ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ
Browsing Category

ରାଜନୀତି

କିଏ ହେବେ ପରବର୍ତ୍ତୀ ପୁଲିସ ଡିଜି?

ବରିଷ୍ଠ ତିନିଜଣଙ୍କ ଭିତରେ ଆସିବେ ପ୍ରଦୀପ କାପୁର, ବିଜୟ ଶର୍ମା ଓ ସୁନୀଲ ବଂଶଲବିଜୟ ଶର୍ମାଙ୍କ କ୍ଷେତ୍ରରେ ସରକାରଙ୍କ ଭୂମିକା କଣ ହେବ ତାହା ଉପରେ ନଜର ଶର୍ମା ଯଦି ତାଲିକାରୁ ବାଦ୍ ପଡିଲେ,ଦୌଡରେ ସାମିଲ ହୋଇପାରନ୍ତି ମନୋଜ ଛାବ୍ରାସନ୍ତୋଷ ଉପାଧ୍ୟାୟଙ୍କୁ ଡିଜି କରିବାକୁ ହେଲେ ଜଣେ…
Read More...

ତୁଳନା ହେଲାଣି, ରାହୁଲ ନା ବରୁଣ କିଏ ପ୍ରଭାବୀ?

ନୂଆଦିଲ୍ଲୀ: ବିଜେପି ଛାଡି କଂଗ୍ରେସକୁ ଆସିବେ କି ବରୁଣ ଗାନ୍ଧୀ? ଏମିତି ଏକ ପ୍ରସଙ୍ଗ ଉପରେ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶ ଲଖମିପୁର ଖେରି ଘଟଣାରେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ କିଏ ତାଙ୍କୁ ବିଜେପି ଛାଡିବାକୁ ଆହ୍ବାନ ଦେଇଛି ତ ଆଉ କିଏ କଂଗ୍ରେସରେ…
Read More...

ସାମ୍ନାକୁ ଆସିବେ ନୂଆ ନେତା, ବଦଳିବେ ସାଂସଦ ପ୍ରାର୍ଥୀ

ଆଗୁଆ ନିର୍ବାଚନ ନେଇ କେନ୍ଦ୍ରରେ ବିଜେପିରେ କସରତ ଆରମ୍ଭ୨୦୨୩ ପ୍ରଥମାର୍ଦ୍ଧରେ ଲୋକସଭା ନିର୍ବାଚନ ପାଇଁ ଯୋଜନା ଚାଲିଛି୨୦୨୨ ଡିସେମ୍ବର ପରେ ବିଜେପିର ଓଡ଼ିଶାରେ ବଦଳିବ ରଣନୀତିଗଣମାଧ୍ୟମ ଜଗତରେ ପଶିବ, ବିଜେଡି ଭିତରେ ଘଣ୍ଟାଚକଟା କରିବବିଜେଡି ବି ପାଇସାରିଲେଣି ସୁରାକ୍, ଭିତରେ ଭିତରେ…
Read More...

ପୁଣି ମାତିଲେ ନବୀନ; ବିରୋଧୀ ଛତ୍ରଭଙ୍ଗ ଦେଲେ କି?

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୂରା ଓଡ଼ିଶା ବୁଲିବେ ବିଜେଡି ସୁପ୍ରିମୋ୫୫ ପ୍ରତିଶତ ଭୋଟ ହାତେଇବା ଲାଗି ନେତାଙ୍କୁ ଟାର୍ଗେଟ ଦେଇଛନ୍ତିନିଜେ ବୁଲୁଛନ୍ତି, ଗାଁ ଗଣ୍ଡା ଗଲେଣି ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାସଂଗଠନ ସଂପାଦକ ବବି ଦାସଙ୍କ ହାତରେ ଏବେ ବଡ ଦାୟିତ୍ବଯେଉଁଠି ରହିଲେ, ବିଜେଡି…
Read More...

ମୋଦୀ ଏବେ ବି ସବୁଠୁ ଅଧିକ ଲୋକପ୍ରିୟ

ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଥିବା ରାଜ୍ଯରୁ ଆସିଲା ସର୍ଭେ ରିପୋର୍ଟପଞ୍ଜାବରେ ଅରବିନ୍ଦ କେଜ୍ରିଓ୍ବାଲ ମୋଦୀଙ୍କ ଠୁ ବି ଅଧିକ ଲୋକପ୍ରିୟରାହୁଲଙ୍କୁ ଚାହୁଁନାହାନ୍ତି ଲୋକେ, ପଞ୍ଜାବରେ ବି ତାଙ୍କର ପତିଆରା ନାହିଁ ନୂଆଦିଲ୍ଲୀ: ଏବେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
Read More...

ଜେଲକୁ ଗଲା ପୁଅ; ଏବେ ବାପାଙ୍କ ପାଳି

ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାରେ ଚାପରେ କେନ୍ଦ୍ର ସରକାରକେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ପାଇଁ ଚାପ ବଢିଲାଣିଆଜି କଂଗ୍ରେସ କରୁଛି ମୌନ ପ୍ରତିବାଦ, ଅଜୟଙ୍କ ସମର୍ଥରେ କେହିନାହାନ୍ତିଆଶିଷ ମିଶ୍ରଙ୍କୁ ୧୨ ଘଣ୍ଟାରେ ୪୦ ପ୍ରଶ୍ନ; ଉତ୍ତର ଦେଇପାରିଲେନି, ବନ୍ଧା…
Read More...

ମୋଦୀଙ୍କ ପିଏମ୍ ସ୍ବାମୀତ୍ବ ଯୋଜନା ପାଇଁ ଅଣ୍ଟାଭିଡ଼ିଲେ ଧର୍ମେନ୍ଦ୍ର

ପିଏମ୍ ସ୍ୱାମୀତ୍ୱ ଯୋଜନାକୁ ଓଡ଼ିଶାରେ ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି ଚିଠି ଲେଖିଲେ ଡ୍ରୋନ୍ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତିର ମ୍ୟାପିଂ କରିବ ପିଏମ ସ୍ୱାମୀତ୍ୱ ଯୋଜନା ଯୋଜନା କାର୍ଯ୍ୟକାରୀ ହେଲେ ଗାଁ ଲୋକମାନେ ନିଜ ସମ୍ପତିକୁ ବ୍ୟବହାର କରି…
Read More...

ଗାନ୍ଧୀ ପରିବାରର ସମୟ ଏବେ ଭଲ ନାହିଁ!

ରାହୁଲଙ୍କୁ ନେଇ କଂଗ୍ରେସରେ କମ୍ପନ, ଦଳ ଭିତରୁ ବିରୋଧର ସ୍ବର ଉଠିଲାଣିବରୁଣ, ମାନେକାଙ୍କ ସ୍ଥିତି ତଦ୍ରୁପ, ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ନାଁ ନାହିଁ ଲଖିମପୁର ଖେରି ମାମଲାରେ ବରୁଣଙ୍କ ଟ୍ବିଟ୍ ବିଜେପି ଅଡୁଆ ବଢ଼ାଇଥିଲା ଦୋଷୀଙ୍କୁ ୩୦୨ରେ ବାନ୍ଧ, ସିବିଆଇ ତଦନ୍ତ ପାଇଁ ଯୋଗୀଙ୍କୁ…
Read More...

ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ; ଏମିତି ଅନ୍ଯ ମାମଲାରେ ହୁଏ କି?

ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲା ଷ୍ଟାଟସ ରିପୋର୍ଟରେ ଅସନ୍ତୁଷ୍ଟ ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖମିପୁର ଖେରି ମାମଲାରେ ସର୍ବୋଚ୍ଚ ନ୍ଯାୟାଳୟ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁକ୍ରବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ହତ୍ୟା…
Read More...

ଭାରତ ଓ ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଲେହରେ ଦୀଘଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ଏବେ ଅରୁଣାଚଳ ପ୍ରଦେଶରୁ ଦୁଇ ସେନା ମୁହାଁମୁହିଁ ହୋଇଥିବା ଖବର ଆସିଛି। ପାଟ୍ରୋଲିଂ ସମୟରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ।…
Read More...