Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category
Uncategorized
ପ୍ରଫେସର ବି ସି ରାଉତ ଆଉ ନାହାନ୍ତି
ଭୁବନେଶ୍ବର: ରାଜନୀତି ବିଜ୍ଞାନ ପାଠ ପଢିଥିବେ, ଆଉ ପ୍ରଫେସର ବି ସି ରାଉତ ବା ବିଷ୍ଣୁ ଚରଣ ରାଉତଙ୍କୁ ଜାଣିନଥିବେ, ଓଡ଼ିଶାରେ ସମ୍ଭବତଃ ଏମିତି ଜଣେ କେହି ଛାତ୍ର ନଥିବେ। ପ୍ରଫେସର ରାଉତଙ୍କ ବହି ଯୁକ୍ତ ଦୁଇରୁ ଆରମ୍ଭ କରି ଗବେଷଣାଲବ୍ଧ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଉପାଦାନ ଥିଲା। ଏହି!-->…
Read More...
Read More...
ସୋସିଆଲ ମିଡିଆକୁ କମ୍ବ୍ୟାକ୍ କଲେ ଅନନ୍ୟା
ମୁମ୍ବାଇ: ଆର୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଲିଙ୍କ ନେଇ ଜଣାପଡିବା ପରେ ବଢିଥିଲା ଅନନ୍ୟାଙ୍କ ଅଡୁଆ। ପଚରାଉଚରା କରିବାକୁ ଡାକିଥିଲା ଏନସିବି। ଏହା ପରେ ଅନନ୍ୟାଙ୍କୁ ଏନସିବି ଅଫିସ ବାହାରେ ଦେଖିବାକୁ ମିଳିଥିଲା। ହେଲେ ଏହି ଘଟଣା ପରେ ସୋସିଆଲ ମିଡିଆରୁ ଦୂରେଇ!-->…
Read More...
Read More...
ଆସନ୍ତା ୭ ଦିନ ବନ୍ଦ ରହିବ ରେଳବାଇ ପିଆରଏସ
ନୂଆଦିଲ୍ଲୀ: ରେଳବାଇ ନିଜର ସିଷ୍ଟମକୁ ଅପଡେଟ କରିବାକୁ ଯାଉଛି> ଏଥିପାଇଁ ରେଳବାଇ ଏହାର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା(ପିଆରଏସ)କୁ ସାତ ଦିନ ପାଇଁ ରାତିରେ ବନ୍ଦ ରଖିବ। ସଟଡାଉନର ଏହି ପ୍ରକ୍ରିୟା ୬ ଘଣ୍ଟା ପାଇଁ କରାଯିବ। ରାତି ସାଢେ ୧୧ରୁ ସକାଳ ସାଢେ ୫ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ!-->…
Read More...
Read More...
କାହିଁକି ଦିଲ୍ଲୀରେ ବନ୍ଦ ହେଲା ସ୍କୁଲ
ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଗୋଟିଏ ସପ୍ତାହ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ଏକ ଜରୁରୀ ବୈଠକରେ ନିଷ୍ପତି ନିଆଯାଇଛି ଯେ, ପ୍ରଦୂଷଣ ପାଇଁ ସୋମବାରରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ବୈଠକରେ ନିଆଯାଇଥିବା ଚାରୋଟି ବଡ ନିଷ୍ପତିରୁ!-->…
Read More...
Read More...
ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବେ..
ଆଉ ବରଦାସ୍ତ କରାଯିବନି । ଏବେ ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବେ ସେନା । ଜମ୍ମୁ କାଶ୍ମୀରରେ ସାଧାରଣ ଲୋକଙ୍କୁ ଆତଙ୍କବାଦୀ ବାରମ୍ବାର ଟାର୍ଗେଟ କରି ହତ୍ୟା କରିବା ପରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଗୃହମନ୍ତ୍ରାଳୟ ଜମ୍ମୁ କାଶ୍ମୀରକୁ ସିଆରପିଏଫର ୫!-->…
Read More...
Read More...
ଏତେ ସବୁ କଟକଣାରେ ଖୋଲିଲା
ନୂଆଦିଲ୍ଲୀ: କରୋନା ସଂକ୍ରମଣ କମ ହେବା ପରେ ଏବେ ଧୀରେ ଧୀରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପାଖାପାଖି ଦେଢ ବର୍ଷ ପରେ ଆଜିଠୁ ସ୍କୁଲ ଖୋଲିବା ସହ ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହୋଇଛି । ତେବେ ୫୦ ପ୍ରତିଶତରୁ ଅଧିକ ପିଲା ଯେମିତି ଏକାଥରକେ ସ୍କୁଲ ଆସିବେ!-->…
Read More...
Read More...
ଅଣକାଶ୍ମୀରବାସୀଙ୍କ ମୁଣ୍ଡ ଖୋଜୁଛନ୍ତି ଆତଙ୍କବାଦୀ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଚଳିତ ମାସ ଆରମ୍ଭରୁ ଆତଙ୍କବାଦୀ ମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି। ସେମାନଙ୍କ ଟାର୍ଗେଟରେ ଅଛନ୍ତି ମୁଖ୍ୟତଃ ସଂଖ୍ୟାଲଘୁ ଓ ଅଣକାଶ୍ମୀର ବ୍ୟକ୍ତି। ଏହା ଏବେ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ଘଟଣା ସଂପର୍କରେ!-->…
Read More...
Read More...
‘ରଦ୍ଦ ହେଉ ଭାରତ-ପାକିସ୍ତାନ ମ୍ୟାଚ’
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ଯୋଗୁଁ ଗତ ସପ୍ତାହରେ ଭାରତର ୯ ସୈନିକ ସହିଦ ହୋଇଛନ୍ତି। ପାକିସ୍ତାନ ଆତଙ୍କବାଦୀ ଭାରତରେ ଲଗାତର ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି। ସୀମାରେ ଏନକାଉଣ୍ଟର ଜାରି ରହିଛି। ଆତଙ୍କୀମାନେ ଜମ୍ମୁ କାଶ୍ମୀରର ସାଧାରଣ!-->…
Read More...
Read More...
ଆଜି ବି ତୈଳ ଦର ବଢ଼ିଲା
ଭୁବନେଶ୍ବର: ଦେଶରେ ଆଜି ପୁଣି ବଢିଛି ତୈଳ ଦର। ତୈଳ କମ୍ପାନି ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଁଏ ବୃଦ୍ଧି କରିଛନ୍ତି। ଲଗାତର ତୈଳ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଦେଇଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି। ଡିଜେଲର ଦର ବଢିବାରୁ ପରିବହନ!-->…
Read More...
Read More...
ଜିଅନ୍ତା ପୋତା ହେବାର ଡର, ଏଣୁ କବରରେ ବି…
ଆପଣ କେବେ କବରରେ ଝରକା ଥିବା ଦେଖିଛନ୍ତି କି? କିନ୍ତୁ ଇଂଲଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଆପଣ ଭାବୁଥିବେ କିଏ ଏଭଳି କାହିଁକି ବା କରିବ। ହେଲେ ଯେତେବେଳେ ଅଷ୍ଟଦଶ ଶତାଦ୍ଦୀର ଶେଷ ଭାଗରେ ଡାକ୍ତର ଟିମୋଥି କ୍ଲାର୍କ ସ୍ମିଥଙ୍କ ମୃତ୍ୟୁ ହୋଇଥିଲା,ତାଙ୍କର କବରରରେ ଏକ ଝରକା!-->…
Read More...
Read More...