ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’
Browsing Category

ବିଜ୍ଞାନ

ସନ୍ଥଗୁଡାରେ ମାଡ ହେଲା ଗୁଲାବ, ବର୍ଷା ବିପଦ ଟଳିନି

ଭୁବନେଶ୍ବର: ପ୍ରବଳ ବର୍ଷା ଧରି ଆଗକୁ ବଢୁଥିବା ବାତ୍ୟା ଗୁଲାବ୍ ଘଣ୍ଟା ପ୍ରତି ୨୭ କିଲୋମିଟରରେ ମାଡି ଆସି ସନ୍ଧ୍ୟା ୬ଟା ବେଳେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଥିଲା। ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୨୦ କିଲୋମିଟର ଦୂର ସନ୍ଥଗୁଡା ବ୍ଲକରେ ବାତ୍ୟା ମାଡ ହୋଇଥିବା
Read More...

ପବନ କମ୍, ଅଧିକ ବର୍ଷା ଧରି ରଡୁଛି ‘ଗୁଲାବ’

ଭୁବନେଶ୍ବର: ବିଶାଳ ମେଘ ଖଣ୍ଡକୁ ସାଙ୍ଗରେ ଧରି ଆଗକୁ ମାଡ଼ିଆସୁଛି ବଙ୍ଗୋପସାଗରରେ ସୃଷ୍ଟି ସାମୂଦ୍ରିକ ଝଡ଼ ‘ଗୁଲାବ’। ବାତ୍ୟା ଯେତିକି ପାଖେଇ ଆସୁଛି ଲୋକଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି। ଘଣ୍ଟା ପ୍ରତି ୧୦କିଲୋମିଟରରେ ବେଗରେ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା। ଆଜି
Read More...

ମାଡିଆସୁଛି ବାତ୍ୟା, ଦକ୍ଷିଣ ଓଡ଼ିଶାକୁ ଅଧିକ ବିପଦ

ଭୁବନେଶ୍ବର: ମେ' ମାସରେ ଉତ୍ତର ଉପକୂଳରେ ଧ୍ବଂସର ତାଣ୍ଡବ ରଚନା କରିଥିଲା ଅତି ଭୀଷଣ ବାତ୍ୟା ୟାସ୍। ୪ମାସ ପରେ ପୁଣି ଗୋଟିଏ ବାତ୍ୟା ଭୟ ସୃଷ୍ଟି ହୋଇଛି। ବାତ୍ୟା ଆତଙ୍କରେ ରାଜ୍ୟବାସୀ ଏବେ ପୁିଣି ଆତଙ୍କିତ ହୋଇପଡିଛନ୍ତି। କାହିଁକି ନା ମାଡି ଆସୁଛି ବାତ୍ୟା ଗୁଲାବ୍। ବଙ୍ଗୋପସାଗରରେ
Read More...

ଇତିହାସ ରଚିଲା ଏଲନ ମସ୍କ କମ୍ପାନୀ..ମହାକାଶ ଯାତ୍ରା କଲେ ୪ ସାଧାରଣ ନାଗରିକ

ଆମେରିକାର ବିଶିଷ୍ଟ ବ୍ୟବସାୟୀ ଏଲମ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ଇତିହାସ ରଚିଛି । ଭାରତୀୟ ସମୟା ଅନୁସାରେ ସକାଳ ୫ଟା ୩୩ରେ ପ୍ରଥମ ଥର ପାଇଁ ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଛି । ଏଲମ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ପ୍ରଥମ ଅଲ ସିଭିଲିଆନ କ୍ରୁ ମହାକାଶ ଅଭିମୁଖେ ଯାତ୍ରା
Read More...

ଜଳବାୟୁ ପରିବର୍ତ୍ତନର ସଙ୍କେତ ଆସୁଛି

ଭୁବନେଶ୍ବର: ବର୍ଷା ନଥିଲା। ମାଟି ଫାଟି ଆଁ କରିଥିଲା। ବର୍ଷା ର ଖୋଜା ପଡ଼ିଲା ସବୁଠି। ମାତ୍ର ଦୁଇ ତିନି ଦିନ ମଧ୍ୟରେ ସମୁଦାୟ ଚିତ୍ର ବଦଳିଗଲା । ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ସଠିକ୍ ସମୟରେ ଆସିଥିଲା। ଆଶା କରାଯାଉଥିଲା କି ଏଥର ଭଲ ବର୍ଷା ହେବ , ଚାଷ ବି ଭଲ ହେବ। କିନ୍ତୁ
Read More...

ସେପ୍ଟେମ୍ବର ୫ ବେଳକୁ ଆଉ ଏକ ଲଘୁଚାପ ସୂଚନା

ଭୁବନେଶ୍ବର: ଆଜି ସକାଳେ ଓଡ଼ିଶା ଉପକୂଳ ଦୂରରେ ସୃଷ୍ଟି ହୋଇଥିବା ଲଘୁଚାପର କେନ୍ଦ୍ର ରହିଥିଲା। ଏହା କ୍ରମଶଃ ବିସ୍ତୃତ ହେବା ସହିତ ଦକ୍ଷିଣ ଆଡକୁ ଯାଇ ୩୦ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ରହିବ। ଏହା ପରେ ନାଗପୁର ଦେଇ ରାଜସ୍ଥାନ ଆଡକୁ ମୁହାଁଇବ ବୋଲି ପାଣିପାଗ
Read More...

ଫୋନରୁ ତୁରନ୍ତ ଡିଲିଟ୍ କରନ୍ତୁ ଏହି ୮ ଆପ୍ସ

ଭୁବନେଶ୍ବର: ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ତେବେ ନିଜର ଫୋନ ତୁରନ୍ତ ଯାଞ୍ଚ କରନ୍ତୁ। ଯଦି ଏହି ୮ଟି ଆପ୍ସ ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ ଏହାକୁ ଡିଲିଟ୍ କରନ୍ତୁ। ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ୮ଟି ଆପ୍ସ ହଟାଇଦେଇଛି। ଏହି ଆପ୍ସ ହେଉଛି କ୍ରିପ୍ଟୋକରେନ୍ସି ମାଇନିଂଗକୁ ନେଇକି,
Read More...

ଅଗଷ୍ଟ ଆରମ୍ଭରୁ ବି ବର୍ଷା ଗାଏବ

ବର୍ଷା ନାହିଁ..୪ ଜିଲ୍ଲାରେ ସ୍ଥିତି ସଙ୍ଗୀନ ଅଗଷ୍ଟ ଆରମ୍ଭରୁ ବି ରାଜ୍ୟରେ ବର୍ଷା ଅଭାବ । ନିଅଣ୍ଟିଆ ବର୍ଷା ଯୋଗୁଁ ଏବେ ଚାଷୀକୂଳ ଚିନ୍ତାରେ ପଡିଯାଇଛନ୍ତି । ରାଜ୍ୟରେ ଜୁନରୁ ଅଗଷ୍ଟ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷାର ପରିମାଣ ବଢି ଚାଲିଛି । ଅଗଷ୍ଟ ପହିଲାରୁ ୮ ଯାଏ ରାଜ୍ୟରେ ସ୍ୱାଭାବିକ
Read More...

ବଦଳିବ ପାଣିପାଗ, ଲଘୁଚାପ ଆଣିକି ଆସୁଛି ବଡ଼ ବର୍ଷା

ଭୁବନେଶ୍ବର: ସଂପ୍ରତି ମୌସୁମୀ ଦୁର୍ବଳ ରହିଛି। ବିଭିନ୍ନ ସ୍ଥାନରେ ହେଉଥିବା ପରିଚଳନ ଜନିତ ବର୍ଷା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୧୩ ତାରିଖରୁ ଲଘୁଚାପ ଜନିତ ବର୍ଷା ପାଗରେ ବଡ଼ ଧରଣର ପରିବର୍ତ୍ତନ ଆଣିବ। ପାଣିପାଗ ଚିତ୍ର ସଂପର୍କରେ ଏଭଳି ପୂର୍ବାନୁମାନ କରିଛନ୍ତି ଓୟୁଏଟି
Read More...