍, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ
Browsing Category
ରାଜନୀତି
ୟେଦୁରପ୍ପା କହିଲେ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କର, ସେୟା ହେଲା
ନୂଆଦିଲ୍ଲୀ: ଶେଷରେ ବିଦାୟୀ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାଙ୍କ ପଲ୍ଲା ଭାରି ରହିଲା। ଲିଙ୍ଗାୟତ ଭୋଟ ହାତଛଡା ଭୟରେ ବିଜେପି ନିଷ୍ପତ୍ତି ନେଲା ଯେ ୟେଦୁରପ୍ପାଙ୍କୁ ସନ୍ତୁଷ୍ଟ କରିବାକୁ ହେବ। ଏଣୁ ତାଙ୍କ ସୁପାରିସ ଅନୁସାରେ, ଆଜି ବାସବରାଜ ବୋମାଇଙ୍କୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ମୋଦୀ-ମମତା: ଗରମ ନୁହେଁ ନରମ ଆଲୋଚନା
ନୂଆଦିଲ୍ଲୀ: ବାତ୍ୟା 'ୟାସ୍' ପରେ ପ୍ରଧାନମନ୍ତ୍ରୀ ଯେବେ ପଶ୍ଚିମବଙ୍ଗ ଯାଇଥିଲେ, ସେବେ ଯେଉଁ ଅପ୍ରୀତିକର ଘଟଣା ଦେଶ ଦେଖିଥିଲା, ଆଜି ସେମିତି କିଛି ଘଟିନାହିଁ। ବରଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମମତା ବାନାର୍ଜୀ ନୂଆଦିଲ୍ଲୀ ଗସ୍ତରେ ଆସି ଆଜି ପ୍ରଧାନମନ୍ତ୍ରୀ!-->…
Read More...
Read More...
କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?
ବାଙ୍ଗାଲୁର: ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା, ତାହା ହିଁ ହେଲା। ସରକାର ଗଠନର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ବିଏସ୍ ୟେଦୁରପ୍ପା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଥିଲେ।:!-->…
Read More...
Read More...
ଚାରି ନେତାଙ୍କ ହାତରେ କ୍ଷମତା, ତଥାପି ଦୋହଲୁଛି ସଂଗଠନ
ପୁରୀ ଜିଲ୍ଲାରେ ଧୀରେ ଧୀରେ ଦୁର୍ବଳ ହେଲାଣି ବିଜେଡିଚାରି ଆସନରେ ପ୍ରାର୍ଥୀ ବଦଳିବା ସମ୍ଭାବନା ଅଧିକ ରହିଛିବିଜେଡି ମୁଖପାତ୍ର ଲେନିନ୍ ରାଜନୀତିର ମୁଖ୍ୟଧାରାକୁ ଆସିପାରନ୍ତିପୁରୀ ଲୋକସଭା ଆସନରେ ପିନାକୀ ଲଢିବେ ନା ବଦଳିବେ?ରାଜ୍ୟ ଦୂରେ ଥାଉ ନିଜି ଜିଲ୍ଲାରେ ବି ପତିଆରା ନାହିଁଦଳୀୟ!-->…
Read More...
Read More...
ବିଜେପିକୁ ମୁହଁତୋଡ ଜବାବ ଦେଲା ବିଜେଡି
ଅଭିଯୋଗ ଥିଲେ ନ୍ୟାୟାଳୟ ଦ୍ବାରସ୍ଥ ହୋଇ ମତ ରଖ, ବିଭ୍ରାନ୍ତ କରନିସାମ୍ବିଧାନିକ ଅନୁଷ୍ଠାନକୁ ବିଜେପିର ଅପମାନ ଦୁର୍ଭାଗ୍ୟଜନକ: ବିଜେଡି
ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିସନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ!-->!-->!-->…
Read More...
Read More...
ରାଜ୍ୟ ନିର୍ବାଚନ କମିସନଙ୍କୁ ଧମକାଇଲା ବିଜେପି
ତୁରନ୍ତ ପୌର ନିର୍ବାଚନ କରାନଗଲେ କମିସନଙ୍କ ବିରୋଧରେ ମହାଭିଯୋାଗ ପ୍ରସ୍ତାବ ଆସିବରାଜ୍ୟ ସରକାର ଏବଂ ରାଜ୍ୟ ନିର୍ବାଚନ କମିସନ ତୁରନ୍ତ ପୌର ନିର୍ବାଚନ କରନ୍ତୁ :ସମୀର ମହାନ୍ତିକମିସନ ନିଜର ସାମ୍ବିଧାନିକ ଦାୟିତ୍ୱ ଭୁଲି ସରକାରଙ୍କ କଥାରେ ପରିଚାଳିତ ହେଉଛନ୍ତି: ପୀତାମ୍ବରପୌର ନିର୍ବାଚନ!-->…
Read More...
Read More...
ପରିବର୍ତ୍ତନ ମୁହାଁ ଓଡ଼ିଶା ବିଜେପି ରାଜନୀତି
ରାଜ୍ୟ ରାଜନୀତିରେ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଭାବ କମୁଛି କି?ସବୁଠି ଅଶ୍ବିନୀଙ୍କୁ ନେଇ ଚର୍ଚ୍ଚା, ଧର୍ମେନ୍ଦ୍ରଙ୍କ ପତିଆରାରେ ଭାଗ ବସାଇଲେବିଜେଡି ଶିବିରରେ ବି ଛାଇଗଲେଣି ଅଶ୍ବିନୀ, ଅଫିସର ବି କହୁଛନ୍ତି ସେ ଭଲବୈଜୟନ୍ତ କ୍ଷୁବ୍ଧ ଏବଂ ଅସୁଖୀ, ସେପଟ ବନ୍ଧୁ ମନ୍ତ୍ରୀ ହୋଇଥିବାରୁ!-->…
Read More...
Read More...
ରାଷ୍ଟ୍ରପତି ନିର୍ବାଚନ: କାହା ପଲା କେତେ ଭାରି
ବିଜେପି ଏକାକୀ ସଂଖ୍ୟା ହାସଲ କରିପାରିବ ନାହିଁ, ଏନଡିଏ ବି ନୁହେଁଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ ନ କଲେ ସ୍ଥିତି ଅଧିକ ଗମ୍ଭୀର ହେବନବୀନ, ଚନ୍ଦ୍ରଶେଖର, ଜଗନମୋହନଙ୍କୁ ଭରସା କରିବ ମୋଦୀଙ୍କ ବିଜେପିଏମାନେ ବିଦ୍ରୋହ ଘୋଷଣା କଲେ ଓ ୟୁପି ଭୋଟ ବିଗିଡିଲେ ଭୟଙ୍କର ହେବୟୁପିରେ ଭଲ କଲେ ଓଲଟା!-->…
Read More...
Read More...
କଡ ଲେଉଟାଉଛି ଓଡ଼ିଶା ରାଜନୀତି
ନୂଆ ରଣକୌଶଳ ସହିତ ଧୀରେ ଧୀରେ ଆଗଉଛି ବିଜେପିଚାପ କୌଶଳ ପ୍ରୟୋଗ କରିବେ, ନାଲିଆଖି ଦେଖାଇବେସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବାକୁ ଯାବତୀୟ ଫନ୍ଦିବିଜେଡି ପାଇଁ ସତର୍କର ବେଳ, ଭାବମୂର୍ତି ଏକମାତ୍ର ସମ୍ବଳବିଜେଡିର ଗଡ ଗାଁ ଲୋକଙ୍କ ଭୋଟ, ଆଖେଇଲାଣି ବିଜେପି
ଭୁବନେଶ୍ବର: ୨୦୨୨!-->!-->!-->…
Read More...
Read More...
ଦୁର୍ନୀତି ଅଭିଯୋଗ ଆଣି ତଦନ୍ତ ଦାବି କଲା ବିଜେପି
ରାଜ୍ୟ ପ୍ରସଙ୍ଗ ଧରି କେନ୍ଦ୍ରରେ ଫେରାଦ ହେଲେ ସାଂସଦ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବୈଷ୍ଣବ ବି ସାମିଲପିଏମଜିକେଏୱାଇ ଏବଂ ଏନଏଫଏସଏରେ ୧୫ଟି ଜିଲ୍ଲାରେ ୧୦%ରୁ କମ୍ ଖାଦ୍ୟଶସ୍ୟ ଉଠାଯାଇଛିପିଏମଜିକେଏୱାଇ ଯୋଜନା ଅଧୀନରେ ଏନଏଫଏସଏ କାର୍ଡଧାରୀଙ୍କୁ ମିଳୁନି ଖାଦ୍ୟଶସ୍ୟକରୋନା ମହାମାରୀରେ!-->…
Read More...
Read More...