ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବିଶ୍ୱ ଦେଖିବ ମହାମୁକାବିଲା..

ଆଜି ବିଶ୍ୱ ଦେଖିବ କ୍ରିକେଟର ସବୁଠୁ ବଡ଼ ମୁକାବିଲା । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ସହ ମୁକାବିଲା କରିବ ଭାରତ । ତେବେ ଦୁଇ ପ୍ରମୁଖ ଦଳଙ୍କ ରୋମାଞ୍ଚକର ମୁକାବିଲାକୁ ଚାହିଁ ବସିଛନ୍ତି ଉଭୟ ଦଳର କ୍ରିକେଟ ପ୍ରେମୀ । ପଡିଆରେ ଅଭ୍ୟାସ ଆରମ୍ଭ କରିଛି ବିରାଟ ବାହିନୀ । ଧୋନୀ…
Read More...

ଏହା ପ୍ରଡକ୍ସନ ହାଉସ ନୁହେଁ, ଏନସିବି ଅଫିସ

ଏନସିବି ଅଫିସରେ ୩ ଘଣ୍ଟ। ଡେରିରେ ପହଞ୍ଚିଥିଲେ ଅନନ୍ୟାଏନସିବି ଅଫିସର ସମୀର ୱାଙ୍ଖଡେ କଲେ ତାଗିଦ୍‌ସୋମବାର ପୁଣି ଡ୍ରଗ୍ସ ମାମଲାରେ କରାଯିବ ଜେରା ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଛାନଭିନ ଜୋରଦାର ଚଳାଇଛି । ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଜେଲରେ ଅଛନ୍ତି ।…
Read More...

୭ ପର୍ବତାରୋହୀଙ୍କ ମିଳିଲା ମୃତଦେହ

ଉତ୍ତରାଖଣ୍ଡରେ ଖରାପ ପାଗ ଓ ପ୍ରବଳ ତୁଷାରପାତ ଯୋଗୁଁ ଅଘଟଣ ଘଟିଛି । ଉତ୍ତରାଖଣ୍ଡରୁ ହିମାଚଳ ଯାଏଁ ଟ୍ରେକିଂରେ ବାହାରିଥିବା ୧୧ ନିଖୋଜ ପର୍ବତାରୋହୀଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ୨ ଜଣ ଏବେ ବି ନିଖୋଜ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଅକ୍ଟୋବର ୧୧ରୁ…
Read More...

ଶ୍ରୀନଗର ଯିବେ ଶାହା

କାଶ୍ମୀର ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜିଠୁ ତିନି ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯିବେ । ଆଜି ଶ୍ରୀନଗରରେ ପହଞ୍ଚିବା ପରେ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ ।ପଞ୍ଚାୟତ ସଦସ୍ୟ ଓ ରାଜନୈତିକ କର୍ମୀଙ୍କୁ ସମ୍ବୋଧନ…
Read More...

ଯେବେ ଆର୍ୟନ ଓ ଅନନ୍ୟାଙ୍କ ଡେଟିଂକୁ ନେଇ ହୋଇଥିଲା ଚର୍ଚ୍ଚା

ଡ୍ରଗ୍ସ ମାମଲାକୁ ନେଇ ଉଠୁଛି ପଡୁଛି ବଲିଉଡ଼ । ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ଏବେ ଏନସିବି ଟାର୍ଗେଟରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଦୁଇ ଜଣ ଡ୍ରଗ୍ସ ମାମଲାରେ ଏବେ ଏନସିବି ରାଡାରରେ ଅଛନ୍ତି । ଆର୍ୟନ ଖାନ ଜେଲରେ ଥିବା ବେଳେ ଅନନ୍ୟା ପାଣ୍ଡେଙ୍କୁ…
Read More...

‘ଭାରତର ସାମର୍ଥ୍ୟକୁ ସାରା ବିଶ୍ୱ ଉପଲବ୍ଧି କରିଛି’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶକୁ ସମ୍ବୋଧିତ କରିଛନ୍ତି । କରୋନା ସମୟରେ ଦେଶ ଯେଉଁ ଉପଲବ୍ଧି ହାସଲ କରିଛି ସେଥିପାଇଁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୋଦୀ କହିଛନ୍ତି ଅକ୍ଟୋବର ୨୧ରେ ଭାରତ ଏକ ଅସାଧାରଣ ଲକ୍ଷ୍ୟ ହାସଲ କରିଛି । ୧୦୦ କୋଟି ଟିକାକରଣ କେବେଳ ସଂଖ୍ୟା…
Read More...

ଚୀନରେ ଫେରିଲା କରୋନା

ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବଢିବା ଆରମ୍ଭ ହୋଇଛି । ଗତ କିଛି ଦିନଧରି ଲଗାତର ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ନୂଆ ମାମଲା ସାମନାକୁ ଆସୁଥିବାରୁ ଚୀନ ସରକାର ପୁଣି କଠୋର ପଦକ୍ଷେପ ନେଇଛନ୍ତି। ବିମାନ ବାତିଲ କରିଦିଆଯାଇଛି । କିଛି ଯାଗାରେ ସ୍କୁଲ ବନ୍ଦ…
Read More...

ଆଜି ପୁଣି ଏନସିବିରେ ହାଜର ହେବେ ଅନନ୍ୟା

ଆଜି ପୁଣି ଏନସିବିରେ ହାଜର ହେବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଆଜି ତାଙ୍କୁ ପୁଣି ଡକାଯାଇଛି । ଗତକାଲି ଶାହାରୁଖ ଖାନ ଓ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ପହଞ୍ଚିଥିଲା । ଏହା ପରେ ଅନନ୍ୟାଙ୍କ ଏନସିବି ଅଫିସରେ ହାଜର ପାଇଁ ସମନ…
Read More...

ଜେସିବିରେ ଖଣ୍ଡ ଖଣ୍ଡ କରିଥିଲା ମୃତଦେହ

ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ କେମିତି କରିଥିଲା ହତ୍ୟା ? ହତ୍ୟା ପରେ ମୃତଦେହକୁ କେମିତି ପୋଡିଥିଲା? ପୋଡିବା ପରେ ଗାତରେ କେମିତି ପୋତିଥିଲା? ସମସ୍ତ ଘଟଣାର କ୍ରାଇମ ସିନ ରିକ୍ରିଏସନ କରିଛି ପୁଲିସ । ହତ୍ୟାକାରୀ ଗୋବିନ୍ଦ ସାହୁକୁ ଘଟଣା ସ୍ଥଳକୁ ଅଣାଯାଇଥିଲା ।…
Read More...

ଅମୀର ଖାନ୍‌ଙ୍କ ବିଜ୍ଞାପନକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା

ବଲିଉଡ଼ ଅଭିନେତା ଅମୀର ଖାନଙ୍କ ଏକ ବିଜ୍ଞାପନ ବେଶ ଭାଇରାଲ ହେବାରେ ଲାଗିଛି । ବିଜ୍ଞାପନରେ ଅମୀର ଖାନ ରାସ୍ତାରେ ଲୋକଙ୍କୁ ବାଣ ନଫୁଟାଇବାକୁ ଅପିଲ କରୁଛନ୍ତି । ଏହି ବିଜ୍ଞାପନଟି ଟାୟାର କମ୍ପାନୀ ସିଟ ଲିମିଟେଡର ଅଟେ । ତେବେ ଏବେ ଏହି ବିଜ୍ଞାପନଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ…
Read More...