ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category

ରାଜନୀତି

ଏବେ ନେତା, ବାବୁଙ୍କୁ ବିପଦ

ଭୁବନେଶ୍ବର: ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ତରିକା ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶାସନରେ ନିର୍ଦେଶାଳୟ ବ୍ୟବସ୍ଥାର ପୂର୍ଣ୍ଣଛେଦ ଟାଣି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଉତ୍ତରଦାୟିତ୍ବ ନ୍ୟସ୍ତ ଲାଗି ତିନି ଥାକିଆ…
Read More...

ଅଧା ମନ୍ତ୍ରୀ କରୁଛନ୍ତି କଣ?

ଭୁବନେଶ୍ୱର:ପୂର୍ତ୍ତ ବିଭାଗ ଅାଇ.ବି ରୁ ଫେରିଲା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ଡୁଙ୍ଗୁରିପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ତାଙ୍କର ଡହଳ ବିକଳ ସ୍ଥିତି ଦେଖି ମନ୍ତ୍ରୀ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ପଠେଇବା ପାଇଁ ଯୋଜନା କରିଥିଲେ ।…
Read More...

ନିବିଡତାରୁ ମିଳିଲା ପ୍ରଥମ ଫାଇଦା

ଭୁବନେଶ୍ୱର:ବିଜେଡ଼ି-ବିଜେପି ନିବିଡ଼ତାର ଅାଜି ପ୍ରଥମ ଲାଭ ଓଡ଼ିଶାକୁ ମିଳିଛି । ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି କରିଥିବା ପ୍ରଳୟ ଜନିତ ବିପର୍ଯ୍ୟୟ ପୁନଃନିର୍ମାଣ ଲାଗି କେନ୍ଦ୍ର ସରକାର ଅାଜି ଓଡ଼ିଶାକୁ ବଡ ଭେଟି ଦେଇଛନ୍ତି । ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଫନି ପାଇଁ ୩୩୩୮କୋଟି…
Read More...

ବିଦ୍ରୋହକୁ ଦାନା ଯୋଗାଉଛି କିଏ?

ଭୁବନେଶ୍ୱର: ଏକା ସାଙ୍ଗରେ ଶପଥ ନେଲେ ଆଗପଛ ହୋଇ। ଉଭୟଙ୍କୁ ସଂଖ୍ୟା ଲୋକେ ଅଜାଡି ଦେଇଛନ୍ତି ସଂସଦ ଓ ବିଧାନସଭାରେ। କେନ୍ଦ୍ର ସରକାର ଇତିମଧ୍ୟରେ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ, ତିନି ତଲାକ ଓ କାଶ୍ମୀର ଭଳି ୩ଟି ଐତିହାସିକ ନିଷ୍ପତ୍ତି ନେଇସାରିଲେଣି। ରାଜ୍ୟ ସରକାର ପ୍ରଥମ ତିନି ମାସ…
Read More...

କମ ସନ୍ତୁଷ୍ଟ, ବେଶି ଅସନ୍ତୁଷ୍ଟ

ଭୁବନେଶ୍ୱର: ବିଧାନସଭା ଓ ଲୋକସଭା ଟିକେଟ ପାଇନଥିବା ନେତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପଦ ପଦବୀରେ ଥଇଥାନ କରିଛନ୍ତି। ପଦ ପଦବୀକୁ ଆଖେଇଥିବା ପରାଜିତ ନେତାଙ୍କୁ ପ୍ରଥମ ପର୍ଯ୍ୟାୟରେ ନିରାଶ ହେବାକୁ ପଡିଛି। ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ସୁବ୍ରୋତ ବାଗଚିଙ୍କ…
Read More...

କିଏ ଦେଇପାରିବ ଓଡ଼ିଶା କଂଗ୍ରେସକୁ ନେତୃତ୍ୱ?

ଭୁବନେଶ୍ୱର: ଚାରି ପାଞ୍ଜିରୁ ଯାଇଛି ରାଜ୍ୟ କଂଗ୍ରେସ । ଦଳ ବଢିବା ତ ଦୂରର ତଥା ଦିନକୁ ଦିନ ଏମିତି ପ୍ରଦର୍ଶନ କରୁଛି ଯେ ଓଡ଼ିଶାରେ କଂଗ୍ରେସ ରହିବ ନା ହଜିଯିବ ତାହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହେଲାଣି । ଏମିତି ସମୟରେ ଅନ୍ତରୀଣ ସଭାପତି ଭାବେ ପୁଣି ଥରେ ସୋନିଆ ଗାନ୍ଧୀ ଦାୟିତ୍ୱ…
Read More...

ପ୍ରତିଶୋଧ ପାଇଁ ସଜବାଜ !

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ବିଲ୍‍ରେ ପାଇଁ ଆଖିବୁଜା ସମର୍ଥନ ଦେଇଚାଲିିଥିଲା ବିଜେଡି । ସର୍ତ ନଥିଲା କି ଓଡ଼ିଶାର ସ୍ୱାର୍ଥ ଚିନ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ବୋଲି ଗୋଟିଏ ରାଜ୍ୟସଭା ଆସନ ଛାଡି ଦିଆଗଲା । ଶୀର୍ଷ ନେତୃତ୍ୱର କେନ୍ଦ୍ର ସଂପର୍କ ଦେଖି ଦଳୀୟ ନେତା…
Read More...

ଏବେ ଆଗେଇ ନେବେ ଓଡ଼ିଆ ଅଫିସର

ଭୁବନେଶ୍ୱର:କିଏ ଖୋଲାଖୋଲି ପ୍ରକାଶ କରୁନଥିଲେ ବି ରାଜ୍ୟ ପ୍ରଶାସନରେ ଓଡ଼ିଆ, ଅଣ ଓଡ଼ିଆ ଏଭଳି ଏକ ଭେଦଭାବ ସୃଷ୍ଟି ହେଇଯାଇଥିଲା । ଅଣ ଓଡ଼ିଆ ଅଧିକାରୀଙ୍କ ଗୁରୁତ୍ୱ ବଢୁଥିବା ନେଇ ବଦ୍ଧମୂଳ ଧାରଣା ହେବା ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ବିରୋଧରେ ଏକ ଜନମତ ସୃଷ୍ଟି ହେଉଥିଲା…
Read More...

ଶୁଭେଚ୍ଛା ଜଣାଇ ଚାଲିଗଲେ ସୁଷମା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା। ଆଜି ରାତିରେ ହଠାତ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟାରେ ସେ କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇ…
Read More...

କଣ ସବୁ ବଦଳାଇଲେ ମୋଦୀ-ଶାହ ଯୋଡି

ନୂଆଦିଲ୍ଲୀ: ଭାରତ ସରକାର ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଜମ୍ମୁ-କଶ୍ମୀରକୁ ଭାରତ ଠାରୁ ଅଲଗା କରି ରଖିଥିବା ସମ୍ବିଧାନର ଧାରା ୩୭୦କୁ ଶେଷରେ ଉଚ୍ଛେଦ କରିଛନ୍ତି। ଦେଶ ସ୍ବାଧୀନ ହେବାର ୭୨ ବର୍ଷ ପରେ ସମଗ୍ର ଦେଶରେ ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥା ପ୍ରଚଳିତ ହେବ ଓ ସବୁଠାରେ ଜାତୀୟ…
Read More...