କଟକ ବଡ଼ ମେଡିକାଲରେ ବିରଳ ଘଟଣା
ଓଡିଶାରେ ଚିକିତ୍ସା ଇତିହାସରେ ଏକ ବିରଳ ଘଟଣା ଘଟିଛି । ଏକା ସାଙ୍ଗେ ୪ଟି ଶିଶୁ କନ୍ୟାକୁ ଜନ୍ମଦେଇଛନ୍ତି ଜଣେ ମହିଳା । ଏସସିବିରେ ଡାକ୍ତରଙ୍କ ଚେଷ୍ଟାରେ ସୁରକ୍ଷିତ ଭାବେ ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ମହିଳା । ଉଭୟ ମା ଓ କନ୍ୟା ସନ୍ତାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଇଛି ।!-->…
Read More...
Read More...