Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ନବୀନ ରାସ୍ତା ଦେଖାଇଲେ, ମମତା ମାଡିଗଲେ
ଚିଟ୍ଫଣ୍ଡ ମାମଲାରେ ଓଡ଼ିଶାରେ ସିବିଆଇ-ପୁଲିସ ବଳକଷାକଷିପଶ୍ଚିମବଙ୍ଗରେ ସିବିଆଇକୁ ଅଟକାଇଲେ ଦିଦି, ପୁଲିସ ସାଥ୍ ଦେଲାମମତାଙ୍କ ଧାରଣା, ସମଗ୍ର ଦେଶରେ ହଇଚଇ, ବିରୋଧୀ ପୁଣି ମେଳି ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସିବିଆଇର ଚିଟ୍ଫଣ୍ଡ ତନାଘନାକୁ ନେଇ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି!-->…
Read More...
Read More...
କଳାହାଣ୍ଡି କଂଗ୍ରେସକୁ ଭକ୍ତ ଅଡୁଆ
ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୬ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାହୁଲ ଉଭୟ ଭବାନୀପାଟଣା ଓ ରାଉରକେଲାରେ ସଭା କରିବେ । ଉଭୟ ସୁନ୍ଦରଗଡ ଓ କଳାହାଣ୍ଡି ଆସନକୁ ଫେରାଇ ଆଣିବା ଲାଗି ପିସିସି ଏଭଳି ଗୋଟିଚାଳନା କରିଛି ।
ସ୍ଥାନୀୟ ନେତାମାନେ କଂଗ୍ରେସକୁ!-->…
Read More...
Read More...
ଯୋଗେଶଙ୍କ ଅଡୁଆ ବଢିଲା, ପ୍ରକାଶ ବି
ଭୁବନେଶ୍ୱର: କଂଗ୍ରେସକୁ ବାଏ ବାଏ କରିବାକୁ ଗୋଡ କାଢିଥିଲେ । ରାଜ୍ୟ ନେତୃତ୍ୱ ଚୋଟେ ଦେଲେ । ବାହାର କଟାବ ଦେଖାଇ ଦିଆଗଲା । ବାଧ୍ୟ ହୋଇ ଇସ୍ତଫା ଦେଲେ । ଏବେ ବିଳମ୍ୱରେ ହେଲେ ବି ଜଣାପଡିଛି ଯେ କଂଗ୍ରେସର ଆଶଙ୍କା ବା ଯୋଗେଶଙ୍କୁ ନେଇ ଚର୍ଚ୍ଚା ଅମୂଳକ ନ ଥିଲା ।
ଶନିବାର ସୁନ୍ଦରଗଡର ଏକ!-->…
Read More...
Read More...
ହାତ ଛାଡିଥିଲେ, ହାତୀ ଧରିବେ ଶଗରିଆ
ଭୁବନେଶ୍ୱର:ଶେଷରେ ହାତ ଛାଡି ହାତୀ (ବିଏସପି ନିର୍ବାଚନ ଚିହ୍ନ) ସହିତ ଯିବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ । ଆସନ୍ତାକାଲି ସେ ବହୁଜନ ସମାଜବାଦି ପାର୍ଟିରେ ଯୋଗ ଦେଉଥିବା ସୂଚନା ମିଳିଛି । ଏ ନେଇ ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଦଳ ଆୟୋଜନ କରିଛି ଓ ପ୍ରଭାରୀ ଧରମବୀର!-->…
Read More...
Read More...
କୃଷକଙ୍କୁ ରଗାଇଦେଲା ଅନ୍ତରୀଣ ବଜେଟ
କୃଷକ ସଂଗଠନ କହିଲେ ଦିନକୁ ୩ଟଙ୍କା ୩ ପଇସା କଣ ହେବସ୍ୱାମୀନାଥନ୍ କମିଟି ସୁପାରିସ ଲାଗୁ କରିବାରେ ଅସୁବିଧା କେଉଁଠିଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ଏଥିରୁ କିଛି ବି ଫାଇଦା ନାହିଁ ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟରେ କୃଷକଙ୍କ ସ୍ୱାର୍ଥ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି!-->…
Read More...
Read More...
ନନ୍ଦିନୀଙ୍କୁ ତଡିଦେବେ କି ଲତିକା
ରମେଶଙ୍କୁ ବିଜେଡିରୁ ଟକ୍କର ଦେବ କିଏସାନଖେମୁଣ୍ଡିରେ ତଥାପି ଅଙ୍କ ଛିଣ୍ଡିନି ଭୁବନେଶ୍ୱର:ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ତଥା ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ ନା ବର୍ତମାନର ବିଧାୟିକ ନନ୍ଦିନୀ ଦେବୀ । ଓସ୍କାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁ!-->…
Read More...
Read More...
କୁଆଡେ ଗଲା କଂଗ୍ରେସର ଦମ୍ଭୋକ୍ତି
ମହାନଦୀ ଟ୍ରିବ୍ୟୁନାଲରେ ଭୀଷଣ ପ୍ରତିବାଦ ଜଣାଇଛନ୍ତି ଛତିଶଗଡ ସରକାର
ଓଡ଼ିଶାକୁ ଦୋଷୀ ବୋଲି ସାବ୍ୟସ୍ତ କରିବା ସହ କ୍ଷତିପୂରଣ ମାଗିଛନ୍ତି
ଭୁବନେଶ୍ୱର: ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିଲା, ଏବେ ମହାନଦୀ ମାମଲାରେ ଓଡ଼ିଶାକୁ ସହଯୋଗ ମିଳିବ । ଏମିତି ଭାଷଣବାଜି କରିଥିଲେ, ରାଜ୍ୟ କଂଗ୍ରେସ!-->…
Read More...
Read More...
ମୟୂରଭଂଜକୁ ନବୀନ ପ୍ୟାକେଜ
ମିସନ ଶକ୍ତି ସମାବେଶରେ ମଞ୍ଚ ଉପରେ ମହିଳା ୧୫୦କୋଟି ଭେଟିଦେଲେ, ରିଂ ରୋଡ୍ ପ୍ରତିଶ୍ରୁତି ଛଉ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନ ପାଇଁ ଘୋଷଣା ଭୁବନେଶ୍ୱର: ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବାପାଇଁ ସହର ଚାରିପଟେ ରିଂ ରୋଡ ନିର୍ମାଣ କରାଯିବ । ବାରିପଦାରେ ଏକ ଛଉ ନୃତ୍ୟ ଗବେଷଣା!-->…
Read More...
Read More...
ରାଜକୁମାରୀଙ୍କୁ ନେଇ ଚର୍ଚ୍ଚାରେ ରାଜବାଟୀ
ଭୁବନେଶ୍ୱର: ଏକଦା ବିବାଦ ଭିତରେ ଫସିଯାଇଥିବା ପାରଳା ରାଜବାଟୀ ପୁଣି ଚର୍ଚ୍ଚାକୁ ଆସିଛି । ଏଥର କିନ୍ତୁ ଅନ୍ୟ ଏକ ପ୍ରସଙ୍ଗ ନେଇ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣୀ ତଥା ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଲାଣି ।!-->…
Read More...
Read More...
ଜଗି ପଣ୍ଡାଙ୍କ ପଛରେ ବିଜେପି କାହିଁକି
ସ୍ୱାଧିକାର କମିଟିରୁ ଇସ୍ତଫା ଦେଲେ କନକକମିଟି ଅଧ୍ୟକ୍ଷଙ୍କ ବିରୋଧରେ ବିଷ ଓଗାଳିଲେଧର୍ମେନ୍ଦ୍ର ବି ଏହି ଘଟଣାକୁ ନାପସନ୍ଦ କରିଥିଲେଭୁବନେଶ୍ୱର: ନୋଟିସ ହେଲା । ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା ହାଜର ବି ହେଲୋ । ଗଣମାଧ୍ୟମରେ ତାଙ୍କର ବୟାନ ରଖି ମହିଳା ଉଦ୍ୟୋଗୀଙ୍କୁ କିଭଳି ହରକତ!-->…
Read More...
Read More...