ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category

ରାଜନୀତି

ପ୍ରସନ୍ନଙ୍କ କଥାରେ ଶାହ ଟେବୁଲ ବାଡେଇଲେ

ରାଜ୍ୟ ମାନ୍ୟତା ହରାଇଲା ଜମ୍ମୁ ଓ କଶ୍ମୀର ପ୍ରତ୍ୟାହାର ହୋଇଗଲା ସବୁ ସ୍ୱତନ୍ତ୍ର ସୁବିଧା ବିଧାନସଭା ବ୍ୟବସ୍ଥା ଥିବା କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ବି କେନ୍ଦ୍ର ଶାସିତ ଅଞ୍ଚଳ, ବିଧାନସଭା ରହିବନି ନୂଆଦିଲ୍ଲୀ: ଗତ ସପ୍ତାହେ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ…
Read More...

ହୀରକୁଦକୁ ୬୦୦ କୋଟି

ସଂସଦରେ ହୀରାକୁଦ ନଦୀବନ୍ଧ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ ନୂଆଦିଲ୍ଲୀ: ସ୍ୱାଧୀନତା ପରେ ପରେ ବନ୍ୟା ରୁ ରାଜ୍ୟବାସୀ ଙ୍କୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ବିଜୁଳି ଉତ୍ପାଦନ, ଜଳସେଚନ ଓ ପାନୀୟଜଳ ଯୋଗାଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ କୁ ଧ୍ୟାନରେ ରଖି ହୀରାକୁଦ…
Read More...

ବିଜେଡିକୁ ପାନେ ଦେଲା ବିଜେପି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସବୁ ବିଲକୁ ସଂସଦରେ ଆଖିବୁଜା ସମର୍ଥନ କରିଚାଲିଛି ବିଜେଡି। ଏଣେ କିନ୍ତୁ ରାଜ୍ୟ ବିଜେପି ଏମିତି ପାନେ ଆଜି ବିିଜେଡିକୁ ଦେଇଛି ଯେ, ଏହା ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଲାଣି। ନିର୍ବାଚନ ପୂର୍ବରୁ ଆକସ୍ମିକ ପାଣ୍ଠିକୁ ନେଇ ଦଳୀୟ ନେତା…
Read More...

ମାସ ଶେଷରେ ପରୀକ୍ଷା ନେବେ ପାଣ୍ଡିଆନ

ପରିବର୍ତନ ଓ ସମ୍ଭାବନା ସଚିବ ଭାବେ ନୂଆ ନିଯୁକ୍ତିନବୀନଙ୍କ ମନ୍ତ୍ରର ସୁରକ୍ଷା ଦାୟିତ୍ୱ ପାଣ୍ଡିଆନ ନେଲେ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ରାଜନୀତି ପାଇଁ ସବୁଠାରୁ ବଡ ଗୋଟିଚାଳନା କରିଛନ୍ତି । ଦୀର୍ଘ ଦିନ ଧରି ତାଙ୍କର ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଇ…
Read More...

ମୁଖ୍ୟମନ୍ତ୍ରୀ ଜାଣିପାରିଲେନି, ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ଜଣାଇଲା

ଭୁବନେଶ୍ୱର: ଆଜି ବିଧାନସଭା ଭାରତବର୍ଷ ସାମ୍ନାରେ ଏକ ବଡ଼ ଉଦାହରଣ ରଖିଛି । ଚନ୍ଦ୍ରାୟଣରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ପ୍ରଦାନ କରିଛି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇପାରିନାହାନ୍ତି । ଯେହେତୁ ବାଚସ୍ପତି ତତ୍କାଳ ଏ ସଂପର୍କରେ ନିଷ୍ପତ୍ତି…
Read More...

ବିଧାୟକମାନେ ରାଗିଗଲେ

ଭୁବନେଶ୍ୱର: ଶୁକ୍ରବାର ପ୍ରଶ୍ନକାଳରେ ରାଗିଯାଇଥିଲେ ବିଜେଡି ବିଧାୟକ । ସେମାନେ ପ୍ରଶ୍ନ ପଚାରିବାକୁ ହାତ ଟେକୁଥିଲେ ବି ବାଚସ୍ପତି ସୁଯୋଗ ଦେଉନଥିବାରୁ ଖୋର୍ଧା ବିଧାୟକ ରାଜେନ୍ଦ୍ର ସାହୁ ଓ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିଭଳି ଜୟପୁର ବିଧାୟକ ତାରା…
Read More...

ପାଟକୁରା ରାୟ: ବିଜେପି ଅଭିଯୋଗ ମିଛ ନଥିଲା!

ଭୁବନେଶ୍ୱର: କିଏ କହିଲା ୩୦ ହଜାରରୁ କମିବନି । କିଏ କହିଲା ୩୫ ହଜାର ନିଶ୍ଚିତ । କିନ୍ତୁ ପାଟକୁରାରୁ ଯେଉଁ ରାୟ ଆସିଲା, ତାହା ସମସ୍ତଙ୍କ ଦମ୍ଭ ଭାଙ୍ଗିଦେଇଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ହାରିଛନ୍ତି । ପାଟକୁରା ସ୍ୱାଭିମାନ କଥା କହିି ଲୋକଙ୍କୁ ଭୋଟ ମାଗୁଥିଲେ । ଲୋକେ ଏହି…
Read More...

ବିଜେଡିରେ ଇଏ କଣ ଚାଲିଛି?

ଭୁବନେଶ୍ୱର: କିଛି କମ୍‍ ନୁହେଁ । ୧୧୧ ଜଣ ଜିତିଛନ୍ତି । ବିଧାନସଭାରେ ବିଜେଡି ମ୍ୟାଜିକ୍‍ ସଂଖ୍ୟା ଠାରୁ ଢେର୍‍ ଉପରେ ଅଛି । ହେଲେ ୨ମାସ ବିତିନି, ସରକାର ବିରୋଧରେ ଆନ୍ଦୋଳନ ଦାନା ବାନ୍ଧିଲେଣି । ବିଧାନସଭାର ପ୍ରଥମ ଅଧିବେଶନରୁ ଅକଳରେ ପଡିଲେଣି ସରକାର । ନାବାଳିକା ନିଖୋଜ, ଦୁଷ୍କର୍ମ…
Read More...

ପ୍ରମିଳା ପାରିଲେ, ପଦ୍ମିନୀ ହାରିଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ ବିଶ୍ୱାସ କରିଛନ୍ତି । ଏତେ ଯେ କେବଳ ମୁଖ୍ୟମନ୍ତ୍ରୀ କହିଲେ ବୋଲି ତାଙ୍କୁ ବିଶ୍ୱାସରେ ଭୋଟ ଅଜାଡି ଦେଲେ । ପ୍ରାଣାନ୍ତକ ଉଦ୍ୟମ କରି ବି ରାଜ୍ୟରେ ବିଜେପିି ସରକାର କରିବା ତ ଦୂରର କଥା ମ୍ୟାଜିକ୍‍ ନମ୍ୱରର ଅଧା ଆସନ ବି ଦଖଲ…
Read More...

କାହା ପାଇଁ କାମ କରୁଛନ୍ତି ବିଜେଡି ନେତା

ପାଟକୁରା ରାଜନୀତିରେ ନିଆଁ ଲାଗିଲାବିଜେପି ମନ୍ତବ୍ୟ ପରେ ବିଜେଡିରେ କମ୍ପନ ଭୁବନେଶ୍ୱର: ପାଟକୁରା ନିର୍ବାଚନ ନେଇ ବିଜେଡି-ବିଜେପି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ବିଜେଡିର ୩୦ରୁ ଅଧିକ ନେତା ସେଠାରେ ଡେରା ପକାଇ ପ୍ରଚାର ଚଳାଇଥିବା ବେଳେ ଅନ୍ୟପଟେ ବିଜେପି କିନ୍ତୁ…
Read More...