ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ସାମାଜିକ

ଡ୍ରେନ ଗିଳିଲା ପ୍ରାଣ, ଏ ର୍ବଷର ପ୍ରଥମ

ସାଲିଆ ସାହିରେ ଉତ୍ତେଜନା ଧସ୍ତାଧସ୍ତିଡ୍ରେନ-ରାସ୍ତା ମିଶିଯାଇଥିଲା, ଗଳିପଡିଲେ ଭୁବନେଶ୍ବର: ମୁକୁଳା ଡ୍ରେନ ପାଣିରେ ଆଜି ଜଣେ ବୃଦ୍ଧା ଭାସିଯାଇଛନ୍ତି। ସ୍ଥାନୀୟ ସାଲିଆସାହିରେ ଏଭଳି ଅଘଟଣ ଘଟିଛି। ମୃତ ବୃଦ୍ଧାଜଣଙ୍କ ହଲେେ, ଆନ୍ଧ୍ରପ୍ରଦେଶ ମଣ୍ଡରେଶ୍ବରର ପି. ଅପଲାମା ଓ ତାଙ୍କ ବୟସ ୬୦
Read More...

ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗ: ଯେତିକି ଦେଇନାହାନ୍ତି, ସେତିକି ଖର୍ଚ୍ଚ

ଭୁବନେଶ୍ବର: ଚିଟ୍‌ଫଣ୍ଡ୍‌ ଠକେଇର ଶିକାର ହୋଇଥିବା ଜମାକାରୀ ଯେତିକି ଅର୍ଥ ପାଇନାହାନ୍ତି, ତଦନ୍ତ କମିସନଙ୍କ ବାବଦରେ ତା ଠାରୁ ଅଧିକ ର୍ଖଚ୍ଚ ହେଲାଣି। ଆଜି ବିଧାନସଭାରେ ସରକାର ତଥ୍ୟ ରଖିଛନ୍ତି ଯେ ଚିଟଫଣ୍ଡ ତଦନ୍ତ କମିସନ୍‌ ପାଇଁ ଇତିମଧ୍ୟରେ ୫ କୋଟି ୫୫ ଲକ୍ଷ ଟଙ୍କା ଖର୍ଚ୍ଚ
Read More...

ନିର୍ଯାତନା ସୀମା ଟପିଲାଣି

କେଉଁ ସ୍ୱାର୍ଥରେ ସଂପର୍କ ଯୋଡିଲେ ରାଜ୍ୟ-କେନ୍ଦ୍ରମହାନଦୀ ତଥ୍ୟ ଦେଉନାହାନ୍ତି ଛତିଶଗଡ ସରକାରମୂଲ୍ୟାୟନକାରୀ ନିଯୁକ୍ତି କରିିବେ ଟ୍ରିବ୍ୟୁନାଲପରବର୍ତୀ ଶୁଣାଣି ଅଗଷ୍ଟ ୩କୁ ଘୁଞ୍ଚିଲାଅସନ୍ତୋଷ ଜଣାଇଲେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଭୁବନେଶ୍ୱର: ଇତିମଧ୍ୟରେ ବିଜେଡି-ବିଜେପି ସଂପର୍କରେ
Read More...

ବାତ୍ୟାରେ ନିଜ କାର୍ଯ୍ୟର ପ୍ରମାଣ ଦେଲା ପୁଲିସ

ଭୁବନେଶ୍ୱର: ବାତ୍ୟା କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇଛି । ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ଭୟଙ୍କର ବାତ୍ୟା ଫନି-୨୦୧୯ ମୁକାବିଲାରେ ଓଡ଼ିଶା ପୁଲିସର ଭୂମିକା ସଂକ୍ରାନ୍ତ ରାଜ୍ୟ ପୁଲିସ ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ରକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ
Read More...

ଗାନ୍ଧୀବାଦ ବିରୋଧରେ ମିଛ ପ୍ରଚାର ପ୍ରତିହତ କର

ଭୁବନେଶ୍ବର: ବିଗତ କିଛିବର୍ଷ ମଧ୍ୟରେ ଦେଶରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ବିଚାରଧାରାର ଲଢ଼େଇ ଏବେ ନିର୍ଣ୍ଣାୟକ ସ୍ଥିତିକୁ ଆସିଛି। ଗୋଟିଏ ପଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେର ପୂଜା କରିବାକୁ ରାଜନୈତିକ ପୁରୋଧାମାନେ ଖୋଲାଖୋଲି ସାମ୍ନାକୁ ବାହାରୁଥିବା
Read More...

ଗମ୍ଭୀର ହେଲାଣି ବିହାର ସ୍ଥିତି

ଗ୍ରୀଷ୍ମପ୍ରବାହ ମୃତ୍ୟୁ ସଂଖ୍ୟା ୧୨୩ ଛୁଇଁଲାଏଇଏସ୍ ନେଲାଣି ୧୦୦ରୁ ଅଧିକ ପ୍ରାଣ ନୂଆଦିଲ୍ଲୀ: ବିହାରରେ ଅସହ୍ୟ ଗ୍ରୀଷ୍ମପ୍ରବାହ କାରଣରୁ ଶନିବାର ଗୋଟିଏ ଦିନରେ ଗ୍ରୀଷ୍ମପ୍ରବାହ ଯୋଗୁଁ ୪୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସୋମବାର ସୁଦ୍ଧା ଏହି ସଂଖ୍ୟା ୧୨୩ରେ ପହଞ୍ଚିଛି। ଔରଙ୍ଗାବାଦ୍‌ରେ
Read More...

ଚିହ୍ନିରଖ ଭ୍ରାତାଙ୍କ ବଦନ

ଆଚମ୍ୱିତ କରୁଛି ଲୋକପ୍ରତିନିଧି, ରାଜନେତାଙ୍କ ଆଚରଣନିର୍ବାଚନରେ କାକୁତିମିନତି ହେଉଥିଲେ, ଏବେ ବଦଳିଗଲେବିପଦବେଳେ ମଉଜ କରୁଛନ୍ତି ନେତା, ବୁଲୁଛନ୍ତି ରାଜ୍ୟବାହାରେବିଜେଡି, କଂଗ୍ରେସ ଓ ବିଜେପି ଦଳର ନେତା, କର୍ମୀଙ୍କ ଦେଖା ନାହିଁନବୀନ, ଧର୍ମେନ୍ଦ୍ର ଲଢୁଛନ୍ତି, ଭାଷଣବାଜିରେ ବ୍ୟସ୍ତ
Read More...

ବିଦ୍ୟୁତ ଠିକାଦାରଙ୍କୁ ସରକାରଙ୍କ ନାଲିଆଖି

ନିର୍ଦେଶ ନ ମାନିଲେ, ଲାଇସେନସ ରଦ୍ଦ ଧମକ ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗୋଟିଏ ପଟେ ଦାୟିତ୍ୱରେ ଥିବା ୬ଜଣ ଆଇଏଏସ୍‍ ଅଫିସର ତୁହାକୁ ତୁହା ବୈଠକ ଜାରି ରଖିଥିବା ବେଲେ ଅନ୍ୟପଟେ ରାଜ୍ୟ ସରକାର ଆଜି
Read More...

୧୨ ସୁଦ୍ଧା ରାଜଧାନୀରେ ସମସ୍ତଙ୍କୁ ବିଦ୍ୟୁତ

ପୁରୀରେ କ୍ଷେତ୍ରରେ କିନ୍ତୁ ମାସେ ଲାଗିବଫନି ମୃତ୍ୟୁ ସଂଖ୍ୟା ୪୧ ଛୁଇଁଲା ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଫନି କାରଣରୁ ୪୧ଜଣଙ୍କର ମୃତ୍ୟୁ ହେଲାଣି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । କେବଳ ସେତିକି ନୁହେଁ, ଆଜି ସରକାରୀ ଅଧିକାରୀମାନେ କହିଛନ୍ତି, ବୁଧବାର
Read More...

ଉଜା଼ଡିଲା ଭିତ୍ତିଭୂମି

ଫନି ପ୍ରଭାବରେ ୧୪ଟି ଜିଲ୍ଲାରେ ବହୁସଂଖ୍ୟକ ସ୍କୁଲ ଓ ସ୍ବାସ୍ଥ୍ୟକନେ୍ଦ୍ର ଗୃହ, ଗଛ, ଗ୍ରୀଷ୍ମକାଳୀନ ଫସଲ, ପନିପରିବା ନଷ୍ଟ ହୋଇଛି। ସରକାରଙ୍କ ପ୍ରାରମ୍ଭିକ ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି। ହିସାବ ଅନୁସାରେ, ୫୨୪୪ଟି ପ୍ରାଥମିକ ବିଦ୍ୟାଳୟ, ୫୪୭ଟି ଉଚ୍ଚ ପ୍ରାଥମିକ ଓ ବିଦ୍ୟାଳୟ, ୧୮୦ଟି
Read More...