ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ
Browsing Category

ବୈଦେଶିକ ବ୍ୟାପାର

ବାୟୁସେନା ସଜାଗ ହେଲା କାହିଁକି?

ନୂଆଦିଲ୍ଲୀ: ଭାରତ-ଚୀନ୍‌ର ଉତ୍ତେଜନା ପରିସ୍ଥିତି ଜାରି ରହିଛି। କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ସେନା ସତର୍କ ରହିଛି। ବୁଧବାର ବିଳମ୍ବିତ ରାତିରେ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦରିଆ ଲେହ ଏୟାରବେସ୍ ପରିଦର୍ଶନ କରିଥିଲେ। ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତ ଏବଂ ସେନା
Read More...

୫୦ବର୍ଷ ପରେ ମୁହାଁମୁହିଁ ସ୍ଥିତି କାହିଁକି

ନୂଆଦିଲ୍ଲୀ: ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଦୁଇ ସୈନିକ ସହିଦ ହୋଇଛନ୍ତି। ଏଥିସହିତ ଦୀର୍ଘ ଦିନ ଧରି ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଗମ୍ଭୀର ରୂପ ଧାରଣ କରିଛି। ସୋମବାର ରାତିରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ
Read More...

ଚୀନକୁ ଶିକ୍ଷା ଦେବାକୁ ମେଗାପ୍ଲାନ୍?

ଜି -୭ ରେ ଯୋଗଦେବାକୁ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ ନୂଆଦିଲ୍ଲୀ: ଚୀନକୁ ଶିକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ମେଗାପ୍ଲାନ ପ୍ରସ୍ତୁତ କରିଥିବା କୁହାଯାଉଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ
Read More...

ଖୋଲିଲା ଚୀନ୍‍-ପାକ୍‍ ସଂର୍ପକର ଆଉ ଏକ ଗୁମର

ନୂଆଦିଲ୍ଲୀ: ୬୨୯ ଜଣ ମହିଳାଙ୍କୁ ଚୋରା ଚାଲାଣ କରାଯାଇଛି । ପାକିସ୍ତାନର ଗରିବ ପରିବାରର ମହିଳା ମାନଙ୍କୁ ବିବାହ ଓ ଅର୍ଥ ଲୋଭ ଦେଖାଇ ଦଲାଲ ମାନେ ଚୀନକୁ ଚାଲାଣ କରିଛନ୍ତି । ଆସୋସିଏଟ ପ୍ରେସକୁ ମିଳିଥିବା ଖବର ଅନୁସାରେ, ପାକିସ୍ତାନରୁ ୬୨୯ଜଣ ମହିଳା ଚୀନ୍‍କୁ କନ୍ୟା ଭାବେ ବିକି୍ର
Read More...

ଇମ୍ରାନ ମିଛୁଆ, ଘୃଣ୍ୟ

ଜାତିସଂଘରେ ବିଶ୍ୱକୁ ଚମକାଇଲେ ଭାରତର ବୈଦେଶିକ ସଚିବ ବିଦିଶାପାକିସ୍ତାନର ୫୦ ମିନିଟ୍‍ର ଭାଷଣର ଜବାବ ମିଳିଲା ୫ ମିନିଟରେବିନାଶକାରୀ ପରମାଣୁ ଆକ୍ରମଣର ଧମକ ଅସ୍ଥିରତାକୁ ପ୍ରଦର୍ଶନ କରୁଛି ରାଜନୈତିକ କୁଶଳତା ନୁହେଁ ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁକୁ ଆଜି
Read More...

ଭାରତ-ସାଉଦି ସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା ନୂଆଦିଲ୍ଲୀ : ଭାରତ ଏବଂ ସାଉଦି ଆରବିଆ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସାଉଦି ଶକ୍ତି, ଶିଳ୍ପ ଏବଂ ଖଣିଜ ସଂପଦ ମନ୍ତ୍ରୀ ଡ଼. ଖାଲିଦ୍ ଅଲ୍-ଫେଲିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା
Read More...

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା

ୱାସିଂଟନ୍‌ : ଆମେରିକାର ଆୟୋବା ‌ଷ୍ଟଟେ୍‌ରେ ଭାରତୀୟ ବଂଶୋଦ୍ଭବ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ଭାରତୀୟ ବଂଶୋଦ୍ଭବଙ୍କ ଘର ଆନ୍ଧ୍ର ପ୍ରଦେଶରେ। ଆମେରିକା ଓ୍ବେଷ୍ଟ ଦେଶ ମୋଇନ୍ସରେ ସେମାନେ ଅବସ୍ଥାନ କରୁଥିଲେ। ମୃତକମାନେ ହେଲେ ଚନ୍ଦ୍ରଶେଖର
Read More...

ବରଫ ନେଲାଣି ୩୫ ପ୍ରାଣ

ଵାଶିଂଟନ: ଆମେରିକାରେ ଅସହ୍ୟ ଥଣ୍ଡା ପରିସ୍ଥିତିରେ ସୁଧାର ଆସୁନାହିଁ । ସ୍ଥିତି ଏମିତି ଯେ ଏବେ ବି ତାପମାତ୍ରା ବିଯୁକ୍ତ ୫୦ ଡିଗ୍ରି ରହିଛି । ଲୋକେ ତ୍ରାହି ତ୍ରାହି ଡାକିଲେଣି । ଦେଖାଦେଇଥିବା ଏହି ମେରୁଝଡ କାରଣରୁ ୩୫ ଜଣଙ୍କ ପ୍ରାଣହାନି ହୋଇ ସାରିଥିବା କୁହାଯାଉଛି । ପାଣିପାଗବିତ୍‍ଙ୍କର
Read More...

ଆଗକୁ ଭାରତକୁ ବିପଦ

ଵାଶିଂଟନ: ଆସନ୍ତା ନିର୍ବାଚନ ସମୟରେ ଭାରତରେ ବଡ଼ ସାଂପ୍ରଦାୟିକ ହିଂସା ଓ ଆତଙ୍କବାଦୀ ଆକ୍ରମଣ ଘଟିପାରେ । ଆଫଗାନିସ୍ତାନ ମଧ୍ୟ ଏଥିରୁ ମୁକୁଳିପାରିବ ନାହିଁ । ଆମେରିକାର ଗୁଇନ୍ଦା ନିର୍ଦେଶକ ଡାନ୍‍ କୋଟ୍‍ସ ଓ ସିଆଇଏ ନିର୍ଦେଶକ ଜିନା ହାସ୍‍ପେଲ୍‍ ଏଭଳି ଚେତାବନୀ ଦେଇଛନ୍ତି । ଏକ
Read More...

ଭାରତ ଉପରେ ଘନାଉଛି ବିପଦ

ପାକ୍‍ ସହଯୋଗରେ ନେପାଳରେ ଲସ୍କରର ଏନଜିଓ ଏନ୍‍ଏସଜି ସଦସ୍ୟତା ପାଇଁ ଚୀନର ଖୋଲା ସମର୍ଥନ ନୂଆଦିଲ୍ଲୀ: ଭାରତ ଉପରେ ଉଭୟ ପାକିସ୍ତାନ ଓ ଚୀନ ଆଡୁ ବଡ଼ ବିପଦ ମାଡି ଆସୁଛି । ଗୋଟିଏ ପଟେ ପାକ୍‍ ସହଯୋଗରେ ଲସ୍କର ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ସଜବାଜ ଚଳାଇଛି । ଏଥିପାଇଁ ନେପାଳକୁ…
Read More...