ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category

ରାଜନୀତି

କ୍ଷମତାକୁ ଆସିଲେ ‘ତିନି ତଲାକ୍‌’ ଆଇନ ରଦ୍ଦ

କଂଗ୍ରେସ ମହିଳା ଶାଖା ମୁଖ୍ୟଙ୍କ ପ୍ରତିଶ୍ରୁତି ସଂଖ୍ୟାଲଘୁଙ୍କୁ ତୁଷ୍ଟୀକରଣ ଉଦ୍ୟମ ନୂ୍ଆଦିଲ୍ଲୀ : କଂଗ୍ରେସ ଯଦି ୨୦୧୯ରେ କ୍ଷମତାକୁ ଆସିବ ତେବେ ଏହା ବିବାଦୀୟ ‘ତିନି ତଲାକ୍‌’ ଆଇନକୁ ରଦ୍ଦ କରିଦେବ। ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ମହିଳା ଶାଖା ମୁଖ୍ୟ ସୁଶ୍ମିତା ‌ଦେବ୍।…
Read More...

ଇଞ୍ଜିନିୟରିଂ କଲେଜ୍‌ରେ ସରସ୍ବତୀ ପୂଜାକୁ ନା’

ଥିରୁବନନ୍ତପୁରମ୍‌: ‌କେରଳର ଆଲାପୁଝା ସ୍ଥିତ କୋଚିନ୍‌ ୟୁନିଭର୍ସିଟିର ଅଫ୍‌ ଇଞ୍ଜିନିୟରିଂ କଲେଜ୍‌ର କୁଳପତି ଛାତ୍ରଛାତ୍ରୀଙ୍କୁ ସରସ୍ବତୀ ପୂଜା ପାଇଁ ଅନୁମତି ଦେଇନାହାନ୍ତି। ଉତ୍ତର ଭାରତୀୟ ଛାତ୍ରମାନେ ବିଶ୍ବବିଦ୍ୟାଳୟରେ ସରସ୍ବତୀ ପୂଜା‌ କରିବାପାଇଁ କୁଳପତିଙ୍କ ଅନୁମତି ମାଗିଥି‌ଲେ।…
Read More...

ରବର୍ଟ ଭଦ୍ରା ଓ କୀର୍ତିଙ୍କୁ ଘାଣ୍ଟିଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପୁଣି ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରାଙ୍କୁ ମାରାଥନ୍ ଜେରା କରିଛି। ତାଙ୍କ ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍ ମଧ୍ୟ ଇଡିକୁ ସାମ୍ନା କରିଛନ୍ତି। ଆଇଏନଏକ୍ସ ମିଡିଆ ମାମଲାରେ…
Read More...

ଶାହଙ୍କ ଆହ୍ୱାନ, ଚ୍ୟାଲେଞ୍ଜ ଦେଲେ ନବୀନ

ପୋଡା ଟ୍ରାନସଫର୍ମର, କାଢି ଫିଙ୍ଗିଦିଅ:ଶାହଅପେକ୍ଷା କର, କିଏ ରହୁଛି, କିଏ ଯାଉଛି: ନବୀନ ଭୁବନେଶ୍ୱର: ପୁରୀରେ ଜନଜାତି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସରକାରଙ୍କୁ ଉପାଡି ଫିଙ୍ଗିଦେବା ଆହ୍ୱାନ ଦେଇଥିଲେ । ଏହାର କେଇ ମୁହୂର୍ତ ପରେ ମୁଖ୍ୟମନ୍ତ୍ରୀ…
Read More...

ନବୀନ ରାସ୍ତା ଦେଖାଇଲେ, ମମତା ମାଡିଗଲେ

ଚିଟ୍‍ଫଣ୍ଡ ମାମଲାରେ ଓଡ଼ିଶାରେ ସିବିଆଇ-ପୁଲିସ ବଳକଷାକଷିପଶ୍ଚିମବଙ୍ଗରେ ସିବିଆଇକୁ ଅଟକାଇଲେ ଦିଦି, ପୁଲିସ ସାଥ୍‍ ଦେଲାମମତାଙ୍କ ଧାରଣା, ସମଗ୍ର ଦେଶରେ ହଇଚଇ, ବିରୋଧୀ ପୁଣି ମେଳି ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସିବିଆଇର ଚିଟ୍‍ଫଣ୍ଡ ତନାଘନାକୁ ନେଇ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି…
Read More...

କଳାହାଣ୍ଡି କଂଗ୍ରେସକୁ ଭକ୍ତ ଅଡୁଆ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୬ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାହୁଲ ଉଭୟ ଭବାନୀପାଟଣା ଓ ରାଉରକେଲାରେ ସଭା କରିବେ । ଉଭୟ ସୁନ୍ଦରଗଡ ଓ କଳାହାଣ୍ଡି ଆସନକୁ ଫେରାଇ ଆଣିବା ଲାଗି ପିସିସି ଏଭଳି ଗୋଟିଚାଳନା କରିଛି । ସ୍ଥାନୀୟ ନେତାମାନେ କଂଗ୍ରେସକୁ…
Read More...

ଯୋଗେଶଙ୍କ ଅଡୁଆ ବଢିଲା, ପ୍ରକାଶ ବି

ଭୁବନେଶ୍ୱର: କଂଗ୍ରେସକୁ ବାଏ ବାଏ କରିବାକୁ ଗୋଡ କାଢିଥିଲେ । ରାଜ୍ୟ ନେତୃତ୍ୱ ଚୋଟେ ଦେଲେ । ବାହାର କଟାବ ଦେଖାଇ ଦିଆଗଲା । ବାଧ୍ୟ ହୋଇ ଇସ୍ତଫା ଦେଲେ । ଏବେ ବିଳମ୍ୱରେ ହେଲେ ବି ଜଣାପଡିଛି ଯେ କଂଗ୍ରେସର ଆଶଙ୍କା ବା ଯୋଗେଶଙ୍କୁ ନେଇ ଚର୍ଚ୍ଚା ଅମୂଳକ ନ ଥିଲା । ଶନିବାର ସୁନ୍ଦରଗଡର ଏକ…
Read More...

ହାତ ଛାଡିଥିଲେ, ହାତୀ ଧରିବେ ଶଗରିଆ

ଭୁବନେଶ୍ୱର:ଶେଷରେ ହାତ ଛାଡି ହାତୀ (ବିଏସପି ନିର୍ବାଚନ ଚିହ୍ନ) ସହିତ ଯିବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ । ଆସନ୍ତାକାଲି ସେ ବହୁଜନ ସମାଜବାଦି ପାର୍ଟିରେ ଯୋଗ ଦେଉଥିବା ସୂଚନା ମିଳିଛି । ଏ ନେଇ ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଦଳ ଆୟୋଜନ କରିଛି ଓ ପ୍ରଭାରୀ ଧରମବୀର…
Read More...

କୃଷକଙ୍କୁ ରଗାଇଦେଲା ଅନ୍ତରୀଣ ବଜେଟ

କୃଷକ ସଂଗଠନ କହିଲେ ଦିନକୁ ୩ଟଙ୍କା ୩ ପଇସା କଣ ହେବସ୍ୱାମୀନାଥନ୍‍ କମିଟି ସୁପାରିସ ଲାଗୁ କରିବାରେ ଅସୁବିଧା କେଉଁଠିଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ଏଥିରୁ କିଛି ବି ଫାଇଦା ନାହିଁ ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟରେ କୃଷକଙ୍କ ସ୍ୱାର୍ଥ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି…
Read More...

ନନ୍ଦିନୀଙ୍କୁ ତଡିଦେବେ କି ଲତିକା

ରମେଶଙ୍କୁ ବିଜେଡିରୁ ଟକ୍କର ଦେବ କିଏସାନଖେମୁଣ୍ଡିରେ ତଥାପି ଅଙ୍କ ଛିଣ୍ଡିନି ଭୁବନେଶ୍ୱର:ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ତଥା ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ ନା ବର୍ତମାନର ବିଧାୟିକ ନନ୍ଦିନୀ ଦେବୀ । ଓସ୍କାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁ…
Read More...