Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍, କ୍ୟାବିନେଟ୍ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category
ରାଜନୀତି
ରାଜରାସ୍ତାରେ ବିଜେପି, କଂଗ୍ରେସ
ବିଜେପିର ‘ବିଜୁଳି’ କଂଗ୍ରେସର ‘ତେଲ’
ଭୁବନେଶ୍ବର: କରୋନା ମହାମାରୀ ସମୟରେ ଦରଦାମ ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିପକାଇଲାଣି । ଆଉ ସହିହେବନି । ତୁରନ୍ତ ଦରଦାମ କମାଅ । ଆଜି ରାଜ୍ୟ ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ଗର୍ଜନ!-->!-->!-->…
Read More...
Read More...
ମୋଦୀଙ୍କ ନଜରରେ ଉତ୍ତର-ପୂର୍ବ ରାଜ୍ୟ କାହିଁକି?
ବଡ଼ ଭୋଟ ବ୍ୟାଙ୍କ ଭାବେ ଉଭା ହେଉଛିଏକାଥରକେ ପାଞ୍ଚ ମନ୍ତ୍ରୀ ଦେଇଛନ୍ତି ମୋଦୀ୮ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେକୋଭିଡ ତୃତୀୟ ଲହର ପାଇଁ ସତର୍କ କଲେ
ନୂଆଦିଲ୍ଲୀ: ଉତ୍ତର ପୂର୍ବାଞ୍ଚଳ ଉପରେ ଏବେ ପ୍ରଧାନମନ୍ତ୍ରୀଙ୍କ ନଜର। ମନ୍ତ୍ରିମଣ୍ଡଳ ଅଦଳବଦଳ କରିବା ପରେ ଆଜି!-->!-->!-->…
Read More...
Read More...
ମୋଦୀଙ୍କ ଅର୍ଥନୈତିକ ବ୍ୟାପାର କମିଟିରେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଦ୍ୟ ଗଠିତ କ୍ୟାବିନେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମିଟି ଭାବରେ ଜଣାଶୁଣା “କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟାର୍ସ” ବା ଅର୍ଥନୈତିକ ବ୍ୟାପାର କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ଦିଆଯାଇଛି। ଏହି କମିଟି ଦେଶର!-->…
Read More...
Read More...
ଅଶ୍ବିନୀଙ୍କ ଗୁରୁତ୍ବ ବଢାଇଲେ ପ୍ରଧାନମନ୍ତ୍ରୀ
କ୍ୟାବିନେଟ କମିଟିରେ ବଡ଼ ପରିବର୍ତ୍ତନ ଆଣିଲେ ମୋଦୀସିନ୍ଧିଆ, ଯାଦବ, ସ୍ମୃତି ଏବଂ ସର୍ବାନନ୍ଦଙ୍କୁ ସାମିଲ କରାଗଲା
ନୂଆଦିଲ୍ଲୀ: କ୍ୟାବିନେଟ୍ ଅଦଳବଦଳ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ପାଦେ ଆଗକୁ ଯାଇ ବିଭିନ୍ନ କ୍ୟାବିନେଟ୍ କମିଟିରେ ବଡ଼ ପରିବର୍ତ୍ତନ!-->!-->!-->…
Read More...
Read More...
ମୋଦୀଙ୍କ ବିଜେପି ଏବେ ସୁରକ୍ଷିତ!
ଅଧାରୁ ଅଧିକ ଲୋକଙ୍କ ସମର୍ଥନ ଥାଇ ବି ବିରୋଧୀ ବିଭାଜିତଆଞ୍ଚଳିକ ଦଳ ମଧ୍ୟରେ ଏକତା ନାହିଁ, ନିଜ ରାଜ୍ୟ ପାଇଁ ବ୍ୟସ୍ତନିଜକୁ ନିଜେ ଦୁର୍ବଳ କରୁଛି କଂଗ୍ରେସ, ଘର ମୁରବି କଳି ତୁଟିନିକଂଗ୍ରେସକୁ ଛାଡ଼ି ବିରୋଧୀ ଶକ୍ତି ଅସମ୍ଭବ, ବାମ ଦଳ ନିଷ୍ପ୍ରଭ
ଭୁବନେଶ୍ବର: ନିକଟରେ ଏନ୍ସିପିର!-->!-->!-->…
Read More...
Read More...
ମୋତେ ସାର୍ ନୁହେଁ, ବସ୍ ଡାକ…!
କାହିଁକି ଏମିତି କଥା କହିଲେ ଅଶ୍ୱିନୀ ?ସରକାରରେ ନୂଆ ପରମ୍ପରା ଆରମ୍ଭ କଲେଗଣତନ୍ତ୍ରରେ ପଶିଗଲା କି କର୍ପୋରେଟ୍ ଢାଞ୍ଚା
ନୂଆଦିଲ୍ଲୀ: ଏଣିକି ମୋତେ ସାର୍ ନୁହେଁ, ବସ୍ ଡାକ। ନୂଆ ନୂଆ କେନ୍ଦ୍ର ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କ ଏଭଳି ବୟାନକୁ ନେଇ ଏବେ ବେଶ ଚର୍ଚ୍ଚା । ଏହି କଥା!-->!-->!-->…
Read More...
Read More...
ବେଳେ ବେଳେ ଭାଗ୍ୟ ଓ ଯୋଗ ଏମିତି କରାଏ
ଭୁବନେଶ୍ବର: ରାତି ପାହିଥିଲେ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାର ରାଜା ହୋଇଥାନ୍ତେ। ଗୋଟିଏ ରାତିର ଖେଳ ସମୁଦାୟ ଚିତ୍ରକୁ ଓଲଟପାଲଟ କରିଦେଲା। ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରେ ଗଲେ।
ରାଜନୀତିରେ ଭାଗ୍ୟ ଓ ଯୋଗ ସଂପର୍କରେ ଏଭଳି ଏକ ସଙ୍କେତ ରହିଛି ରାମାୟଣରେ।
ହେଲେ ଏବେ ବି ଏମିତି ଅନେକ!-->!-->!-->!-->!-->…
Read More...
Read More...
ମହାପ୍ରଭୁଙ୍କ ନବଯୌବନ ଦର୍ଶନ
ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକମ୍
କଦାଚିତ୍ କାଳିନ୍ଦୀତଟ ବିପିନ-ସଙ୍ଗୀତକରବୋମୁଦାଭୀରୀ -ନାରୀ-ବଦନ କମଳାସ୍ବାଦ-ମଧୁପଃ।।ରମା-ଶମ୍ଭୁ-ବ୍ରହ୍ମାସୁରପତି ଗଣେଶାର୍ଚ୍ଚିତ ପଦୋଜଗନ୍ନାଥଃ ସ୍ବାମୀ ନୟନପଥଗାମୀ ଭବତୁ ମେ।। (୧)ଭୁଜେ ସବ୍ୟେ ବେଣୁଂ ଶିରସି ଶିଖିପୁଚ୍ଛଂ କଟିତଟେଦୁକୂଳଂ ନେତ୍ରାନ୍ତେ!-->!-->!-->…
Read More...
Read More...
ଭାବମୂର୍ତି ସଜାଡିବା ଲାଗି ନୂଆ ଚେହେରା ଅସ୍ତ୍ର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳର ନବକଳେବର ଦେଶର ଶାସନ ପ୍ରକ୍ରିୟାକୁ ଏକ ନୂଆ ରୂପ ଦେବାର କ୍ଷମତା ରଖୁଛି। ପ୍ରଧାନମନ୍ତ୍ରୀ ଅନେକ ହେଭିଓ୍ବେଟ୍ ମନ୍ତ୍ରୀଙ୍କୁ ଛାଡ଼ି ନୂଆ ଚେହେରାକୁ ବିଶ୍ବାସକୁ ନେଇଛନ୍ତି, ସେ ପୁଣି ଜାତି, ଯୁବ, ମହିଳା ଓ ମତଦାନ ହେଉଥିବା!-->…
Read More...
Read More...
ମୋଦୀଙ୍କ ଲେନ୍ସକୁ ଏବେ ଓଡ଼ିଶା ଆସିଲା
ୟୁ ଟର୍ଣ୍ଣ ମାରିଲା ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ୟାରିଅରପ୍ରଥମଥର ପାଇଁ ଓଡ଼ିଶା ହାତରେ ଲାଗିଲା ରେଳ ବିଭାଗଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଜେଡି ହାତରୁ ଚାଲିଗଲାଅଶ୍ବିନୀଙ୍କୁ ପ୍ରଭାବିତ କରିବ କିଏ, ବିଜେଡି ନା ବିଜେପିକେନ୍ଦ୍ର ସହିତ ସଂପର୍କ ବଢିପାରେ,କିନ୍ତୁ ଘାତକ ହେବ
!-->!-->!-->…
Read More...
Read More...