Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ରାଜଧାନୀ ଭୁବନେଶ୍ଵରରେ ସିରିଜ୍ ଦୁର୍ଘଟଣା: ୨ଟି ମୋ ବସ ଓ ୨ଟି କାର ଦୁର୍ଘଟଣା ଗ୍ରସ୍ତ
Browsing Category
ଧର୍ମ
କୁହାଯାଏ, ମାଆଙ୍କ ଲାଗି ରାଜ୍ୟ ଫେରିପାଇଥିଲେ ରାଜା
ଭୁବନେଶ୍ୱର: ଖୋର୍ଦ୍ଧା ନୟାଗଡ ଓ ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସୁନାଖଳାଠାରୁ ରାଜ-ରଣପୁର ଦେଇ ଚାନ୍ଦପୁର ମଧ୍ୟରେ ଗୋପାଳପୁର ଠାରୁ ପଶ୍ଚିମକୁ ମଝିିଁଆଖଣ୍ଡ,ଭେଟବର ଆଗକୁ ଜଙ୍ଗଲ ରାସ୍ତାରେ ପ୍ରାୟ ୨୦ କିଲୋମିଟର ପରେ ପଡେ ପ୍ରାକୃତିକ ଶୋଭା ବିମଣ୍ଡିତ ରାଆଁଳର ମାଆ!-->…
Read More...
Read More...
ନବରାତ୍ରି କରିଛନ୍ତି କି? ଜାଣିରଖନ୍ତୁ କେତୋଟି କଥା…
ଭୁବନେଶ୍ବର: ଅନ୍ୟାୟ ଉପରେ ନ୍ୟାୟର, ମନ୍ଦ ଉପରେ ଭଲର ବିଜୟର ଏକ ସାଙ୍କେତିକ ପର୍ବ ହେଉଛି ଶାରଦୀୟ ନବରାତ୍ରି।ନବରାତ୍ରି ବା ନଅଟି ରାତି ବିଶିଷ୍ଟ ଏହି ଦେବୀ ପୂଜା ମାଆ ଦୁର୍ଗାଙ୍କୁ ସମର୍ପିତ, ଯିଏ କି ଶକ୍ତିର ପ୍ରତୀକ, ଯାହାର ଅର୍ଥ ହେଉଛି ଚରମ ଶକ୍ତି। ରାକ୍ଷସକୁ ପରାହତ କରି ସଂସାରରେ!-->…
Read More...
Read More...
ଗୋସାଣୀ ଯାତ୍ରାକୁ ଲୋକଙ୍କୁ ମନା
ପୁରୀ: କେବଳ ମୂର୍ତ୍ତି ନିର୍ମାଣରେ କଟକଣା ହୋଇଛି, ତା ନୁହେଁ, ଭସାଣୀ କାର୍ଯ୍ଯକ୍ରମରେ ବି ସରକାର କଟକଣା ଲଗାଇଛନ୍ତି। କୋଭିଡ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ପ୍ରଶାସନ ଆସନ୍ତା ୧୬ ତାରିଖରେ ସିଂହଦ୍ବାର ସମ୍ମୁଖରେ କଟକଣା ଜାରି କରିଛି। ସେଦିନ ଗୋସାଣୀ ଯାତ୍ରାକୁ ସର୍ବସାଧାରଣ ଦର୍ଶନ!-->…
Read More...
Read More...
ମାଆ ଚର୍ଚ୍ଚିକାଙ୍କ ସଂପର୍କରେ ଜାଣନ୍ତୁ, ଏମିତି କିଛି କଥା
ଭୁବନେଶ୍ୱର: ଓଡ଼ିଶାର ଦେବୀ ପୀଠ ମଧ୍ୟରେ ମାଆ ଚର୍ଚ୍ଚିକାଙ୍କ ପୀଠର ମହିମା କିଛି ନିଆରା। କଟକ ଠାରୁ ୫୦ କି.ମି ଓ ଭୁବନେଶ୍ୱର ଠାରୁ ୬୦ କି.ମି ଦୂରରେ ମହାନଦୀ ତଟବର୍ତ୍ତୀ ରୁଚିକା ପାହାଡ଼ ଉପରେ ମାଆଙ୍କ ପୀଠ ଅବସ୍ଥିତ। ପୈାରାଣିକ ତଥ୍ୟ ଅନୁଯାୟୀ, ମାଆ ଚର୍ଚ୍ଚିକା ହେଉଛନ୍ତି ମାଆ!-->…
Read More...
Read More...
ମାଆଙ୍କର ବି ନବକଳେବର ହୁଏ…
ଭୁବନେଶ୍ୱର: ତାଳଚେର ସହର ଠାରୁ ପଶ୍ଚିମ ଦିଗକୁ ପ୍ରାୟ ୨୫ କି.ମି ଦୂର ସିଙ୍ଘଡା ନଦୀ ନିକଟସ୍ଥ ଗୋପାଳପ୍ରସାଦ ଗ୍ରାମରେ ଅଗ୍ନୀ ସ୍ୱରୂପା ମାଆ ହିଙ୍ଗୁଳାଙ୍କ ପୀଠ ଅବସ୍ଥିତ। ଏହାପଦ୍ମ କ୍ଷେତ୍ର ବା ହିଙ୍ଗୁଳା କ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଗୋପାଳ ପ୍ରସାଦ ଗ୍ରାମର ପ୍ରବେଶ ଦ୍ୱାରରେ!-->…
Read More...
Read More...
ଏଠି ଶବର ନାଭିରୁ ଫୁଟିଛି ପଦ୍ମଫୁଲ
ଭୁବନେଶ୍ୱର: ମୟୂରଭଞ୍ଜର ଶୁକ୍ରୁଳି ବ୍ଲକର ଖିଚିଂଠାରେ ପୂଜା ପାଉଛନ୍ତି ମାଆ କୀଚକେଶ୍ୱରୀ। କୀଚକେଶ୍ୱରୀଙ୍କୁ ଭଞ୍ଜମାଟିର ଅଧିଷ୍ଠାତ୍ରୀ ଦେବୀ ବୋଲି କୁହାଯାଏ। ଭଞ୍ଜ ରାଜ ବଂଶର ପ୍ରଥମ ରାଜା ଆଦି ଭଞ୍ଜ କୀଚକେଶ୍ୱରୀଙ୍କୁ ପ୍ରତିଷ୍ଠା କରାଇଥିଲେ। ସେତେବେଳେ ଖିଜିଙ୍ଗ କୋଟା ବା ଖିଚିଂ ଥିଲା!-->…
Read More...
Read More...
ଦିନେ ଏଠାରେ ନରବଳି ଦିଆଯାଉଥିଲା!
ଭୁବନେଶ୍ୱର: ପାଟଣାଗଡ ବା ବଲାଙ୍ଗୀରର ପାଟଣେଶ୍ୱରୀ ଯେଭଳି ଆରାଧ୍ୟା ଦେବୀ, ସେମିତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜଉଆସ ପରିସରରେ ମାଆ ମାଣିକେଶ୍ୱରୀ ପୂଜା ପାଆନ୍ତି। ଏଠାରେ ଦେବୀ ପୂଜାର ମହତ୍ତ୍ୱ ନିଆରା। ଏକଦା ଏଠାରେ ନରବଳି ଦିଆଯାଉଥିବା ପ୍ରବାଦ ଅଛି।
କିମ୍ୱଦନ୍ତୀ କହେ,!-->!-->!-->…
Read More...
Read More...
ଏଠାରେ ମାଆଙ୍କୁ ଯିଏ ଥରେ ଯାହା ମାଗିଛି, ତାହା ପାଇଛି
ଆଜି ଷୋଳ ପୂଜାର ଦ୍ବାଦଶ ଦିବସ, ପୁରୀ ଜିଲ୍ଲାର ବିଭିନ୍ନ ଗାଁ, ସାହିରେ ବିମାନରେ ଦର୍ଶନ ଦେଉଛନ୍ତି ଦୁର୍ଗା-ମାଧବ
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ଶକ୍ତି ବା ତନ୍ତ୍ର ପୀଠ ରାଜ୍ୟର ଘରେ ଘରେ ପରିଚିତ। ଦେବୀ ଯେତିକି ପ୍ରତ୍ୟକ୍ଷ, ସେତିକି ଉଗ୍ର। ଏହି ପୀଠରେ ଦୁର୍ଗାପୂଜା!-->!-->!-->…
Read More...
Read More...
ବଲାଙ୍ଗୀର ପାଟଣେଶ୍ବରୀଙ୍କ ପାଖରେ ଖଣ୍ଡା ପୂଜା କାହିଁକି?
ଆଜି ଷୋଳ ପୂଜାର ଏକାଦଶ ଦିବସ, ନବରାତ୍ର ଉପବାସ କରି ଭକ୍ତ ଡାକୁଛନ୍ତି ମାଆଙ୍କୁ
ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ରହିଛି ଦେବୀ ପାଟଣେଶ୍ୱରୀଙ୍କ ମନ୍ଦିର। କିମ୍ୱଦନ୍ତୀ କହେ, ପାଟଣାଗଡରେ ପ୍ରଥମେ କାମଚଣ୍ଡୀଙ୍କୁ ସ୍ଥାପନା କରାଯାଇଥିଲା। କଳିଙ୍ଗ ବିଜୟ କରି ମାଧବ ଚନ୍ଦ୍ର ଦେବ!-->!-->!-->…
Read More...
Read More...
ପ୍ରତି ସଂକ୍ରାନ୍ତିରେ ଭୈରବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କାହିଁକି?
ଷୋଳ ପୂଜାର ଆଜି ଦଶମ ଦିବସ, ଚଣ୍ଡିପାଠରେ କମ୍ପୁଛି ଦେବୀ ପୀଠ
ଭୁବନେଶ୍ବର: ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ଦେବୀ ପୀଠ ରହିଛି, ଯେଉଁଠି ଶାରଦୀୟ ପୂଜାର ମହତ୍ତ୍ୱ କିଛି ଅଲଗା। ଏହା କିନ୍ତୁ ଉପକୂଳ କିମ୍ୱା ପଶ୍ଚିମ ଓଡ଼ିଶାରେ ନୁହେଁ: ବରଂ ଦକ୍ଷଣ ଓଡ଼ିଶାର ଏହି ଦେବୀ ପୀଠ ଅବିଭକ୍ତ ଗଞ୍ଜାମ!-->!-->!-->…
Read More...
Read More...