Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category
ରାଜନୀତି
ଅନୁଭବଙ୍କ ଟ୍ୱିଟ୍ ନୂଆ ମୋଡ଼ ନେଲାଣି, କେମିତି ଜାଣନ୍ତୁ
ଭୁବନେଶ୍ୱର: କଟକର ପୁରୀଘାଟ ଥାନା ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଅଡୁଆରେ ପଡିଛନ୍ତି । ଏହି ମାମଲାଟି ଏବେ ନୂଆ ମୋଡ଼ ନେଇଛି । କେବଳ ସେତିକି ନୁହେଁ, ପ୍ରସଙ୍ଗଟି ପରୋକ୍ଷରେ ଆଭ୍ୟନ୍ତରୀଣ ବିଜେଡି କନ୍ଦଳ ଆଡକୁ ମୁହାଁଇଲାଣି । ଯେଉଁ!-->…
Read More...
Read More...
ବିଜେପୁର : ବିଜେଡି-ବିଜେପି ପ୍ରାର୍ଥୀ ଚୂଡାନ୍ତ, କଂଗ୍ରେସରୁ କିଏ?
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଆପାତତଃ ଚୂଡାନ୍ତ ହୋଇଛି । ଆସନ୍ତା ୨୬ ତାରିଖ ପୂର୍ବାହ୍ନରେ ସମ୍ଭବତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମ ଘୋଷଣା କରିପାରନ୍ତି ବୋଲି ଦଳର ଶୀର୍ଷ ନେତୃତ୍ୱ ସୂଚନା ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ,!-->…
Read More...
Read More...
ସବୁ ଶ୍ରେୟ ନିଜେ ନେଉଥିଲେ, ଏବେ ବଦଳିଲେ ନବୀନ
ଟିମ୍ଵାର୍କକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ, ଖୋଲା ସଭାରେ ମନ କଥା ଖୋଲି କହିଲେସରକାରର ସଫଳତା ପଛରେ ମନ୍ତ୍ରୀ, ବିଧାୟକ ଓ ବାବୁଙ୍କ ମିଳିତ ଉଦ୍ୟମ ରହିଛି
ଭୁବନେଶ୍ୱର: ଗତ ୨୦ବର୍ଷର ସରକାରୀ ଆଭିମୁଖ୍ୟରେ ବଡ଼ ପରିବର୍ତନ ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ!-->!-->!-->!-->!-->…
Read More...
Read More...
ବନ୍ଧୁତ୍ୱପୂର୍ଣ୍ଣ ନା ମେଣ୍ଟରେ ଲଢିବେ!
୨୧ରେ ବିଜେପୁର ଉପନିର୍ବାଚନ, ୨୪ରେ ଗଣତିସୁବାସଙ୍କୁ ଥଇଥାନ କରିଛି ବିଜେଡି, ଚର୍ଚ୍ଚାରେ ରୀତାବିଜେପି ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତ ଆଗରେ୨ ବର୍ଷରେ ସାମ୍ନା କଲେଣି ୩ଟି ବିଧାନସଭା ନିର୍ବାଚନ
ଭୁବନେଶ୍ୱର: ବିଜେଡି-ବିଜେପି ମେଣ୍ଟରେ ଲଢିବେ ନା ପ୍ରତିଦ୍ୱନ୍ଦ୍ୱିତାମୂଳକ ନିର୍ବାଚନ!-->!-->!-->…
Read More...
Read More...
ବଳ ବଢାଇବେ କଂଗ୍ରେସ କର୍ମୀ
ନୂଆ ସଦସ୍ୟ ତାଲିକାରେ ବିଜେପି ଆଡକୁ କିଛି ଢଳିଛନ୍ତିଗାଁ ଗଣ୍ଡାରେ କଂଗ୍ରେସ କର୍ମୀଙ୍କୁ ନ ଆଣିଲେ ବିଜେଡିକୁ ବିପଦସୁଧୁରୁନି ହାତ ଦଳ, ନିର୍ବାଚନ ପରେ ନେତାଙ୍କ ମନ ଘରିନି
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଅନେକ ଛାମୁଆ ଓ ପ୍ରଭାବଶାଳୀ ନେତା ଦଳ ଡିଆଁ କରିଥିଲେ । କିଏ ବିଜେଡିକୁ ଗଲା,!-->!-->!-->…
Read More...
Read More...
ଓଏଏସ, ଆଇଏ ଏସ କେବେ?
ଭୁବନେଶ୍ୱର: ଜଣେ କି ଦୁଇ ଜଣ ନୁହେଁ, ପୁଣି ୧୬ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟସରକାର ଆଜି ଚାକିରିରୁ ବିଦା କରିଛନ୍ତି। ଏଥିରେ ଯନ୍ତ୍ରୀ, ପ୍ରଧାନଶିକ୍ଷକ, ଅମିନ ପ୍ରମୁଖ ଅଛନ୍ତି। ଏଥିସହ ପ୍ରଶାସନରେ ଶୂନ୍ୟ ସହନଶୀଳତା ନୀତି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ମାସରେ ୩୭ ଜଣଙ୍କ!-->…
Read More...
Read More...
ଆଡ଼ରୁଷା ମାରିଲେଣି ବିଜେଡି ତୁଙ୍ଗ ନେତା
କାଲି ଯିଏ ପ୍ରଭାବଶାଳୀ, ଆଜି ସେ ଅଲୋଡ଼ା
ଭବିଷ୍ୟତର ନେତାଙ୍କୁ ଥଇଥାନ କଲେ ସୁପ୍ରିମୋ
ସଂଗଠନରେ ଆଉ କିଛି ଗୁରୁତ୍ବ ପାଇବେ
ଅନଙ୍ଗ, ମହେଶ୍ୱରଙ୍କ ଭଳି ନେତା ଆଉ ପାଇବେନି ଗୁରୁତ୍ବ
ଭୁବନେଶ୍ୱର: ବିଜୁ ଜନତା ଦଳ ଟିକେଟରେ ଯେଉଁମାନେ ଗତ ନିର୍ବାଚନ ଲଢ଼ିଥିଲେ, ସେମାନଙ୍କୁ ଥଇଥାନ!-->!-->!-->!-->!-->!-->!-->!-->!-->…
Read More...
Read More...
ସରକାରଙ୍କ ପ୍ରଥମ ଗଣମାଧ୍ୟମ ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ମାନସ ମଙ୍ଗରାଜ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ମାନସ ରଂଜନ ମଙ୍ଗରାଜ ଆଦି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ମଙ୍ଗରାଜ ରାଜ୍ୟ ସରକାରଙ୍କ ଲୋକସଂପର୍କ ନିର୍ଦେଶାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ଏହି ଅବସରରେ ଶ୍ରୀ ମଙ୍ଗରାଜ ଓ ଲୋକସଂପର୍କ!-->!-->!-->…
Read More...
Read More...
ମୋଦୀଙ୍କ ପସନ୍ଦ ଓଡ଼ିଆ ଅଫିସର
ଡ. ପି କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତଏହି ପଦବିରେ ନିଯୁକ୍ତି ପାଇବାରେ ଡ. ମିଶ୍ର ପ୍ରଥମ ଓଡ଼ିଆଗଙ୍ଗାଧର ମେହେର କଲେଜରୁ ଉତ୍ତୀର୍ଣ୍ଣ ହୋଇଥିଲେଭୁବନେଶ୍ୱର: ଓଡ଼ିଶା ପାଇଁ ବଡ଼ ଖବର । ଗୁଜୁରାଟ କ୍ୟାଡର ଆଇଏଏସ୍ ଅଫିସର ଡ. ପି କେ ମିଶ୍ର ( ପ୍ରମୋଦ କୁମାର!-->…
Read More...
Read More...
ରାଜ୍ୟ କଂଗ୍ରେସକୁ ଗାନ୍ଧୀ ଭରସା
ପୁରୁଣା ବେମାରି ଭଲ ହୋଇନି, ପୁଣି ଗୋଷ୍ଠୀ ବାଦ ଅକ୍ଟୋବର ୨ରୁ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ମାତିବେ ନେତା
ଭୁବନେଶ୍ବର: ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ରାଜ୍ୟ କଂଗ୍ରେସର ଭବିଷ୍ୟତ କଣ ହେବ? ଓଡ଼ିଶାରେ ସଂଗଠନ ଭୁଶୁଡିଯିବ କି? ରାଜନୈତିକ ମହଲରେ ଏହାକୁ ନେଇ କଳ୍ପନାଜଳ୍ପନା!-->!-->!-->…
Read More...
Read More...